
New Twist – ମୋ ସ୍ତ୍ରୀ ମୋ ଷଢୁଙ୍କ ଭାଇ ସହ ଶାରୀରିକ ସମ୍ପର୍କ ରଖୁଛି ..ମୁଁ ଏ ବୟସରେ ରୋଷେଇ କରିବି ଘରକାମ କରିବି ,ଦେଖନ୍ତୁ ଭାଇରାଲ Video
ଆଜିକାଲି ଆପଣ ମାନେ ଗଣମାଧ୍ୟମରେ ଅନେକ ପ୍ରକାରର ଖବର ପ୍ରସାରିତ ହେବାର ଦେଖୁଥିବେ |ଯୁବକ ମାନଙ୍କରେ ପ୍ରେମରେ ଧୋକା ପାଇ ଯୁବତୀ ମାନେ ନିରାଶ ହୋଇ ଆତ୍ମହତ୍ୟା କରୁ ଥିବାର ଖବର ଶୁଣିବାକୁ ମିଳିଥାଏ | କୋଉଁଠି ମଧ୍ୟ ସ୍ୱାମୀ ମାନଙ୍କ ଦ୍ୱାରା ସ୍ତ୍ରୀ ମାନେ ପ୍ରତାରିତ ହେଉଛନ୍ତି ଟା କୋଉଠି ସ୍ତ୍ରୀ ମାନଙ୍କ ଦ୍ୱାରା ସ୍ୱାମୀ ମାନେ ପ୍ରତାରିତ ହେଉଛନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇବାକୁ ଯାଉଅଛୁ କି ଯୋଉଁଥି ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ନିଜର ସ୍ତ୍ରୀଙ୍କ ନାମରେ ପରକିଆ ପ୍ରୀତିର ଅଭିଯୋଗ ଆଣିଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ|
ଏହି ବ୍ୟକ୍ତି ଜଣଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହିତ ସମ୍ପର୍କ ଅଛି | ସେ ପୁରୁଷ ଜଣଙ୍କ ହେଉଛନ୍ତି ମହିଳାଙ୍କର ଭିଣୋଇଙ୍କ ବଡ ଭାଇ | ତାଙ୍କ ସହ ସେ ମହିଳା ଜଣଙ୍କର ପ୍ରେମ ସମ୍ପର୍କ ରହିଅଛି ଏବଂ ଏହାର ସମସ୍ତ ପ୍ରମାଣ ପତ୍ର ଏହି ବ୍ୟକ୍ତିଙ୍କ ପାଖରେ ମହଜୁଦ ଅଛି | ସେ ନିଜେ ମଧ୍ୟ ସେମାନଙ୍କ ସମ୍ପର୍କ ରଖୁଥିବା ସମୟରେ ଦେଖିଛନ୍ତି |ମହିଳାଙ୍କର ପ୍ରେମିକ ଜଣକ ଏହି ବ୍ୟକ୍ତିଙ୍କୁ ବହୁତ ସମୟରେ ମାରି ଦେବାର ଧମକ ମଧ୍ୟ ଦେଇଛନ୍ତି | ତାଙ୍କ ସ୍ତ୍ରୀ ତାଙ୍କୁ ପସନ୍ଦ କରୁ ନାହାନ୍ତି ଓ ପ୍ରେମିକ ଲଗାଇ ମାଡ ମାରୁଛନ୍ତି | ଏହାର ସମସ୍ତ ଡକମେଣ୍ଟ ଓ ଓଡିଓ ରେକର୍ଡିଙ୍ଗ ଅଛି ବୋଲି କହିଛନ୍ତି | ତାଙ୍କର ଜୀବନ ପ୍ରତି ବିପଦ ଥିଲା ବେଳେ ସେ ଥାନାରେ ବହୁତ ଥର ଦ୍ୱାରସ୍ଥ ହୋଇଛନ୍ତି କିନ୍ତୁ ତାଙ୍କର କଥା କେହି ଶୁଣନ୍ତି ନାହିଁ |
ସେ ଏହା ପାଇଁ ଜୁଲାଇ ବାର ତାରିଖ ଦୁଇ ହଜାର ଏକୋଇଶିରେ ନବୀନ ନିବାସ ମଧ୍ୟ ଯାଇ ଥିଲେ | ସେଇଥି ମଧ୍ୟ ତାଙ୍କ କଥା କେହି ଣା ବୁଝିବାରୁ ସେ ନବୀନ ନିବାସ ଆଗରେ କିରୋସିନି ଢାଳି ମୃତ୍ୟୁ କରିବା ଚେଷ୍ଟା କରିଥିଲେ | ଏବଂ ସେ କହିଛନ୍ତି କି ଯଦି ତାଙ୍କ କଥା ବୁଝା ନ ଯିବ ସେ ପୁଣି ଥରେ ନବୀନ ନିବାସ ଆଗରେ ଆତ୍ମହୁତି ଦେବେ |
ସେ ଚାହୁଁଛନ୍ତି କି ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ଯାନ୍ତୁ ନ ହେଲେ ତାଙ୍କ ପାଖକୁ ଫେରି ଆସନ୍ତୁ | କୋର୍ଟର ନୋଟିସ ସତ୍ୱେ ସେ ଆସନ୍ତି ନାହିଁ କିମ୍ବା ଡିଭୋର୍ସ ଦିଅନ୍ତି ନାହିଁ | ସେ ଏହି ବୟସରେ ନିଜେ ଘରର ସମସ୍ତ କାର୍ଯ୍ୟ କରିବା ସହ ରୋଷେଇ ମଧ୍ୟ କରି ନିଜର ବୃଦ୍ଧ ବାପା ମାଙ୍କ କଥା ବୁଝୁଛନ୍ତି | ସେ ଅଟୋ ଚଳାଇଲେ ତାଙ୍କ ଘର ଚଳିଥାଏ କିନ୍ତୁ ଏହି ଅସୁବିଧା ଯୋଗୁଁ ତାଙ୍କ ସମୟ ନ ଥିବାରୁ ସେ ବହୁତ ଅସୁବିଧାରେ ରହୁଛନ୍ତି |
ଏହି ପ୍ରେମିକ ଜଣଙ୍କ ହେଉଛନ୍ତି ତଳବାସ୍ତ ଗାଁର ଅଭିମନ୍ୟୁ ନାୟକ ଯାହାକୁ ଏହି ମହିଳା ଜଣଙ୍କ ପୂର୍ବରୁ ଭଲ ପାଉଥିଲେ | ତେଣୁ ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ପ୍ରେମିକ ଥିଲା ଯଦି ବାହା ହେଉଥିଲୁ କାହିଁକି | ସେମାନଙ୍କର ଜଣେ ପୁଅ ଓ ଜଣେ ଝିଅ ମଧ୍ୟ ଅଛନ୍ତି | ସେ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ଥିବା ବେଳେ ତାଙ୍କ ବୁଢ଼ା ବାପା ମାଆ ମଧ୍ୟ ବହୁତ କଷ୍ଟ ପାଉଛନ୍ତି | ଏହି ଘଟଣାକୁ ନେଇ ସେ ଗଣ ମାଧ୍ୟମ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।