ସବୁ ସମୟ ଖବର ସାଥିରେ

ମୋର ପ୍ରଥମ ଲଭ୍ କୁ ୭ ବର୍ଷ ଧରି ଏକତରଫା ଭଲ ପାଉଥିଲି ..ତା ପାଇଁ ଗୀତ ଲେଖିଥିଲି ହେଲେ..ଐଶଯ୍ୟା – ଦେଖନ୍ତୁ ଭିଡିଓ

0 8

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆସେ ଯାହା ଆଟିଷ୍ଟ ମାନଙ୍କର ଜୀବନରେ ଘଟିଥିବା କେତେକ କଥା ବିଷୟରେ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ | ତେବେ ସେହି ଭଳି ଏକ ହିରୋଇନ ଯିଏକି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ତାଙ୍କର ନାଁ କୁ ବେଶ ଆଗକୁ ନେଇ ପାରିଛନ୍ତି ଆମ ସମସ୍ତଙ୍କର ପ୍ରିୟ ଆଟିଷ୍ଟ ଐଶଯ୍ୟା ଙ୍କ ବିଷୟରେ | ଆଉ ଯେଉଁଠି ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଲଭ ଲାଇଫ ବିଷୟରେ କିଛି କଥା ଗଣ ମାଧ୍ୟମ ସାମ୍ନାରେ କହିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଐଶଯ୍ୟା କହିଛନ୍ତି କି ତାଙ୍କର ଲଭ ଲାଇଫ ଆରମ୍ଭ ହୋଇଥିଲା ସେ ଯେତେବେଳେ ସ୍କୁଲ ରେ ପାଠ ପଢୁଥିଲେ ତାହା ପୁଣି ପ୍ରଥମ ଶ୍ରେଣୀ ରେ | ଆଉ ସେଠାରେ ପାଠ ପଢ଼ୁଥିବା ସମୟରେ ତାଙ୍କର ପାଖ ବ୍ରେଞ୍ଚ ରେ ବସିଥିବା ଜଣେ ପୁଅ କୁ ସେ ଭଲ ପାଇଥିଲେ | ତେଵେ ସେ ପୁଅ ତାଙ୍କର ଫ୍ରେଣ୍ଡ ଥିଲା ଆଉ ଫ୍ଲଟିଂ ମଧ୍ୟ କରୁଥିଲା ଆଉ ଯେଉଁଥିପାଇଁ ତାଙ୍କୁ ଅପେକ୍ଷା କରିଥିଲେ ଐଶଯ୍ୟା ବୋଲି କହିଛନ୍ତି | ଆଉ ଦୀର୍ଘ 7 ବର୍ଷ ଧରିକି ତାଙ୍କୁ ଅପେକ୍ଷା କରିଥିଲେ କଲେ ତାଙ୍କର ମନ ପାରିବର୍ତ୍ତନ ହେବ ଆଉ ହଁ କହିବେ ବୋଲି |.ଆଉ ସେ ବର୍ତ୍ତମାନ ଲଣ୍ଡନ ରେ କର୍ପୋରେଟର ସେକ୍ଟର ରେ କାମ କରୁଛନ୍ତି ଆଉ ସେଠାରେ ବିବାହ କରିଲେ ବୋଲି କହିଛନ୍ତି |

ତାହା ସହିତ ଐଶଯ୍ୟା ସେ ଯୋଉଠି ବି ଥାଆନ୍ତୁ ଭଲ ରେ ରୁହନ୍ତୁ ବୋଲି କହିଥିଲେ | ଏହା ସହିତ ତାଙ୍କର କେମିତି ପୁଅ କୁ ତାଙ୍କର ଲାଇଫ ପାର୍ଟନର ବୋଲି କରିବାକୁ ଚାହୁଁଛନ୍ତି ବୋଲି ପଚାରିବାରୁ ସେ କହିଛନ୍ତି କି ଏଟଲିଷ୍ଟ ଚଳିବ ପାଇଁ ପଇସା ଆଉ ଘର ଥିବ ତାହା ସହିତ ତାଙ୍କୁ ଫ୍ରିଡମ ଦେଉଥିବ ଇନକମ ପାଇଁ ଓ ସମସ୍ତଙ୍କ ରେସପେକ୍ଟ ଦେଉଥିବା ଦରକାର | ଏହା ପରେ ଐଶଯ୍ୟା ତାଙ୍କର ଲଭ ଙ୍କ ପାଇଁ ଲେଖିଥିବା ଏକ ଇଂରାଜୀ ଗୀତ ମଧ୍ୟ ଗାଇବାକୁ ଲାଗିଥିଲେ |

ତେବେ ତାଙ୍କୁ ବଲିଉଡ ରେ ଚାଲିଥିବା କାଷ୍ଟିଙ୍ଗ କାଉଜ ବିଷୟରେ ପଚାରିଥିଲେ କି ଅଲିଉଡ ରେ ଏମିତି ହେଉଛି କି ନାହିଁ ଆଉ ସେ ଏହିଭଳି କାଷ୍ଟିଙ୍ଗ କାଉଜ ର ଶିକାର ହୋଇଛନ୍ତି କି ନାହିଁ | ଆଉ ଐସଯ୍ୟା କହିଥିଲେ କି ସେ ଏମିତି କେବେ ଶିକାର ହୋଇ ନାହାନ୍ତି କିନ୍ତୁ ସବୁ ଲାଇନ ରେ ଏହିଭଳି କିଛି କଥା ରହିଛି | ତେବେ ଯଦି ଆମେ ଠିକ ଲୋକଙ୍କ ପାଖକୁ ଯିବା ତାହେଲେ ଏଭଳି ଅସୁବିଧାର କେବେବି ସମ୍ମୁଖୀନ ହେବନି | ଆଉ ତାଙ୍କର ଏହି କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।