
Vastu Tips – ନାଲି ଲଙ୍କା କୁ ଚୁପଚାପ୍ ପୋତିଦିଅନ୍ତୁ ଏହି ଜାଗାରେ ଶତ୍ରୁ ନିଜେ ଆସି ହାତଯୋଡି କ୍ଷମା ମାଗିବ ଗ୍ୟାରେଣ୍ଟି
ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ମନୁଷ୍ୟ ଜୀବନରେ କେହି ନା କେହି ଶୁଭ ଚିନ୍ତକ ରହିଥିବା ବେଳେ ଶତ୍ରୁମାନେ ମଧ୍ୟ ରହିଥାନ୍ତି। ଆଉ ଏହି ଶତ୍ରୁ ମାନେ ବେଳେବେଳେ ଏମିତି ହଇରାଣ କରନ୍ତି। ଏବଂ ଆପଣ ସେଥିରୁ ବାହାରିବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ ମୁକୁଳି ପାରି ନଥାନ୍ତି। ତେବେ ଆପଣଙ୍କ ଶତ୍ରୁ ଘର ବାହାରର ବି ହୋଇ ପାରନ୍ତି ଏବଂ ଶତ୍ରୁ ଘର ଭିତରେ ବି ଥାଇ ପାରନ୍ତି। ଆଉ ଆପଣଙ୍କ ସେମାନଙ୍କ ଠାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବତାଇବୁ ଶତ୍ରୁ ବି ଆପଣଙ୍କର ମିତ୍ର ହୋଇଯିବେ। ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଯାହା କରିବା ଦ୍ୱାରା ଆପଣଙ୍କ ଶତ୍ରୁ ସବୁଦିନ ପାଇଁ ଆପଣଙ୍କ ମିତ୍ର ହୋଇ ରହିବେ।
ତେବେ ଏହି ଉପାୟ କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ ଜିନିଷର ଆବଶ୍ୟକତା ରହିଛି। ତାହା ଆପଣଙ୍କ ରୋଷେଇ ଘରୁ ହିଁ ଆପଣ ପାଇଯିବେ। ସେହି ଜିନିଷଟି ହେଉଛି ଶୁଖିଲା ଲାଲି ଲଙ୍କା। ଏହି ଶୁଖିଲା ଲାଲି ଲଙ୍କାକୁ ନେଇ ଆପଣ ଏକ ଏମିତି ଯାଗାରେ ପୋତି ଦେବେ ଯାହା ଦ୍ଵାରା ଆପଣଙ୍କର ଯେତେେବି ଶତ୍ରୁ ଥିବେ ସବୁ ଶେଷ ହୋଇଯିବେ। ମାନେ ଆପଣଙ୍କ ଶତ୍ରୁନାସ ହୋଇଯିବେ ଏବଂ ଶତ୍ରୁ ମାନେ ନିଜେ ଆସି ଆପଣଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିବେ। ତେବେ ଆସନ୍ତୁ ଜାଣିବା ଏହି ଶୁଖିଲା ଲଙ୍କାର ପ୍ରୟୋଗ କିପରି କରିବେ।
ତେବେ ମଙ୍ଗଳବାର କିମ୍ବା ଶନିବାର ଆପଣ ଏହି ଉପାୟ କରନ୍ତୁ। ଆଉ ଏହି କାମ ଆପଣଙ୍କୁ ରାତିରେ ହିଁ କରିବା ପାଇଁ ପଡିବ। ରାତି ମାନେ ଯେପରି ପୁରା ଅନ୍ଧାର ହୋଇ ଯାଇଥିବ।ମଙ୍ଗଳବାର ହେଉ କିମ୍ବା ଶନିବାର ହେଉ ସେହିଦିନ ରାତି ସମୟରେ ଆପଣଙ୍କ ଘରର ଆଖ ପାଖର କେଉଁଠି ବି ଆପଣ ଏକ ଛୋଟିଆ ଗାତଟିଏ ଖୋଳନ୍ତୁ। ଆଉ ଏହାପରେ ପାଞ୍ଚଟି ଶୁଖିଲା ଲଙ୍କା ନିଅନ୍ତୁ ଲଙ୍କା ଯେମିତି ଭାଙ୍ଗି ନଥିବ ଆଉ ତାର ଡେମ୍ଫ ମଧ୍ୟ ଛିଡା ହୋଇ ନଥିବ। ଏହା ସିଧା ଓ ସୁନ୍ଦର ଯେମିତି ହୋଇଥିବ।
ଏହାପରେ ଆପଣଙ୍କ ଶତ୍ରୁଙ୍କ ନାମ ଲଗାତାର ଉଚ୍ଚାରଣ କରି ସେହି ପାଞ୍ଚଟି ଶୁଖିଲା ଲଙ୍କାକୁ ନେଇ ଖୋଳି ଥିବା ଗାତ ଭିତରେ ପକାଇ ଦେବେ। ଆଉ ଗୋଟିଏ କଥାର ଧ୍ୟାନ ରଖିଥିବେ ଯେମିତି ଆପଣ ଏହି ଉପାୟ କରିବା ସମୟରେ ଆପଣଙ୍କୁ କେହି ବି ନ ଦେଖନ୍ତି। କି ଆପଣ କଣ କରୁଛନ୍ତି ତା ବାବଦରେ ମଧ୍ୟ କେହି ଜାଣିବା ଉଚିତ୍ ହୋଇ ନଥାଏ। ତେଣୁ ଏହା ଆପଣ ସମସ୍ତଂକ ଦୃଷ୍ଟି ଆଢ଼ୁଆଳରେ କରିବା ଉଚିତ୍। ଯାହା ଦ୍ଵାରା ଆପଣଙ୍କ ଶତ୍ରୁ ଆସି ଆପଣଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।