
Big Breking News – ନବୀନଙ୍କ ପରେ ଅପରାଜିତା…ପୁରା ଖବର ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…
ଗଣତନ୍ତ୍ରର ନିୟମ ଅନୁସାରେ ସାଧରଣ ଜନତାଙ୍କ ସେବା କରିବା ପାଇଁ, ଆମ ମାନଙ୍କ ମଧ୍ୟରୁ ଜଣଙ୍କୁ ରାଜନେତା ହିସାବରେ ବାଛିଥାଉ। ଯେପରି ଘର ଚଳାଇବା ପାଇଁ ଘରେ ଜଣେ ମୁଖ୍ୟ ରହିବା ଆବଶ୍ୟକ ଠିକ ସେହିପରି ଦେଶ ରାଜ୍ୟ ଉପଯୁକ୍ତ ମାର୍ଗରେ ଚଲାଇବା ପାଇଁ ଆମେ ନିଜେ ହିଁ ଭୋଟ ଦେଇ ଏକ ନେତାକୁ ବାଛି ଥାଉ। କିନ୍ତୁ ଆଜି କାଲିର ଯେଉଁ ରାଜନେତା ମାନେ ଭୋଟ ପାଇଁ ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ଶାସନ ଗାଦିରେ ବସବା ପରେ ସେମାନେ ଲୋକମାଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁ ଭୁଲି ଯାଆନ୍ତି। ଆପେ ବଞ୍ଚିଲେ ବାପର ନା, ଭଳି କାର୍ଯ୍ୟ କରୁଛନ୍ତି। କିନ୍ତୁ ସବୁ ରାଜନେତା ମାନେ ଏକା ଭଳିଆ ନଥାନ୍ତି ଏମିତି କିଛି ନେତା ଅଛନ୍ତି। ଯେଉଁ ମାନେ ନିଜର କର୍ମକୁ ଆଗ ଭାବି କାର୍ଯ୍ୟ କରିଥାନ୍ତି।
ତେବେ ଆମ ସମ୍ବିଧାନ ନିୟମ ଅନୁସାରେ, ବିରୋଧୀ ଦଳର ନେତା ରହିଥାନ୍ତି, ଶାସକ ଦଳର କାର୍ଯ୍ୟକଳାପକୁ ତଦାରଖ କରିବା, ଆମ ଓଡ଼ିଶା କଥା ଦେଖନ୍ତୁ, ବିଜୁ ଜନତା ଦଳ ଦୀର୍ଘ 20 ବର୍ଷ ଧରି ସାରା ଓଡ଼ିଶାରେ ଶାସନ କରୁଛି। ବାରମ୍ବାର ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଜିତେଇ ଆସୁଛନ୍ତି। ଦିନ ଥିଲା କଂଗ୍ରେସ ଶାସନ କରୁଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଏକ ଦୃଡ଼ ବିରୋଧୀ ଦଳ ଭାବରେ ଠିଆ ହେବା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନାହିଁ ।
ବର୍ତ୍ତମାନ ସମୟରେ କେନ୍ଦ୍ରର ଶାସନ କରୁଥିବା, ବିଜେପି ଓଡ଼ିଶାରେ ନିଜର ଏକ ସୁଦୃଢ଼ ଦଳ ଭାବରେ ଠିଆ ହୋଇ ପାରିଛି । ଅପରାଜିତା ଷଡ଼ଙ୍ଗୀ ମଧ୍ୟ ବିଜେପି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, କହିଲେ କିଛି ଭୂଲ ହେବ ନାହିଁ । ତେବେ ଆପଣ ମାନେ ଜାଣିଥିବେ ଏମଆଇଟି ବିଶ୍ବବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା । ଆଉ ଏବେ ଏହି ଉପାଧିକୁ ନେଇ ବଡ ଖବର ମିଳିଛି ୟେ ବିଜେପି ସାସଂଦ ତଥା ଅପରାଜିତା ଷଡଙ୍ଗିଙ୍କୁ ଏହି ଉପାଧି ଦିଆଯିବ । ଏହି ଉପାଧି ନବୀନ ପଟ୍ଟନାୟକଙ୍କୁ 2018 ମସିହାରେ ସମ୍ମାନି୍ତ କରାଯାଇଥିଲା ।
ପ୍ରାୟ ୫୪ ହଜାର ଛାତ୍ରଛାତ୍ରୀ ଙ୍କୁ ନେଇ ଚାଲିଥିବା ଏହି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଚୟନ କରିବା ପରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ବିଜେଡି ସିବିର ରେ ଏହାକୁ ନେଇ ଚର୍ଚ୍ଚା ଜୋନ ଧରିଛି। ଦଳର ନେତା ଏହାକୁ ସହଜରେ ହଜମ କରି ପାରୁନାହାନ୍ତି। ଏହା ନେଇ ସମସ୍ତ ଦଳୀୟ କର୍ମୀ ଙ୍କ ମଧ୍ୟରେ ଏକ ପ୍ରକାର ସମାଲୋଚନା ମଧ୍ୟ ହୋଇଛି ।ବର୍ତ୍ତମାନ ସବୁଠାରେ ଏହି ବିଷୟରେ ଚର୍ଚ୍ଚା କରାଯାଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ବହୁତ ପ୍ରଶଂସା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।