
ମଡର୍ଣ୍ଣ ଯୁଗର ଯୁଗର ଷଡ଼ର୍ଣ୍ଣ ଛୁଆ xpress ଟ୍ୟାଲେଣ୍ଟେଡ !ଏହି କୁନି ପିଲାଟି ପୋଲିସ ବାବୁଙ୍କ ସହ ଵିଚରାସ୍ତାରେ ଏମିତି କାଣ୍ଡ କଲା ଯାହା , ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…
ଆଜିର ଦିନରେ ସୋସିଆଲ ମିଡ଼ିଆ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି। ସୋସିଆଲ ମିଡିଆରେ ମାଧ୍ୟମରେ ଦେଶ ବିଦେଶରେ ଟିକିନିଖି ଖବର ଅତି ସହଜରେ ଆମେ ଜାଣି ପାରୁଛୁ। ସୋସିଆଲ ମିଡିଆରେ ମାଧ୍ଯମରେ ଲୋକେ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରି ପାରୁଛନ୍ତି।ଅନେକ ଲୋକ ଏମିତି ରହିଥାନ୍ତି ଯେଉଁ ମାନଙ୍କ ଭିତରେ ପ୍ରତିଭା ଭରି ହୋଇ ରହିଥାଏ। କିନ୍ତୁ ସେମାନଙ୍କୁ ସଠିକ ସୁଯୋଗ ନ ମିଳିବାରୁ ସେମାନଙ୍କ ପ୍ରତିଭା ସବୁ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହି ଯାଉଛି। କିନ୍ତୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସେହି ସବୁ ଲୁଚି ରହିଥିବା ପ୍ରତିଭା ଗୁଡ଼ିକ ଲୋକ ଲୋଚନ କୁ ଆସି ପାରୁଛି। ଯାହା ଦ୍ଵାରା ଆମେ ସେଇ ସବୁ ପ୍ରତିଭା ବାବଦରେ ଜାଣି ପାରୁଛୁ।
ତେବେ ବର୍ତ୍ତମାନ ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଖୁବ୍ ଖୁସି ହେବେ। ଏହି ଭିଡ଼ିଓକୁ ଥରେ ଭଲ ଭାବରେ ଦେଖି ନିଅନ୍ତୁ। ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ଛୋଟ ପିଲା ର ଅତି ଚମତ୍କାର ପ୍ରତିଭା ଦେଖିବା ପାଇଁ ମିଳୁଛି। ପିଲାଟି ଏମ.ପି ର ଜଣେ ପୋଲିସ କର୍ମଚାରୀଙ୍କ ଆଗରେ ଖୁବ୍ ସୁନ୍ଦର୍ ଅଭିନୟ କରି ଶିବଙ୍କ ଏକ ଭଜନ ଗାଉଛି। ପୋଲିସ କର୍ମଚାରୀ ଜଣକ ମଧ୍ୟ ଏହି ଛୋଟିଆ ବାଳକକୁ ଉତ୍ସାହିତ କରୁଛନ୍ତି। ପିଲାଟି ଖୁବ୍ ସାହସର ସହିତ ପୋଲିସ କର୍ମଚାରୀ ଙ୍କ ଆଗରେ ଅଭିନୟ କରି ଦେଖାଉଛି। ତେବେ ଏହି ପୋଲିସ କର୍ମଚାରୀ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ର ଖୁବ୍ ଜଣାଶୁଣା ପୋଲିସ କର୍ମଚାରୀ ଏସାଇ ବିଡି ଦ୍ବିବେଦୀ।
ତେବେ ଏହି କୁନି ବଳକଟି ପାଖରେ ଯେଉଁ ପ୍ରତିଭା ଲୁଚି ରହିଚି ତାହା ତାହା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି। ଆଉ ଏସାଇ ବିଡି ଦ୍ବିବେଦୀ ଯେଉଁ ଭଳି ଭାବରେ ମଧ୍ୟ ଏହି କୁନି ବାଳକଟିକୁ ଉତ୍ସାହିତ କରୁଛନ୍ତି ତାହାକୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି। ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହିତ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ରଖୁଛନ୍ତି କେହି କେହି କହୁଛନ୍ତି କେ ଏହି ପିଲାଟି ପାଖରେ ଯେଉଁ ପ୍ରତିଭା ଭରି ରହିଛି ତାକୁ ଯଦି ସଠିକ ପ୍ରଶିକ୍ଷଣ ଦିଆଯାଏ ତେବେ ସେ ବହୁତ୍ ଆଗକୁ ଯାଇ ପାରିବ।
ଆଉ କେହି କେହି କହିଛନ୍ତି ଏଭଳି ପୋଲିସ କର୍ମଚାରୀ ଆମ ଦେଶର ଗୌରବ ଅଟନ୍ତି। ତେବେ ଭିଡିଓଟି ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛି। ଆପଣ ମଧ୍ୟ ଏହି ଭିଡିଓକୁ ଦେଖନ୍ତୁ ଆଶା କରୁଛୁ ଆପଣ ଏହି ଭିଡିଓ ଖୁବ୍ ପସନ୍ଦ ଆସିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।