
ଭାରତବର୍ଷରେ ବିରଳ ଘଟଣା !ନାଗ ସାପକୁ କିସ୍ କରିବା ପଡ଼ିଲା ମହଙ୍ଗା… ଆଉ ତାପରେ ଯାହା ହେଲା ଦେଖିଲେ ଆପଣଙ୍କ ଛାତି ଥରିଉଠିବ…
ସାପ ସହ ଖେଳିବା ଯୁବକଙ୍କୁ ପଡ଼ିଲା ମହଙ୍ଗା ବିଷଧର ସାପକୁ କିସ୍ କରୁଥିଲେ ଯୁବକ ଆଉ ସାପ କଲା ଏପରି ଅବସ୍ଥା ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ।ତେବେ ଆଜିର ଦିନରେ ସୋସିଆଲ ମିଡ଼ିଆ ଯୁବପିଢିଙ୍କ ପ୍ରଥମ ପସନ୍ଦ ହୋଇ ପାରିଛି। ସମସ୍ତେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ବେଳେ ବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥାଏ ଏବଂ ଆଶ୍ଚର୍ଯ୍ୟ ବି କରିଥାଏ। ତେବେ ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆପଣ ମାନେ ସାମାଜିକ ଗଣ ମାଧ୍ୟମରେ ସାପକୁ ନେଇ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଇଥିବେ। କିନ୍ତୁ ଏ ଭିଡିଓରେ ଯୁବକ ଯେଉଁ ଅଜବ କାଣ୍ଡ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହଁ ଆଜ୍ଞା ସାପ ହେଉଛି ଭୟଙ୍କର ଓ ବିଷଧର ମଧ୍ୟ ଏକଥା ଜାଣି ମଧ୍ୟ ରହିଛି ବିଷଧର୍ ସାପ ସହିତ ଖେଳ ଖେଳୁଥିଲେ ଯୁବକ। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ତେବେ ଭିଡ଼ିଓଟିକୁ ଭଲ କରି ଦେଖି ନିଅନ୍ତୁ ଭିଡିଓ ଦେଖିବାକୁ ମିଳୁଛି କିଭଳି ଭାବେ ଯୁବକ ଜଣକ ଏକ ବିଷଧର ନାଗ ସାପକୁ କିସ୍ କରୁଛନ୍ତି। ଆଉ ସାପଟି ବୁଲି ପଡ଼ି କିଭଳି ଭାବେ ଯୁବକଙ୍କୁ ଦଂଶନ କରୁଛି। ତେବେ ଏ ଯୁବକ ଜଣକ ହେଉଛନ୍ତି ଜଣେ ସାପ ଧରାଳି। ଆଉ ସେ ସାପକୁ ଉଦ୍ଧାର କରିବା ପରେ କରିଥିଲେ ଏଭଳି କିଛି ଅଜବ କାଣ୍ଡ ଆଉ। ଏଭଳି ଏକ ଭୟଂକର ଚିତ୍ର ଆସିଛି କର୍ଣ୍ଣାଟକରୁ।ଯେଉଁ ଭିଡିଓରେ ଦେଖିବାକୁ ମିଳୁଛି କି ଏହି ଯୁବକ ଜଣକ ସାପକୁ କିସ୍ କରିବା ପାଇଁ ଚେଷ୍ଟା କରୁଥିଲେ। ଆଉ ଏହାପରେ ସାପଟି ରାଗି ଯାଇ ବୁଲିପଡ଼ି ଯୁବକଙ୍କ ଓଠକୁ ହିଁ ଦଂଶନ କରୁଛି।
ତେବେ ସୂଚନା ଅନୁସାରେ ଆଲେଶ ଏବଂ ରୋନି ନାମକ ଦୁଇ ଜଣ ଯୁବକ ସାପଟିକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ଆଉ ସାପଟିକୁ ଉଦ୍ଧାର କରିବା ପରେ ଆଲେଶ ସାପ୍ ସହ ଖେଳିବା ଆରମ୍ଭ କରିଦେଲେ। ଏପରିକି ଏ ବିଷଧର ସାପଟିକୁ କିସ୍ ଦେବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା ଆଉ ଏହି ସମୟରେ ସାପଟି ତାକୁ ଚୋଟ ମାରିଥିଲା। ଏହାପରେ ଆଲେଶ କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା।
ଆଉ ଡ଼ାକ୍ତର ତାଙ୍କର ଚିକିତ୍ସା କରି ଥିଲେ।ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଆଲେଶଙ୍କୁ ଯଦି ଠିକ୍ ସମୟରେ ହସ୍ପିଟାଲ ଅଣା ଯାଇ ନଥିଲା ଏବଂ ତାଙ୍କର ଚିକିତ୍ସା କରା ଯାଇ ନଥାନ୍ତା ତେବେ ଯୁବକ ଜଣକ ଜୀବନ ଚାଲି ଯାଇଥାନ୍ତା। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛ