ସବୁ ସମୟ ଖବର ସାଥିରେ

ନନ୍ଦିନୀ ମାଳି ସାହିରେ ରହିବା ଝିଅ ।ରାତି ୩ ଟା ବେଳେ କବାଟ ଦେଇ ଭିଣେଇ ଶାଳୀକୁ କୁଣ୍ଢେଇ ଜାବୁଡ଼ି ଧରିଥିଲା,….ଶାଶୁର ବୟାନ ଶୁଣନ୍ତୁ

0 61

ବନ୍ଧୁଗଣ ଆପଣ ମାନେ ଭୁବନେଶ୍ୱର ର ବିବାହ ଓ ପ୍ରତାରଣା ମାମଲା ବିଷୟ ରେ ଜଣିଥିବେ ନିଶ୍ଚିତ, ତେବେ ଘଟଣା ଟି କିଛି ଏହିପରି ଥିଲା କି ବିବାହ ର ଦ୍ଵିତୀୟ ଦିନ ରେ ଜଣେ ନୂଆ ବୋହୁ ମନ୍ଦିର ଯିବା ର ବାହାନା କରି ନିଜ ସ୍ୱାମୀ ଙ୍କୁ ନିଧୁମ ମାରିଥିଲେ ଆଉ ସେଠାରୁ ପଳାଇ ଯାଇଥିଲେ। ତେବେ ଭାଗ୍ୟ ଭଲ ଥିଲା କୁ ସେଠାରେ ଉପସ୍ଥିତ ଥିବା ପୋଲିସ ଅଫିସର ଏବଂ ଅନ୍ୟ ଲୋକ ମାନେ ଯୁବକ ଙ୍କର ଜୀବନ ବଞ୍ଚାଇ ଦେଇଥିଲେ।

ତେବେ ଏହାକୁ ନେଇ ବର୍ତ୍ତମାନ ପୁଅ ର ମା ମୁଁହ ଖୋଲିଛନ୍ତି ଆଉ ସେ ଯେଉଁ ମତ ରଖିଛନ୍ତି ଆଉ ଯାହା ସେ କହିଛନ୍ତି ତାହା ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ।

ତେବେ ବଳରାମ ଙ୍କର ମା କହିଛନ୍ତି ଯେ, ” ମୋ ପୁଅ ଓଲା ବୋଲି ଜାଣିଶୁଣି ସେ ଝିଅ ମୋ ପୁଅ କୁ ବାହା ହୋଇଥିଲା ଆଉ ଅନ୍ୟ ଟୋକା ଙ୍କ ସହ ସବୁଦିନ ଏମିତି ରାସଲୀଳା କରିଥାନ୍ତେ ବଧେ। ଏହି ଘଟଣା କୁ ନେଇ ଯେତେବେଳେ ମୋ ପୁଅ କୁ ସେମାନେ ମାଡ଼ ମାରିଥିଲେ ସେତେବେଳେ ଆମେ ଲିଙ୍ଗରାଜ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଉ ନାହିଁ ।ଆମକୁ ଖାଲି ଏ ଥାନା ସେ ଥାନା ବୁଲେଇ ବୁଲେଇ ଠକୁ ଛନ୍ତି।

କିନ୍ତୁ ଯଦି ଏହି ମାମଲା ଟା ଜଣେ ଝିଅ ର ହୋଇଥାନ୍ତା ତାହେଲେ ସେହି ପୁଅ କୁ ବର୍ତ୍ତମାନ ସୁଦ୍ଧା ଘରୁ ଘୋଷାଡ଼ି ନେଇ ଯାଇଥାନ୍ତେ। ଆଉ ସେ ଝିଅ ଯାହା ସବୁ କହୁଛି ମିଡ଼ିଆ ଆଗରେ ସବୁ ମିଛ କଥା ମୁଁ ନିଜେ ତାକୁ ସୁନା ହାର ଦେଇଛି ମୋ ବୋହୁ ବୋଲି କିନ୍ତୁ ସେ ତାକୁ ନେଇକି ପଳେଇଲା ଆଉ କହୁଛି କିଛି ଆଣି ନାହିଁ ବୋଲି। ମୋର ଝିଅ ନାହିଁ ବୋଲି ତାକୁ ଝିଅ ଭାବି ଥିଲି କିନ୍ତୁ ସେ ଆମ ସମସ୍ତ ଙ୍କୁ ଧକ୍କା ଦେଲା। ସେ ପ୍ରଥମ ବୋହୁ ମୋ ଘରର ନୁହେଁ ମୋର ତିନି ତିନି ଟି ବୋହୁ ରହୁଛନ୍ତି ସେମାନେ ଭଲ ରେ ଅଛନ୍ତି।

ଆମେ କାହାକୁ ନିର୍ଯ୍ୟାତନା ଦେଲୁ ନାହିଁ, ସମସ୍ତେ ଶାନ୍ତି ରେ ଅଛନ୍ତି ଆଉ ସେ ଗୋଟିଏ ଦିନ ମୋ ଘର କୁ ଆସିଲା ଆମେ ତାକୁ ଏମିତି କଣ ନିର୍ଯ୍ୟାତନା କଲୁ ଯେ ସେ ଘର ରୁ ବାହାରି ଗଲା। ଆମର ସେ ଝିଅ ଦରକାର ନାହିଁ ମୋ ପୁଅ ଓଲା ବୋଲି ସେ ତାକୁ ବାହା ହେଇଥିଲା ଆଉ ଅନ୍ୟ ଟୋକା ଙ୍କ ସହ ରାସଲୀଳା କରିଥାନ୍ତା। ଆମକୁ ନ୍ୟାୟ ଦରକାର ସେ ଝିଅ କୁ ଆମେ ଆଉ ଗ୍ରହଣ କରିବୁ ନାହିଁ ନାଗୁଣି ସେ ନାଗୁଣି। ତେବେ ବଳରାମ ଙ୍କର ମା ର ଏହି ମତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।