ସବୁ ସମୟ ଖବର ସାଥିରେ

ମୋତେ ଦେଖେଇବା ପାଇଁ ଭଲ ଲାଗେ ! ମୁଁ ଓଡ଼ିଶାର ସନ୍ନି ଲିଓନି ହେବି , ଓଡ଼ିଶାର ନାଁ ରଖିବି‌ !… ଏନେଇ କଣ କହୁଛନ୍ତି ଦେଖନ୍ତୁ Video

0 5

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ କିଛି ଦିନ ହେବ ବେଶ ଚର୍ଚ୍ଚାରେ ଥିବା ଓଡିଶା ର ସନି ଲିଅନି 2 ଭାବରେ ପରିଚୟ ସୃଷ୍ଟି କରିଥିବା ମଡେଲର ନିଶା ଙ୍କୁ ଭଲ ଭାବରେ ଜାଣିଥିଲେ | ତେବେ କିଛି ଦିନ ହେବ ନିଶା ଙ୍କର କଥା ବାର୍ତ୍ତା ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ବୋଲି ମଧ୍ୟ କୁହାଯାଉଛି | ଆଉ ନିଶା ଙ୍କ କହିବା କଥା କି ତାଙ୍କୁ ଦେଖାଇବାକୁ ଭଲ ଲାଗେ ତେଣୁ ସେ ଦେଖାଇବେ ଏହାକୁ କେହି ବାଧା ଦେଇ ପାରିବେ ନାହିଁ, ଆଉ ମୁମ୍ବାଇ ଗଲେ ଓଡିଶା ର ଲୋକ ମାନେ ବେଶ ଭଲ ଭାବରେ ସବୁକିଛି ବୁଝି ପାରିବେ ବୋଲି ମଧ୍ୟ କହିବାକୁ ଲାଗିଛନ୍ତି | ତାହେଲବ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ କଣ କହିଛନ୍ତି ନିଶା ମହାରଣା ସେ ବିଷୟରେ ଜାଣିବା |

ତେବେ ନିଶା ମହାରଣା ଙ୍କ କହିବା କଥା କି ସେ ହେଉଛନ୍ତି ଜଣେ ବୋଲଡ ମଡେଲର | ଆଉ ସେ ଏମିତି କାମ ସବୁ କରିବେ ତାଙ୍କୁ କେହି ବି ବାଧା ଦେଇ ପାରିବେ ନାହିଁ ବୋଲି ମଧ୍ୟ ପ୍ରକାଶ କରିକି କହିଛନ୍ତି ନିଶା | ଆଉ ସେ ଏହି ସବୁ କାହା ପାଖରୁ କପି କରି ନାହାନ୍ତି ବୋଲି ମଧ୍ୟ କହିବାକୁ ଲାଗିଛନ୍ତି | ତାଙ୍କର କହିବା କଥା କି ପିଲା ଦିନ ରୁ ତାଙ୍କର ଗୋଟିଏ ଇଚ୍ଛା ଥିଲା କି ସେ ଏମିତି କିଛି ହେଇକି ଦେଖାଇବେ ଯାହା ପାଇଁ ସମସ୍ତଙ୍କ ପାଖରେ ପ୍ରସଂଶା ସାଉଁଟିବେ ଆଉ ଓଡିଶା କୁ ସମସ୍ତଙ୍କ ସାମ୍ନା ରେ ପରିଚିତ କରାଇବେ |

ତେବେ ସେ ସନି ଲିଅନି ଙ୍କର ବହୁତ ବଡ଼ ଫ୍ରେଣ୍ଡ ଆଉ ଓଡିଶା ରେ ସନି ଲିଅନି 2 ହୋଇ ବାହାରିବେ | ନିଶା କହିଛନ୍ତି କି ତାଙ୍କୁ ଦେଖାଇବାକୁ ଭଲ ଲାଗେ ତେଣୁ ସେ ଦେଖାଉଛନ୍ତି ଆଉ ତାଙ୍କୁ ଏହି କଥା ରେ କେହି ବି ବାଧା ଦେଇ ପାରିବେ ନାହିଁ | ତେବେ ସେ ପୁଅ ଙ୍କ ସହିତ ସୋଇନି କି ବ୍ଲୁ ପିକ୍ଚର ବନାଇନି ବୋଲି ମାଶ୍ୟ କହିଛନ୍ତି ନିଶା ମହାରଣା ଗଣ ମାଧ୍ୟମ ଆଗରେ |

ନିଶା ଙ୍କ କହିବା କଥା କି ମୁମ୍ବାଇ ଗଲେ ସେମାନେ ଜାଣି ପାରିବେ କି କେଉଁ ଭଳି ଭାବରେ ରାସ୍ତା ଉପରେ ରାତିରେ ଚଡ଼ି ପିନ୍ଧି ଝିଅ ମାନେ ବୁଲୁଥିବେ ରାସ୍ତାରେ | ଆଉ ଓଡିଶା ର ଲୋକ ମାନେ ସେ ସବୁ ଜାଣି ନାହାନ୍ତି ବୋଲି ଏହି ଭଳି ବିଭିନ୍ନ କଥା କହିବାକୁ ଲାଗିଛନ୍ତି ନିଶା ମହାରଣା | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।