ସବୁ ସମୟ ଖବର ସାଥିରେ

ନମିତାଙ୍କ ହାତ ତିଆରି ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ…ଆଶ୍ଚର୍ଯ୍ୟ ଲାଗିଲେ କଥାଟି ସତ … ଜଗନ୍ନାଥ ଙ୍କୁ ବିଶ୍ୱାସ କରୁଥିଲେ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

0 83

ବେଳେବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିବା ମାତ୍ରେ ବିଶ୍ୱାସ କରିବା ଅସମ୍ଭବ। କିନ୍ତୁ ଏବେ ସାମ୍ନାକୁ ଆସିଛି ଏମିତି ଏକ ଖବର ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଭାବ ବିହ୍ୱଳ ଏବଂ ଆଶ୍ଚର୍ଯ୍ୟ।ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।ଏହା ସମସ୍ତଙ୍କୁ ଡରାଇବା ଭଳି ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ।

ଆଶ୍ଚର୍ଯ୍ୟ କର ଏହି ଘଟଣା କେବଳ ଆପଣଙ୍କୁ ନୁହେଁ ସମସ୍ତଙ୍କୁ ସ୍ତବ୍ଦ କରି ଦେଇଛି। ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବହୁତ୍ ମାତ୍ରା ରେ ସେୟାର ଓ ପୋଷ୍ଟ ହେବାରେ ଲାଗିଛି। କୁହାଯାଇଥାଏ ଭଗବାନ କେତେବେଳେ କାହାକୁ କେଉଁ ରୂପରେ ଦେଖାଦେବେ ଏବଂ କାହା ପାଖକୁ ଆସିବେ ତାହା କହିହେବ ନାହିଁ।

ଭକ୍ତର ଭକ୍ତି ଆଗରେ ଭଗବାନ ହାର ମାନନ୍ତି ଯାହା ଆପଣ ଶୁଣିଥିବେ କିନ୍ତୁ ଏହି ଘଟଣାଟି ଏବେ ସତ ଘଟିଛି। ଏବେ ରୁଟି ରେ ଦେଖା ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଆଉ ଯାହାକୁ ଦେଖି ଭାବ ବିହ୍ୱଳ ହୋଇ ପଡିଛନ୍ତି ଘର ଲୋକେ ଏବଂ ସମସ୍ତ ଗ୍ରାମବାସୀ। ଆଉ ଏହି ରୁଟି କୁ ପୂଜା ବି କରୁଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଉପକଣ୍ଠ ମୋରଡା ବ୍ଲକ୍ ର କୋହି ଗ୍ରାମରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି। କୋହୀ ଗ୍ରାମର ସିତୁକାନ୍ତ ବେହେରା ଙ୍କ ବୋହୂ ଗତକାଲି ରାତିରେ ରୁଟି ତିଆରି କରୁଥିଲେ। ରୁଟି ତିଆରି କରିବା ପରେ ସେ ଏହି ରୁଟି କୁ ତାଙ୍କ ସ୍ୱାମୀଙ୍କୁ ଖାଇବାକୁ ଦେବା ସମୟରେ ତାଙ୍କ ସ୍ବାମୀ ଦେଖିଥିଲେ ଜଗନ୍ନାଥ ଙ୍କ ଛବି ଏହି ରୁଟିରେ ରହିଛି।

ଜଗନ୍ନାଥ ଙ୍କ ସେହି ଛବିରେ କୃଷ୍ଣଙ୍କ ନଜର ସତେ ଯେମିତି ଲାଖି ରହିଥିଲା। ଆଖି ଓଦା ହୋଇ ଯାଇଥିଲା ଆଉ ମନ ଭାବ ବିହ୍ୱଳ ହୋଇ ଯାଇଥିଲା।ସେ ସଂଗେସଂଗେ ତାଙ୍କ ପରିବାରକୁ ଜଣାଇଥିଲେ ଏହି ଦିବ୍ୟ ଘଟଣା ବିଷୟରେ। ତେବେ ସେହି ଜଗନ୍ନାଥ ଙ୍କ ଛବି ଥିବା ଏହି ରୁଟି ଟିକୁ ଏବେ ପୂଜା କରୁଛନ୍ତି ନମିତା ଏବଂ ସମସ୍ତ ଗ୍ରାମବାସୀ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।