ସବୁ ସମୟ ଖବର ସାଥିରେ

New Twist – ମୁଁ ନନ୍ଦିନୀ, ମୋର ନିନ୍ଧା କେବେବି ହେବାକୁ ଦେବିନି,ସେଥିପାଈଁ ମତେ ଯେତେ ମିଛ କହିବାକୁ ପଡିବ ମୁଁ କହିବି ।

0 10

ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ ଆଉ ଜଣେ ନାରୀ ଙ୍କୁ ସମାଜ ରେ ସବୁଠାରୁ ଅଧିକ ସଂମାନିତ ମଧ୍ୟ କରାଯାଏ କିନ୍ତୁ ବର୍ତ୍ତମାନ ର ଏହି କଳିଯୁଗ ତଥା ଅତ୍ୟାଧୁନିକ ଯୁଗ ରେ ନାରୀ ମାନେ ଏହିପରି କିଛି କଳଙ୍କିତ କାର୍ଯ୍ୟ କରୁଛନ୍ତି ଯାହା ଆପଣ ଭାବି ବି ପାରିବେ ନାହିଁ। ରାଜଧାନୀ ଭୁବନେଶ୍ବର ରୁ ଏହିପରି ଏକ ଘଟଣା ଆମ ସାମ୍ନା କୁ ଆସିଅଛି ଯାହା ବିଷୟରେ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହେବା ସହ ମୁଣ୍ଡ ରେ ହାତ ଦେବେ।

ଘଟଣା ଟି କିଛି ଏହିପରି ଥିଲା କି, ବିବାହ ର ଦ୍ଵିତୀୟ ଦିନ ରେ ଜଣେ ନୂଆ ବୋହୁ ମନ୍ଦିର ଯିବା ର ବାହାନା କରି ନିଜ ସ୍ୱାମୀ ଙ୍କୁ ନିଧୁମ ମାରିଥିଲେ ଆଉ ସେଠାରୁ ପଳାଇ ଯାଇଥିଲେ। ତେବେ ଭାଗ୍ୟ ଭଲ ଥିଲା କୁ ସେଠାରେ ଉପସ୍ଥିତ ଥିବା ପୋଲିସ ଅଫିସର ଏବଂ ଅନ୍ୟ ଲୋକ ମାନେ ଯୁବକ ଙ୍କର ଜୀବନ ବଞ୍ଚାଇ ଦେଇଥିଲେ।

ତେବେ ଏହାକୁ ନେଇ ବର୍ତ୍ତମାନ ପୁଅ ର ବାପା ନିଜର ମତ ରଖିଛନ୍ତି ଆଉ ଯାହା ସେ କହିଛନ୍ତି ତାହା ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ। ଆଉ ଏହିଭଳି ନାରୀ ଙ୍କୁ ଦୂରରୁ ମୁଣ୍ଡିଆ ମାରିବେ।

ଭୁବନେଶ୍ୱର ର ଜଣେ ଯୁବକ ଙ୍କର ବିବାହ ସେହି ପାଖ ଅଞ୍ଚଳ ର ଜଣେ ଯୁବତୀ ଙ୍କ ସହ ପରିବାର ର ମତ ରେ ପାରମ୍ପରିକ ରୀତିନୀତି ରେ ହୋଇଥିଲା। ତେବେ ବିବାହ ସରିଲା ଝିଅ ଶାଶୂ ଘରକୁ ଆସିଲା ମାତ୍ର ବିବାହ ର ପର ଦିନ ସେ ଶାଶୂ ଶଶୁର ଙ୍କୁ କହିଥିଲେ କି ମୋର ମାନସିକ ରହିଛି ବିବାହ ର ପର ଦିନ ମୁଁ ମନ୍ଦିର ଯିବ ଆଉ ସ୍ୱାମୀ ଙ୍କ ପାଇଁ ଦୀପ ଜାଳିବି। ତେବେ ଏହା ଶୁଣିବା ପରେ ଶାଶୂ ଶଶୁର ମଧ୍ୟ ମନ୍ଦିର ଯିବାକୁ ଅନୁମତି ଦେଲେ , କିନ୍ତୁ ସେହି ନବ ବଧୁ ଙ୍କର ମନ୍ଦିର ଯିବା ପଛ ରେ କିଛି ଅଲଗା ଉଦେଶ୍ୟ ଥିଲା।

ଲିଙ୍ଗରାଜ ମନ୍ଦିର ରେ ପହଁଚିବା ପରେ କନ୍ୟା ଜଣଙ୍କ ଅନ୍ୟ ଯୁବକ ମାନଙ୍କୁ ଡାକିଥିଲେ ଆଉ ସମସ୍ତେ ମିଶି ସେହି ନୂଆ ବାହା ହୋଇଥିବା ବର ଙ୍କୁ ବହୁତ ମାଡ଼ ମାରିଥିଲେ, ଏମିତି କି ତାଙ୍କୁ ଜୀବନ ରୁ ମାରିବାକୁ ଚେଷ୍ଟା କରିଥିଲେ। ୧୨ତାରିଖରେ ବିବାହ କାଇ୧୩ରେ ମନ୍ଦିର କୁ ଯିବେ କାହିକି ଫେରାର ହୋଇଯାଇଥିଲେ ନନ୍ଦିନୀ । କିନ୍ତୁ ସେଠାରେ ଥିବା ପୋଲିସ ଓ ପୂଜାରୀ ଏବଂ ଅନ୍ୟ ଲୋକମାନେ ଯୁବକ ଙ୍କୁ ବଞ୍ଚାଇ ଥିଲେ।

ତେବେ ଏହି ଘଟଣା କୁ ନେଇ ଯୁବକ ଙ୍କର ବାପା କହିଛନ୍ତି କି ପୋଲିସ ବାବୁ , ପୂଜାରୀ ସମସ୍ତ ଙ୍କୁ ମୁଁ ଧନ୍ୟବାଦ ଜଣାଉଛି ମୋ ପୁଅ କୁ ବଞ୍ଚାଇ ଥିବାରୁ। ମୋର ସେ ବହୁ ଆଉ ଦରକାର ନାହିଁ ମୋ ପୁଅ ଜୀବନ ରହିଛି ସେତିକି ବହୁତ ମୋ ପାଇଁ। ତେବେ ଘଟଣା ଟି ଏବେ ଖୁବ ଚର୍ଚ୍ଚା ରେ ରହିଛି। ନନ୍ଦିନୀ ଙ୍କ ନାମରେ ପୋଲିସ୍ ରେ ଏଫାଇର ଦାଖଲ କରିଥିଲେ ନନ୍ଦିନୀ ଫେରାର ହୋଇ ଥିଲେ ।ତାଙ୍କ ଉପରେ ୪୨୦ ଦଫା ଲାଗିଛି କିନ୍ତୁ ପୋଲିସ୍ ନନ୍ଦିନୀ କୁ ଖୋଜିପାଉ ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।