
ମୋ ସହ ରାସ୍ତା ଉପରେ ଯାହା କରିଥିଲା ତୃପ୍ତି, ତୁମଙ୍କୁ ପଡିବ ମହଙ୍ଗା !ଏ ନେଇ ପ୍ରକୃତି କଣ କହୁଛନ୍ତି ଦେଖନ୍ତୁ Video…
ଭୁବନେଶ୍ୱରର ଏଆରପୋର୍ଟ ନିକଟରେ ଏକ କାରରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ସେମାନଙ୍କ ଚୋରା ପ୍ରୀତିକୁ ସମସ୍ତଙ୍କ ଆଗକୁ ଆଣିଥିଲେ ଓ ପ୍ରକୃତିଙ୍କୁ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା| ଏବଂ ଏହି ଘଟଣା ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ହେଇଥିଲା |ହେଲେ ଏହି ଘଟଣାର କିଛି ଦିନ ପରେ ଏହା ଥଣ୍ଡା ହୋଇ ଯାଇଥିଲା |
ପ୍ରକୃତି ମୁମ୍ବାଇ ଚାଲି ଯାଇଥିବା ବେଳେ ବାବୁସାନ ମଧ୍ୟ ତାଙ୍କ ପରିବାର ସହିତ ରହି ଥିଲେ | ହେଲେ ଦୁଇ ଦିନ ପୂର୍ବରୁ ପ୍ରକୃତି ମିଶ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇ ତୃପ୍ତି ଶତପଥୀ ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ଉପରେ ମାନହାନି କେସ କରି ଥିବା ବେଳେ ୫ ଲକ୍ଷ ଦଶ ହଜାର ତାଙ୍କର ଜୋରିମାନା ଲଗାଇଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଗତ କିଛି ଦିନ ପୂର୍ବରୁ ଏକ ଭିଡିଓକୁ ଗଣ ମାଧ୍ୟମ ଜରିଆରେ ପୋଷ୍ଟ କରି ବାବୁସାନ କହି ଥିଲେ ଯେ କିଛି ଦିନ ପୂର୍ବରୁ ଯୋଉଁ ଘାଟଣା ଘଟି ଥିଲା ସେଥି ପାଇଁ ସେ ସାମଗ୍ର ଓଡିଶା ବାସୀଙ୍କୁ କ୍ଷମା ମାଗିବା ସହିତ ଓ ତାଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥିଙ୍କୁ ମଧ୍ୟ କ୍ଷମା ମାଗିଥିଲେ | ଏବଂ ଏ କଥା ମଧ୍ୟ କହି ଥିଲେ ଯେ ମୋ ପାଇଁ ସେମାନେ ଓ ସେମାନଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି | ତାଙ୍କ ସ୍ତ୍ରୀ ଓ ତାଙ୍କ ଶ୍ୱଶୁର ବହୁତ କଷ୍ଟ ପାଇଛନ୍ତି | ଏବଂ ସେ ଶପଥ କରି ଥିଲେ ଯେ ଆଜିଠାରୁ ସେମାନଙ୍କର କିଛି କ୍ଷତି ହେବାକୁ ଦେବେ ନାହିଁ ବା ଏମିତି ଭୁଲ କେବେ ବି କରିବେ ନାହିଁ |
ଏହି ଘଟଣା ଘଟିବାର ଠିକ ପର ଦିନ ପ୍ରକୃତି ମିଶ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇ ତୃପ୍ତି ଶତପଥୀ ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ଉପରେ ମାନହାନି କେସ କରି ଥିବାର ସୂଚନା ମିଳିଛି | ସେ କହିଛନ୍ତି କି ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଣା ନେବାରୁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି | ସେ ପ୍ରଥମେ ହାଇକୋର୍ଟ ଓ ତାପରେ ଜିଲ୍ଲା ଦୌରା କୋର୍ଟରେ ପହଂଚି ମାନହାନି ମୋକଦମା କରିଛନ୍ତି |ଏବଂ ବାବୁସାନଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କ ଉପରେ ପାଞ୍ଚ ଲକ୍ଷ ଦଶ ହଜାର ତାଙ୍କର ଜୋରିମାନା ଲଗାଇଛନ୍ତି |
ଯାହା ଫଳରେ ପୁଣି ଏହି ବିବାଦ କଡ଼ ଲେଉଟାଉଛି | ପ୍ରକୃତିଙ୍କ କଥା ଅନୁସାରେ ବାବୁସାନ ନିଜ ସ୍ତ୍ରୀ ଓ ଶ୍ୱଶୁରଙ୍କ ଓ ତାଙ୍କ ପରିବାର ପାଇଁ ଏହି ଭିଡିଓ ମାଧ୍ୟମରେ ଜଣାଇ ଫେରେଇ ଆଣିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କର ଯୋଉଁ ମାନ ସମ୍ମାନ ଓ ଇଜ୍ଜତ ଯାଇଛି ତାହାକୁ କେମିତି ଠିକ କରା ଯାଇ ପାରିବ | ସେଥି ପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି | ଏବଂ ସେ କହିଛନ୍ତି କି ନ୍ୟାୟ ସହକାରେ ନିଜର ଇଜ୍ଜତ ଫେରି ପାଇବେ ଏବଂ ଦୋଷୀ ମାନଙ୍କୁ ଉଚିତ ଶାସ୍ତି ଦେବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।