ସବୁ ସମୟ ଖବର ସାଥିରେ

ମୋର କେବଳ ସ୍ୱାମୀ ନୁହେଁ ଦେହର ସୁଖ ଦରକାର… ଦେଖନ୍ତୁ ଭାଇରାଲ Video

0 59

ବର୍ତ୍ତମାନ ସମୟରେ ସୋସିଆଲ ମେଡିଆରେ ଲଭ ଆଉ ଧୋକା କୁ ଯେଉଁ ସବୁ ଘଟଣା ଗୁଡିକ ଦେଖା ଯାଉଚି ତାହା ଦୁନିଆରେ ସେହି ସବୁ କାମ କରିବାକୁ ପ୍ରେରଣା ଦେଇ ଚାଲୁଚି ।ତେବେ ଆପଣ ଦେଖି ପାରୁଥିବେ ଦିନକୁ ଦିନ ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ନେଇ ବିଭିନ୍ନ ବିବାଦ ଗୁଡିକ ଦେଖିବାକୁ ମିଳୁଛି ।

ନିଜେ ବିବାହିତ ହେଇ ବି ଆଉ କାହା ସହ ଲୁଚେଇ ଅନୈତିକ ସମ୍ପର୍କରେ ରହୁଛନ୍ତି ଆଉ ପରେ ସେକଥା ପଦାରେ ପଡିଲେ ଦୁନିଆ ବୋବାଲ ହେଉଛି ।ଯେମିତି ଜଣେ ମହିଳା ଜଣେ ବ୍ୟକ୍ତିଙ୍କୁ ଭଲପାଇ ବିବାହ କରିବା ପରେ ବି ଜାଣି ନଥିଲେ ସେ ପୂର୍ବରୁ ବିବାହିତ ବୋଲି ଆଉ ଏବେ ପ୍ରତାରଣା ଓ ଧୋକାର ଶିକାର ହେଇଛନ୍ତି ।

ଆମ ସମାଜରେ ବିବାହରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ଆଉ ଶାସ୍ତ୍ର ଅନୁସାରେ ଏକ ପତ୍ନୀ ଓ ଏକ ପତି ଧାରଣ କରିବାର ନିୟମ ରହିଛି ।କିନ୍ତୁ ଏହାର ମହତ୍ତ୍ଵ ଏବେ ଉଠିଗଲାଣି ବର୍ଷ ବର୍ଷ ଭଲପାଇବା ଓ ବିବାହ ପରେ ବି ପୁରୁଷ ଅନ୍ୟ କାହା ପ୍ରେମରେ ପଡୁଛି ତ ପୁଣି ସ୍ତ୍ରୀ ଆଉ କାହା ସହ ସଂସାର କରୁଛି ।ତେବେ ପ୍ରେମ ପ୍ରତାରଣା ଓ ଧୋକା ଦେବା ଆଜିର ଏକ ମୁଖ୍ୟ ବିଷୟ ପାଲଟି ଯାଇଛି ଯେତେବେଳେ ବି ସୋସିଆଲ ମେଡିଆ ପେଜ ଖୋଲବର ମାଲ ଦେଖିବାକୁ ମିଳିଛି ଏହି ସବୁ ଘଟଣା ଗୁଡିକ ।ସେହିପରି ଜଣେ ମହିଳା କେମିତି ଧୋକାର ଶିକାର ହେଇଛନ୍ତି ଦେଖନ୍ତୁ ।

ଆପଣ ଏହି ଭିଡ଼ିଓରେ ଦେଖି ପାରୁଥିବେ ଜଣେ ମହିଳା ଯିଏ ନିଜ ସହିତ ହେଇଥିବା ପ୍ରତାରଣା କଥା କହୁଛନ୍ତି ।ତେବେ ସେ କଣ କହୁଛନ୍ତି ଶୁଣନ୍ତୁ, ତାଙ୍କ ନା ସଂଯୁକ୍ତା ସେ ଦୀର୍ଘ ଚାରିବର୍ଷ ହେଲା ଜଣେ ଯୁବକୁ ଭଲପାଉଥିଲେ ଆଉ ପରେ ସେହି ଯୁବକ ସହିତ ମନ୍ଦିରରେ ବିବାହ ବି କରିଥିଲେ ।ଆଉ ଉଭୟ ସାଙ୍ଗରେ ବି ରହୁଥିଲେ କିନ୍ତୁ ପରେ ସେ ଜାଣିବାକୁ ପାଇଛନ୍ତି କି ସେହି ଯୁବକ ଜଣଙ୍କ ଆଗରୁ ବିବାହିତ ଓ ତାଙ୍କର ପିଲାଟିଏ ବି ଅଛି ।ଆଉ ସେହି ଯୁବକ ଏବେ ତାଙ୍କ ସହ ରହିବେ ନାହିଁ ବି ଜଣାଇଛନ୍ତି ଆଉ ତାପରେ ଯୁବତୀ ଜଣଙ୍କ ସବୁଆଡୁ ନିରାଶ ହୃ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ନ୍ୟାୟ ପାଇବା ପାଇଁ ।

ତେବେ ଯୁବତୀଙ୍କ କହିବା ଅନୁସାରେ ଯୁବକ ଜଣଙ୍କ ବାଲେଶ୍ଵର ଜିଲ୍ଲାରେ ।ଆଉ ଯୁବତୀ ଚାହାନ୍ତି କି ସେ ଯେମିତି ତାଙ୍କ ପ୍ରଥମ ସ୍ତ୍ରୀକୁ ପାଖରେ ରଖି ସବୁକଥା ତାଙ୍କର ବୁଝୁଛନ୍ତି ତାଙ୍କ ଦାୟିତ୍ୱ ବି ସେ ବହନ କରନ୍ତୁ ଆଉ ତାଙ୍କୁ ନିଜ ପାଖରେ ରଖନ୍ତୁ ।ହେଲେ ଏବେ ଯାଏ ବି ଏହାର କିଛି ନିଷ୍ପତ୍ତି ହେଇନାହିଁ କିନ୍ତୁ ମହିଳା ନ୍ୟାୟ ଅପେକ୍ଷା ରେ ଥାନାରେ ରହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।