ସବୁ ସମୟ ଖବର ସାଥିରେ

ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ କେତୋଟି ଛୁଆ ହେବ….100 % ଗ୍ୟାରେଣ୍ଟି

0 22

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଭାରରୀୟ ଶାସ୍ତ୍ର ଓ ହିନ୍ଦୁ ଧର୍ମ ଅନୁସାରେ ଲୋକ ମାନେ ଅଧିକାଂଶ ଭାବରେ ଜ୍ୟୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି | ଆଉ ଜ୍ୟୋତିଷ ଶାସ୍ତ୍ର ରେ ବତାଇ ଦିଆଯାଉଥିବା ସମସ୍ତ କଥା କୁ ଅକ୍ଷରେ ଅକ୍ଷରେ ମଧ୍ୟ ପାଳନ କରିଥାନ୍ତି ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ସେହିଭଳି କିଛି କଥା କୁହାଯାଉଛି ଯାହା ବିଷୟ ରେ ଜାଣିବା ପାଇଁ ଅଧିକାଂଶ ଲୋକ ମାନେ ପସନ୍ଦ କରିଥାନ୍ତି ଆଉ ତାହା ହେଉଛି ନାମ ର ପ୍ରଥମ ଅକ୍ଷର ରୁ ଜାଣି ପାରୁଥିବା ବ୍ୟକ୍ତି ର ସ୍ଵଭାଵ ଓ ତାଙ୍କର କେତୋଟି ପିଲା ଛୁଆଁ ହେବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ କଥା ଉପରେ ନଜର ପକାଇବା |

ତେବେ ଆଜି ମାନେ ଜାଣିବାକୁ ଯାଉଛି ASMIVY ଏହି 6 ଟି ଅକ୍ଷର ରେ ଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ ଓ ବ୍ୟକ୍ତି ର କେତୋଟି ପିଲା ହେବ ସେ ବିଷୟରେ ଜାଣିବା |

1-ASM ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ବିଷୟରେ ସୂଚନା :-

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ASM ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି ତାହା ସହିତ ଏହି ଅକ୍ଷରର ବ୍ୟକ୍ତି ମାନେ ଖର୍ଚ ଅଧିକ କରିବାକୁ କେବେବି ପସନ୍ଦ କରି ନ ଥାଆନ୍ତି ବୋଲି କୁହାଯାଉଛି | ତେବେ ଏମାନେ ସବୁବେଳେ ପରିବାର କୁ ବାନ୍ଧି ରଖିବାକୁ ଭଲ ପାଇଥାନ୍ତି ଓ ପରିବାର ର କାହାରି ମନରେ ଦୁଃଖ ଦେବାକୁ ମଧ୍ୟ ଏମାନେ ଚାହିଁ ନ ଥାଆନ୍ତି ବୋଲି କୁହାଯାଉଛି | ଏହା ସହିତ ଏମାନେ ପ୍ରେମ ସମ୍ପର୍କ ରେ ଥିଲେ ବିବାହ ପୂର୍ବରୁ କୌଣସି ବି ସମ୍ପର୍କ ରଖି ନ ଥାଆନ୍ତି ବୋଲି ମଧ୍ୟ କୁହାଯାଇଛି | ତେବେ ଏମାନଙ୍କର 2 ଟି ପିଲା ହେବ ବୋଲି କୁହାଯାଉଛି |

2-IVY ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ବିଷୟରେ ସୂଚନା :-

କୁହାଯାଉଛି କି ଏହି IVY ଅକ୍ଷରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ବହୁତ ମଜାଳିଆ ସ୍ଵଭାଵ ର ହୋଇଥାନ୍ତି | ଏମାନେ ସବୁବେଳେ ନିଜର ସାଙ୍ଗ ମାନଙ୍କ ସହିତ ସମୟ ବିତାଇବାକୁ ଅଧିକ ପସନ୍ଦ କରିଥାନ୍ତି | ଏମାନେ ଚାକିରୀ କ୍ଷେତ୍ରକୁ ନେଇକି ମଧ୍ୟ ଅଧିକ ଚିନ୍ତା କରନ୍ତି ନାହିଁ, କାରଣ ଏମାନେ ଜାଣିଥାନ୍ତି କି ଏମାନେ ଏମାନଙ୍କର ଜୀବନରେ କିଛି ନା କିଛି କରିବେ ବୋଲି | ଏହା ଛଡା କୁହାଯାଉଛି କି ଏହି ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କର ଭାଗ୍ୟରେ 3 ଟି ସନ୍ତାନ ର ଯୋଗ ରହିଛି ବୋଲି |

ତେବେ ଏହା ଥିଲା ସେହି 6 ଟି ଅକ୍ଷରର ବ୍ୟକ୍ତି ମାନଙ୍କ ବିଷୟରେ ସୂଚନା ଯେଉଁ ମାନେ କେଉଁ ସ୍ଵଭାଵ ର ହୋଇଥାନ୍ତି ଆଉ କେତୋଟି ପିଲା ସେମାନଙ୍କର ଜନ୍ମ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।