ସବୁ ସମୟ ଖବର ସାଥିରେ

ଭୟଙ୍କର ରୁ ଭୟଙ୍କର ଅର୍ଶ ଭଲ ହେବାର ଉପାୟ,ଢାଳ ଢାଳ ହୋଇ ରକ୍ତ ପଡୁଥିଲେ ବନ୍ଦ ହୋଇଯିବ ୧୦୦% ଗ୍ୟାରେଣ୍ଟି | Piles Treatment at Home

0 8

ଅଧିକାଂଶ ଲୋକ ନିଜର କୋଷ୍ଠ କାଠିନ୍ୟ ଓ ଅର୍ଶ ଭଳି ସମସ୍ୟାକୁ ନେଇ ବହୁତ ଚିନ୍ତିତ ରୁହନ୍ତି | କାରଣ ଯୋଉଁ ଲୋକ ମାନଙ୍କର ପ୍ରତ୍ୟେକ ଦିନ ଠିକ ସମୟରେ ପେଟ ସଫା ହୋଇ ନ ଥାଏ ସେମାନଙ୍କର ଦିନ ଗୁଡିକ ଭଲ ଭାବେ ଯାଇ ନ ଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଘରୋଇ ଉପଚାର ବିଷୟରେ ବତାଇବୁ ଯାହା ଦ୍ୱାରା ଆପଣ ମାତ୍ର ଦୁଇ ସପ୍ତାହରେ ନିଜର ଅର୍ଶ ଭଳି ସମସ୍ୟାକୁ ଭଲ କରି ପାରିବେ | ଆସନ୍ତୁ ଜାଣିବା ସେ ବିଷୟରେ |

ଯେବେ ଆମକୁ ବହୁତ ଦିନ ଧରି କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଲାଗିରହେ ଏବଂ ଝାଡା ଯିବା ସମୟରେ ଆମେ ଜୋର ଯୋଗାଇଥାଉ | ଏହାଦ୍ୱାରା କିଛି ମଳଦ୍ୱାର ପାଖରେ ଥିବା ଶିର ଫୁଲିଯାଏ ଓ ଯାହାକୁ ଆମେ ପାଇଲସ ବୋଲି କହିଥାଉ | ଏହି ପାଇଲସ ଯେତେବେଳେ ପ୍ରଥମ ଅବସ୍ଥାରେ ଥାଏ ତାହା ମେଡ଼ିସିନ ଦ୍ୱାରା ଭଲ ହୋଇଥାଏ କିନ୍ତୁ ଏହା କ୍ରୋନିକ ହୋଇଗଲେ ମାଂସପେଶୀ ମଳଦ୍ୱାର ଦେଇ ବାହାରକୁ ଆସିଥାଏ,ତାକୁ ଅପେରସନ କରିବାକୁ ପଡିଥାଏ | ଯଦି ଆପଣ ପାଇଲସର ପ୍ରଥମ ଅବସ୍ଥାରେ ଅଛନ୍ତି ତାହେଲେ ଆମର ଏହି ଉପଚାରକୁ ନିହାତି ଭାବରେ ବ୍ୟବହାର କରନ୍ତୁ |
ଉପଚାର :-1
ଆବଶ୍ୟକ ଉପକରଣ :-
1. ଲାଜକୁଳୀ ପତ୍ର
2. କଞ୍ଚା କ୍ଷୀରପ୍ରସ୍ତୁତ ପ୍ରଣାଳୀ :-ଲାଜକୁଳୀ ପତ୍ର ଆପଣଙ୍କ ବାଡ଼ିରେ ବା କୌଣସି ରାସ୍ତା ପାଖରେ ଅତି ସହଜରେ ପାଇ ପାରିବେ | ଆପଣ ଅତି ସାବଧାନତା ସହକାରେ ଏହାକୁ ବ୍ୟବହାର କରିବେ କାରଣ ଏଥିରେ କଣ୍ଟା ରହି ଥାଏ | ପ୍ରଥମେ ଆପଣ ଏହାକୁ ଏକ କଇଁଚି ସାହାଯ୍ୟରେ ଏହାର ପତ୍ର ଗୁଡିକୁ କାଟି ନେବେ ଓ ଏହାକୁ ଭଲ ଭାବେ ଧୋଇ ଦେବେ | ଏକ ଗ୍ଲାସ କଞ୍ଚା କ୍ଷୀର ନେଇ ଏଥିରେ ଲାଜକୁଳୀ ପତ୍ରର ଦୁଇ ବା ତିନୋଟି ପତ୍ରରେ ଥିବା ସମସ୍ତ ପତ୍ର ଦେଇ ଦେବେ | ବେଶୀ ଦେବାର ଆବଶ୍ୟକତା ନାହିଁ |ଏବେ ଏହି ଉପଚାରଟି ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-ଏହାକୁ ଆପଣଙ୍କୁ ସକାଳୁ ଖାଲି ପେଟରେ ସେବନ କରିବେ | ମାତ୍ର ୩ ଦିନ ଏହାର ସେବନ କରନ୍ତୁ | ଯଦି ଆପଣଙ୍କୁ ଅର୍ଶ ସମସ୍ୟା ଥାଏ ତାହେଲେ ସମ୍ପୂର୍ଣ ମାତ୍ରାରେ ଭଲ ହୋଇଯିବ |
ଉପଚାର :-2
ଆବଶ୍ୟକ ଉପକରଣ :-
1.ଗେଣ୍ଡୁ ପତ୍ର
2. ଗୋଲମରିଚପ୍ରସ୍ତୁତି ପ୍ରଣାଳୀ :-ପ୍ରଥମେ ଆପଣ କିଛି ଗେଣ୍ଡୁ ପତ୍ର ନେଇ ତାହାକୁ ଭଲ ଭାବେ ଧୋଇ ସଫା କରି ନିଅନ୍ତୁ | କାରଣ ଆପଣଙ୍କୁ ଏହା ବାଟିବାକୁ ପଡିବ | ଏଥିରେ ଆପଣ ପାଞ୍ଚରୁ ଛଟି ଗୋଲମରିଚ ନେଇ ବାଟି ଏକ ଫାଇନ ପେଷ୍ଟ ବନାଇ ନିଅନ୍ତୁ | ଏହାକୁ ଦୁଇ ସହ ପଚାଶ ମିଲି ଲିଟର ପାଣିରେ ଭଲ ଭାବେ ଗୋଳାଇ ଦିଅନ୍ତୁ | ଏବେ ଏହି ଉପଚାରଟି ପ୍ରସ୍ତୁତ ହୋଇଗଲା |
ବ୍ୟବହାର :-ଏହାକୁ ପ୍ରତ୍ୟେକ ଦିନ ଖାଲି ପେଟରେ ଦିନକୁ ଦୁଇ ଥର ପିଅନ୍ତୁ | ମାତ୍ର ପନ୍ଦର ଦିନ ଭିତରେ ଆପଣ ଫରକ ଲକ୍ଷ୍ୟ କରି ପାରିବେ | ଯଦି ଆପଣଙ୍କ ଝାଡ଼ାରେ ରକ୍ତ ପଡୁଛି ବା କବଜ ଓ ଭଗନ୍ଦର ଭଳି ସମସ୍ୟାକୁ ଏହା ଭଲ କରିଥାଏଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।