ସବୁ ସମୟ ଖବର ସାଥିରେ

Exclusive Interview – ମୁଁ ଅନୁଭବକୁ ବାହାହେବି ଆମେ ଏହି ଜାଗାରେ ହନିମୁନ କରିବା… ଏ ନେଇ କଣ କହୁଛନ୍ତି ରାଣୀ ପଣ୍ଡା, ଦେଖନ୍ତୁ Video

0 5

ଦର୍ଶକ ବନ୍ଧୁ ଏହି ସୋସିଆଲ ମିଡିଆରେ ଯୁଗରେ ଆମେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଦେଖିବାକୁ ପାଇଥାଉ | ତେବେ ସେହି ଭିଡ଼ିଓ କେତେବେଳେ କିଛି ଛୋଟ ବାଳକ ରେ ହେଇଥାଏ ତୋ ପୁଣି କେତେବେଳେ ନେତା ମନ୍ତ୍ରୀ ଙ୍କର ଓ ବା ଫ୍ଲିମ ତାରକା ଙ୍କର | ତେବେ ଏହି ସବୁ ଭିଡ଼ିଓ ଦେଖିସାରିବା ପରେ ଆମ କେତେବେଳେ ଖୁସି ଦେଇଥାଏ ତୋ ପୁଣି କେତେବେଳେ ଦୁଃଖ | ହେଲେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଯେ ଯାହା ପୁରା ଓଡିଶା ବାସୀଙ୍କୁ ଆଚମ୍ବିତ କରିଦେଇଛି ବୋଲି କୁହାଯାଇଛି | ଆଉ ତାହା ହେଉଛି ଅନୁଭବ ଙ୍କୁ ନେଇ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି କିଛି କଥା |ତାହାଲେ ଆସନ୍ତୁ ଜାଣିବା ଏବେ ଭାଇରାଲ ହେଉଥିବା ସେହି ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା |

ମିଳିଥିବା ସୂଚନା ଅନୁଯାୟୀ ସବୁବେଳେ ଓଡିଶାରେ ନିଜର କଥା ରେ ନିଜର ପ୍ରଶଂସକ ଆଗରେ ବିବାଦରେ ରହୁଥିବା ବିବାଦୀୟ ଅଭିନେତ୍ରୀ ତଥା ଯାତ୍ରା ଜଗତର ଆଇଟମ କୁଇନ ରାଣୀ ପଣ୍ଡା ଏବେ ପୁଣି ଥରେ ଚର୍ଚ୍ଚା ରେ ଥିବା କୁହାଯାଇଛି | ତେବେ ଏବେ ସେ କୌଣସି ଯାତ୍ରା ପାଇଁ ନୁହେଁ କି କୌଣସି ଅଭିନୟ ପାଇଁ ନୁହେଁ ଏବେ ସେ ନିଜର ବିବାହ ପାଇଁ ବିବାଦରେ ଥିବା କୁହାଯାଇଛି | ଏବେ ସେ କେନ୍ଦ୍ରାପଡ଼ା ସାଂସଦ ତଥା ଓଡିଶା ଫ୍ଲିମ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତା ଅନୁଭବ ମହାନ୍ତି ଙ୍କୁ ବିବାହ କରିବେ ବୋଲି ଏକ ସାକ୍ଷାତକାର ଚ୍ୟାନେଲ କୁ କହିଛନ୍ତି |

ଯେମିତିକି ଆପଣ ମାନେ ଜାଣିଛନ୍ତି ରାଣୀ ପଣ୍ଡା କିଛି କହିବାରେ ବା କିଛି କରିବାରେ କେବେ କାହାକୁ ଡରନ୍ତି ନାହିଁ | ସେ ତାଙ୍କର ମନ୍ତ୍ୟବ୍ୟ ରେ କହିଛନ୍ତି ଯେ ଯଦି ଅନୁଭବ ବର୍ଷାଙ୍କୁ ଡାଇଭର୍ସ ଦିୟନ୍ତି ତାହାଲେ ମୁ ତାଙ୍କୁ ବିବାହ କରିବି | ଏକଥା ଶୁଣି ହୁଏତ କାହାକୁ ଖରାପ ଲାଗିପାରେ ହେଲେ ମୁ କାହାକୁ ଡରେନି ବୋଲି କହିଛନ୍ତି ରାଣୀ | ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ ବର୍ଷା ଅନୁଭବ ଙ୍କୁ ବହୁତ କଷ୍ଟ ଦେଲାଣି ଓ ବହୁତ ହନ୍ତସନ୍ତ ମଧ୍ୟ କରିସାରିଛି | ମୋ ପାଖରେ ସମସ୍ତ ପ୍ରମାଣ ଅଛି ରାଣୀ ପଣ୍ଡା କିଛି ନ ଜାଣି କାହା ବିଷୟରେ କିଛି କୁହେନି ତେଣୁ ମୋ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ରାଣୀ ପଣ୍ଡା କହିଛନ୍ତି |

ତେଣୁ ମୁ ଯଦି ଗୁମର ଖୋଲିବି ତାହାଲେ ବର୍ଷା ଆତ୍ମହତ୍ୟା କରିଦେବ ବୋଲି କହିଛନ୍ତି ରାଣୀ | ଆଉ ତାହା ସହିତ ଅନୁଭବ ଯଦି ଚାହିଁବେ ତୋ ରାଣୀ ବିବାହ କରିବା ପାଇଁ ତାଙ୍କୁ ରାଜି ବୋଲି ମଧ୍ୟ କହିଛନ୍ତି |ଆଉ ଯେଉଁ ମାନଙ୍କୁ ରାଣୀ ପଣ୍ଡା ଙ୍କ କଥା ଖରାପ ଲାଗୁଛି ସେମାନେ ଯାଇ ଅନୁଭବ ଆଉ ବର୍ଷା ଙ୍କର ଘର କୁ ବସାନ୍ତୁ ବୋଲି ମଧ୍ୟ କହିଛନ୍ତି ରାଣୀ ପଣ୍ଡା | ଆଉ ତାଙ୍କର କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।