
ମୋଦି ସରକାରଙ୍କ ବଡ ଘୋଷଣା : ସୁକନ୍ୟା ସମୃଦ୍ଧି ଯୋଜନାରେ ଆସିଲା ଏହି ନୂଆଁ ନିୟମ…ପଇସା ରଖୁଥିଲେ ଦେଖନ୍ତୁ ସମ୍ପୂର୍ଣ ଖବର…
ସୁକନ୍ୟା ସମୃଦ୍ଧି ଯୋଜନା। ଝିଅ ମାନଙ୍କ ପାଇଁ ଭାରତ ସରକାର ପକ୍ଷରୁ କରା ଯାଇଥିବା ଏହି ଯୋଜନା ବେଶ୍ ଲୋକପ୍ରିୟ। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଏହି ସୁକନ୍ୟା ସମୃଦ୍ଧି ଯୋଜନାରେ କିଛି ନିର୍ଦ୍ଦେଶାବଳୀ ରେ କିଛିଟା ପରିବର୍ତ୍ତନ କରା ଯାଇଛି ଯାହା ଜାଣିବା ହୁଏତ ସମସ୍ତଂକ ପାଇଁ ଜାଣିବା ଆବଶ୍ୟକ। କାରଣ ଝିଅ ମାନଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ବହୁତ ବଡ଼ ଖୁସି ଖବର ସ କନ୍ୟା ସମୃଦ୍ଧି ଯୋଜନା କୁ ନେଇ ସରକାର ଜାରି କରିଛନ୍ତି କଡା ନିୟମ ଏବେ ସୁକନ୍ୟା ସମୃଦ୍ଧି ଯୋଜନା ରେ ଲାଗୁ ହେବାକୁ ଯାଉଛି ଏହି ନିୟମ। ତେବେ କଣ ରହିଛି ସେହି ନିୟମ ଆସନ୍ତୁ ଜାଣିବା।
ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା।ତେବେ ଆପଣଙ୍କର ଯଦି ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିଛନ୍ତି ଆପଣ ଏହାର ଫାଇଦା ଉଠାଇ ପାରିବେ। ଯେଉଁଠି ଆପଣ ଆପଣଙ୍କ ଝିଅ ମାନଙ୍କ ପାଇଁ ନେଇ ପାରିବେ ଏକ ବହୁତ ବଡ଼ ସୁବିଧା ସଠିକ ସମୟରେ ପାଇ ପାରିବେ ଏହାର ଡବଲ ଫାଇଦା ତେବେ ସୁକନ୍ୟା ଯୋଜନା ରେ ଲାଗୁ ହୋଇଛି ନୂଆ ନିୟମ ସଠିକ ସମୟରେ ଉଠାଇ ପାରିବେ ଜମା ଟଙ୍କା ଝିଅ ବାହାଘର ପାଇଁ ହେଉ କି ଶିକ୍ଷା ପାଇଁ ହେଉ ଉଠାଇ ପାରିବେ।
ତେବେ ଏହି ଆକାଉଣ୍ଟରେ ୨୧ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିଥାଏ ।ମୁଖ୍ୟତଃ ଏଥିରେ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ ପରେ ୬ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା ନ କରି ଏକାଉଣ୍ଟ ଖାଲି ରଖିଲେ କିଛି ଅସୁବିଧା ନାହିଁ।ସୁକନ୍ୟା ସମୃଦ୍ଧି ଯୋଜନା ରେ ଯେତେବେଳେ ଆପଣ ଟଙ୍କା ଉଠାଇବା ପାଇଁ ହେଲେ ଆପଣଙ୍କ ଝିଅର ବୟସ ୧୮ ବର୍ଷ ହୋଇଥିବ ଆବଶ୍ୟକ। ଏହି ସମୟରେ ଆପଣ ଝିଅ ବାହାଘର ପାଇଁ ୫୦ ଶତକଡା ସୁଦ୍ଧ ହାରରେ ରେ ଟଙ୍କା ଉଠାଇ ପାରିବେ ବାହାଘର ୩ ମାସ ପୂର୍ବରୁ ବା ମଧ୍ୟରେ ଉଠାଇ ପାରିବେ। ତେବେ ଆପଣଙ୍କ ଝିଅକୁ ଯେତେବେଳେ ୨୧ ବର୍ଷ ପୁରିଯିବ ଆପଣଙ୍କୁ ପୁରା ଟଙ୍କାର ଜମା ରାଶି ମିଳି ପାରିବ।
ତେବେ ଆପଣ ଯଦି ଆପଣଙ୍କ ଝିଅକୁ ଉଚ୍ଚଶିକ୍ଷା ପାଇଁ ପଠାଇବାକୁ ଚାହୁଁଛନ୍ତି ତେବେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ। ଆପଣ ଉଚ୍ଚଶିକ୍ଷା ପାଇଁ ଦଶମ ପରେ ଜମା ଟଙ୍କାର ୫୦% ଉଠାଇ ପାରିବେ। ଏହି ସବୁ ସୁବିଧା ର ଲାଭ ଆପଣ ୧୮ ବର୍ଷ ପରେ ଉଠାଇ ପାରିବେ।ଟଙ୍କା କିସ୍ତି ଅନୁସାରେ କିମ୍ବା ଏକାଥର ଉଠାଇ ପାରିବେ କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ପଇସା ଉଠାଇ ପାରିବେ ତେବେ ଟଙ୍କା ଉଠାଇବା ପାଇଁ ଝିଅର ପରିଚୟ ପତ୍ର ସହିତ ଶିକ୍ଷା ସାର୍ଟିଫିକେଟ ଦେବାକୁ ପଡିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।