ସବୁ ସମୟ ଖବର ସାଥିରେ

ଦେଖନ୍ତୁ viral ଭିଡିଓ – ମୋ ସ୍ୱାମୀ ଦିନରେ ପୁଅ ରାତିରେ ଝିଅ । ମତେ ନ୍ୟାୟ ଦିଅ ,ଏନେଇ ମହିଳା ଜଣକ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ….

0 8

ଅନେକ ସୁନେଲି ସ୍ଵପ୍ନର ଆଶା ନେଇ ସ୍ବାମୀ ହାତ ଧରିଥିଲି। ଘର ସଂସାର କରି ସ୍ବାମୀ ସହିତ ଶେଷ ଜୀବନ ବିତାଇବା ବୋଲି ସ୍ବପ୍ନ ଦେଖିଥିଲି କିନ୍ତୁ ମୋର ସବୁ ସ୍ବପ୍ନ ଅଧାରେ ରହିଗଲା। ଯେତେବେଳେ ମୁଁ ଜାଣିବାକୁ ପାଇଲା ମୋ ସ୍ୱାମୀର ଅସଲ ପରିଚୟ ସେତେବେଳେ ମୋ ପାଦ ତଳୁ ମାଟି ଖସି ଗଲା।ମୋ ସ୍ବାମୀ ଜଣେ ଝିଅ।ମୋ ସ୍ୱାମୀ ଦିନରେ ଝିଅ ରାତିରେ ପୁଅ। ବହୁତ୍ ଚେଷ୍ଟା କଲି ମୋ ସ୍ବାମୀଙ୍କୁ ପରିବର୍ତ୍ତନ କରିବା ପାଇଁ କିନ୍ତୁ ପାରିଲିନି କାରଣ ମୋ ସ୍ଵାମୀ ଦେହ ବେପାର କରୁଛନ୍ତି। ହଁ ଆଜ୍ଞା ସ୍ବାମୀ ନା ରେ ସ୍ତ୍ରୀ ଆଣିଲେ ଏଭଳି ଏକ ସାଙ୍ଘାତିକ ଅଭିଯୋଗ।
ସ୍ତ୍ରୀଙ୍କ କହିବା ଅନୁଯାୟୀ ବିବାହ ସମୟରେ ପ୍ରସ୍ତାବ ଦେଇ କୁହା ଯାଇଥିଲା କି ପୁଅ ସୁରଟରେ ଏକ ଉଚ୍ଚ ବେତନ ପାଉଥିବା ଏକ ଇଂଜିନିୟର।କିନ୍ତୁ ବିବାହର କିଛି ମାସ ପରେ ସ୍ତ୍ରୀ ଜାଣିବାକୁ ପାଇଲା ତା ସ୍ବାମୀ ଜଣେ ସମଲିଙ୍ଗି। ଆଉ ତା ସ୍ବାମୀ ଗୋଟିଏ ସେକ୍ସ ରାକେଟ୍ ସହିତ ସଂପୃକ୍ତ। ଆଉ ସେ ଦିନରେ ପୁରୁଷ ରାତିରେ ଯୁବତୀ। ଆଉ ଏସବୁ ଜାଣିବା ପରେ ସ୍ତ୍ରୀର ହୋସ ଉଡିଗଲା ଯାହାକୁ ନେଇ ସୋର ଥାନା ମରେ ସ୍ବାମୀ ନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳରେ। ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅଞ୍ଚଳରୁ ଜଣେ ଯୁବତୀ ଏଭଳି କିଛି ଅଭିଯୋଗ ଆଣିଛନ୍ତି।ତେବେ ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ତାଙ୍କୁ ଜଣେ ଇଂଜିନିୟରର ପରିଚୟ ଦେଇ ବିବାହ କରିଛନ୍ତି। ଆଉ ସେ ସେକ୍ସ ରାକେଟ ସହିତ ସଂପୃକ୍ତ ରହିଛନ୍ତି। ଏମିତିକି ମହିଳାଙ୍କୁ ତାଙ୍କ ଶାଶୁ ଶଶୁର ଓ ନଣନ୍ଦ ମଧ୍ୟ ଟର୍ଚର୍ କରୁଛନ୍ତି। ଏକଥା ଜାଣିବା ପରେ ସ୍ତ୍ରୀ ତାଙ୍କୁ ତିନି ବର୍ଷ ସମୟ ଦେଇଥିଲେ ବଦଳାଇବା ପାଇଁ। କିନ୍ତୁ ସ୍ବାମୀ ବଦଳିବାର ନା ଧରୁ ନାହାଁନ୍ତି।

ଆଉ ଯେତେବେଳେ ପରିବାର ରେ ଅଭାବ ଦେଖା ଦେଲା ସେତେବେଳେ ସ୍ତ୍ରୀ ଗୋଟିଏ ପ୍ରାଇଭେଟ ଚାକିରୀ କଲେ। କିନ୍ତୁ ସ୍ବାମୀ ତାଙ୍କୁ ବାଧ୍ୟ କରୁଛନ୍ତି କି ଚାକିରୀ ଛାଡି ଦେଇ ମୋ ଭଳି ଦେହ ବେପାର କର ପ୍ରାଇଭେଟ ଚାକିରୀରେ ବା କେତେ ଟଙ୍କା ପାଉଛୁ ମୋ ଭଳି ଦେହ ବେପାର କର ଆମେ ଅନେକ ଟଙ୍କା ପାଇବା ଆଉ ଖୁସିରେ ରହିବା କିନ୍ତୁ ଏହି କଥାରେ ରାଜି ହୋଇ ନଥିଲେ ସ୍ତ୍ରୀ। ଆଉ କୌଶଳ କ୍ରମେ ସୁରଟରୁ ଆସି ଏବେ ସୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ। ତେବେ ପୋଲିସ ଉକ୍ତ ଯୁବକଙ୍କୁ ଥାନକୁ ଆଣି ଅଟକ ରଖିଛି। ତେବେ ପୋଲିସ ର ତଦନ୍ତ ପରେ ଜଣା ପଡିବ ଏହି ଯୁବତୀଙ୍କ ସୁନେଲି ସ୍ଵପ୍ନ କେଉଁ ଆଡ଼କୁ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।