
Jyotisha Shastra – ମହିଳା ମାନଙ୍କ ଏହି ଗୁପ୍ତ ଅଙ୍ଗ ବଡ଼ ହୋଇଥିଲେ ହେବେ କୋଟିପତି…ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ
ଆମ ଶାସ୍ତ୍ର ଅନୁଯାୟୀ ଘରର ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ ବୋଲି ମାନା ଯାଇଥାଏ।କୌଣସି ଘରର ବୈଭବ ସେହି ଘରର ସ୍ତ୍ରୀ ମାନଙ୍କ ଉପରେ ନିର୍ଭର କରିଥାଏ। କୁହା ଯାଇଥାଏ କି ସ୍ତ୍ରୀଟିଏ ଚାହିଁଲେ ଘରକୁ ସ୍ବର୍ଗ କରି ଦେଇ ପାରେ ଆଉ ସେହି ନାରୀ ଚାହିଁଲେ ଘରକୁ ନର୍କ ମଧ୍ୟ କରି ଦେଇ ପାରେ। ଶାସ୍ତ୍ର ରେ ସ୍ତ୍ରୀ ମାଙ୍କଙ୍କ କିଛି ଲକ୍ଷ ଲକ୍ଷଣ ବର୍ଣ୍ଣିତ କରାଯାଉଛି ଏହି ସବୁ ଲକ୍ଷଣରୁ ଆମେ ଜାଣି ପାରିବା କି କେଉଁ ନାରୀ ଘରକୁ ସୌଭାଗ୍ୟ ନେଇ ଆସିଥାଏ ଆଉ କେଉଁ ନାରୀ ଘରକୁ ଦୁର୍ଭାଗ୍ୟ ନେଇ ଆସିଥାଏ।
ତେବେ ଆଜି ଆମେ ଭାଗ୍ୟ ଶାଳୀ ମହିଳା ମାନଙ୍କ ଏମିତି କିଛି ଶୁଭ ଲକ୍ଷଣ କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ କେଉଁ ନାରୀ ଘରକୁ ସୌଭାଗ୍ୟ ନେଇ ଆସିଥାଏ ଆଉ କେଉଁ ନାରୀ ଘରକୁ ଦୁର୍ଭାଗ୍ୟ ନେଇ ଆସିଥାଏ।ତେବେ ସ୍ତ୍ରୀ ଶରୀରରେ ଏଭଳି କିଛି ଅଙ୍ଗ ରହିଥାଏ ଯାହାକୁ ସାକ୍ଷାତ ଲକ୍ଷ୍ମୀ ବୋଲି ମାନା ଯାଇଥାଏ। ତେବେ ଆସନ୍ତୁ ସେ ବାବଦରେ ଜାଣିବା।୧. ପିତାଙ୍କ ମୁଁହ ସହ ସମାନ ଥିବା ମହିଳା:-ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର ମୁଁହ ନିଜ ପିତାଙ୍କ ମୁଁହ ସହ ମିଶୁଥାଏ ସେମାନେ ଘରକୁ ସୌଭାଗ୍ୟ ଓ ସମୃଦ୍ଧି ନେଇ ଆସିଥାନ୍ତି। ଏହି ନାରୀମାନେ ଖୁବ୍ ଶୁଭ ଓ ପବିତ୍ର ଅଟନ୍ତି।୨. ଜିଭ:-ଯେଉଁ ସ୍ତ୍ରୀର ଜିଭ ଲମ୍ବା ଓ ଲାଲ୍ ରଙ୍ଗର ଆଉ ସେମାନେ କଥା କହିଲା ବେଳେ ତାଙ୍କ ପାଟିରୁ ମଧୁର ବଚନ ବାହାରିଥାଏ ସେହି ସ୍ତ୍ରୀ ମାନେ ଖୁବ୍ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଘରକୁ ସୁଖ ଶାନ୍ତି ନେଇ ଆସିଥାନ୍ତି। କଳା ଜିଭ ଥିବା ମହିଳା ଘରକୁ ଦୁର୍ଭାଗ୍ୟ ନେଇ ଆସିଥାନ୍ତି।
୩. ନାକ:-ଯେଉଁ ସ୍ତ୍ରୀ ମାନଙ୍କର ନାକ ଲମ୍ବା ହୋଇଥାଏ ଓ ନାକର ଅଗ୍ର ଭାଗରେ କଳଯାଇ ରହିଥାଏ ତ ତାଙ୍କୁ ବହୁତ୍ ଶୁଭ ବୋଲି ମାନା ଯାଇଥାଏ।୪. ମୁଁହ:-ଯେଉଁ ନାରୀର ମୁଁହ ଗୋଲ ହୋଇଥାଏ ଓ ସେମାନଙ୍କ ମୁଁହ ଚମକି ଉଠେ ସେହି ସ୍ତ୍ରୀ ମାନେ ଖୁବ୍ ସୌଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ସ୍ତ୍ରୀର ମୁଁହ ପୁରୁଷର ମୁଖ ପରି ହୋଇଥାଏ ସେମାନେ ସନ୍ତାନ ହିନ ହୋଇଥାନ୍ତି।୫. ଲମ୍ବା ଆଙ୍ଗୁଠି:-ଯେଉଁ ସ୍ତ୍ରୀମାନଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ସୟଂ ଭାଗ୍ୟବାନ ହୋଇଥାନ୍ତି। କିନ୍ତୁ ଛୋଟ ଅଙ୍ଗୁଳି ଥିବା ମହିଳା ଅନ୍ୟ ପାଇଁ ସୌଭାଗ୍ୟ ନେଇ ଆସିଥାଏ।୬. କାନ:-ଯେଉଁ ସ୍ତ୍ରୀର କାନ ଦ୍ଵିତୀୟା ଚନ୍ଦ୍ର ପରି ହୋଇଥାଏ ଓ ଲୋମହିନ ହୋଇଥାଏ ସେମାନଙ୍କୁ ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ। ଏମାନେ ଖୁବ୍ ବିନମ୍ର ସ୍ୱଭାବର ହୋଇଥାଆନ୍ତି।
୭. ଓଠ:-ଯେଉଁ ସ୍ତ୍ରୀର ଓଠ ଲାଲ୍ ହୋଇଥାଏ ସେମାନଙ୍କୁ ବିବାହ କରିଥିବା ପୁରୁଷ ବହୁତ୍ ଉନ୍ନତି କରିଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।