
ଓଃ..କି..ଡ୍ୟାନ୍ସ – ଏଭଳି ନାଚ ଦେଖି ହସି ହସି ଗଡ଼ିଗଲେ ଲୋକେ, ଆପଣ ବି ଦେଖନ୍ତୁ ଭାଇରାଲ୍ ହେଉଥିବା ଏହି ନାଚ…
ଦୁନିଆ ରେ ଆପଣ ମାନେ ବହୁତ ପ୍ରକାର ର ନାଚ ଦେଖି ଥିବେ । କିନ୍ତୁ ଆଜି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି , ତାହା କେଉଁ ପ୍ରକାର ର ନାଚ ବଡ ବଡ ଡ୍ୟାନ୍ସର ମାନେ କହି ପାରୁ ନାହାନ୍ତି । କିନ୍ତୁ ନାଚ ଟି ଦେଖିବା ପାଇଁ ବହୁତ ଭଲ ଲାଗୁଚି ।
ନାଚ ଟି ଭଲ ଲାଗୁଚି ବୋଲି ଆମେ ଆପଣଙ୍କୁ କହୁ ନାହୁଁ । ଭିଡିଓ ଟି ଭାଇରାଲ ହେବା ପରେ ଲୋକ ମାନେ କମେଣ୍ଟ ରେ ଯାହା କହୁ ଛନ୍ତି ତାହା ଆମେ ଆପଣଙ୍କୁ କହୁଛୁ । ଏହି ଭିଡିଓ ଟି ମିଲିଅନ ମିଲିଅନ ଭିଉ ଯାଉ ଥିବା ସମୟ ରେ ବହୁତ ମଧ୍ୟ ଲାଇକ ଆସୁଛି ଏହି ଭିଡିଓ ରେ ।
ତେବେ ଭିଡିଓ ଟି ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ବଡ ବଡ ବୋଲିଉଡ଼ ଡ୍ୟାନ୍ସର ମାନେ ଏହି ନାଚ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଛନ୍ତି । ତେବେ ଏବେ ଆସନ୍ତୁ ଜାଣିବା ଏହି ନାଚ ଟି କେଉଁ ଠାରୁ ଆସିଛି ଓ କିଏ ନାଚିଛି , ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଜାଣିବା ।
ତେବେ ଏହି ନାଚ ଟି ନେପାଳ ର ସିମିରି ଅଂଚଳ ରୁ ଆସି ଅଛି । ତେବେ ଏହି ନାଚ ଟିକୁ ତିନି ଜଣ ମହିଳା ନାଚି ଛନ୍ତି । ତେବେ ସେମାନେ ଗୋଟିଏ କଲର ଡ୍ରେସ ପିନ୍ଧି ନାଚି ଛନ୍ତି । ଆପଣ ମାନେ ଜାଣି ଥିବେ କି ଗୀତ ବାଜିଲେ ନାଚ ଷ୍ଟାର୍ଟ ହୋଇ ଥାଏ । ଏଠି କିନ୍ତୁ ବିନା ଗୀତରେ ନାଚ ହେଉଛି ।
ଏହି ତିନି ଜଣ ମହିଳା ଏତେ ଅଙ୍ଗୀ ଭଙ୍ଗୀ ଦେଇ ନାଚୁ ଥିଲେ ଯେ କେହି ଦେଖିବ ଆଶ୍ଚର୍ଯ୍ୟ ହୋଇ ଯିବ । କେହି କେହି ଏ ନାଚ ଟୀକୁ ଦେଖି କମେଣ୍ଟ ରେ ଲେଖି ଛନ୍ତି , ଏପରି ନାଚ କେମିତି ନାଚୁ ଛନ୍ତି । ଏହି ପରି ନାଚିବା ଅସମ୍ଭବ । ତେବେ ଏହି ତିନି ଜଣ ମହିଳା ନାଚି ବାର କାରଣ ଏବେ ଆସନ୍ତୁ ଜାଣିବା ।
ନେପାଳ ରେ ଗୋଟିଏ ବଡ଼ ପର୍ବ ପାଳନ କରାଯାଇ ଥାଏ । ଯାହା ଏହି ପର୍ବ ବର୍ଷକୁ ଥରେ ଆସି ଥାଏ । ଏହି ପର୍ବ ଟି ସେପ୍ଟେମ୍ବର ମାସ ରେ ପଡି ଥାଏ । ତେବେ ଏହି ପର୍ବ ର ନାମ ହେଉଛି , ” କର୍ମ ନାଚ” । ଏହି ପର୍ବ ଟିକୁ ନେପାଳ ରେ ଅତି ଆଡ଼ମ୍ବର ଭାବରେ ପାଳନ କରା ଯାଇ ଥାଏ ।
ତେଣୁ ଏହି କର୍ମ ନାଚ ରେ ନେପାଳ ର ଲୋକ ମାନେ ବିନା ଗୀତ ରେ ନାଚି ଥାନ୍ତି । ନାଚିବା ସମୟ ରେ ଜଣେ ଭାରତୀୟ ଲୋକ ସେଠାକୁ ଯାଇ ଥିଲା ଓ ଏହି ଭିଡିଓ ଟିକୁ ନିଜ ମୋବାଇଲ ରେ ଉଠାଇ ଥିଲା । ତା ପରେ ଏହି ଭିଡିଓ ଟିକୁ ସୋସିଆଲ ମିଡିଆ କୁ ସେଆର୍ କରି ଥିଲା । ଯାହା ଏବେ ଭାଇରାଲ ହେଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।