ସବୁ ସମୟ ଖବର ସାଥିରେ

ମୋ ଦିନ ତାଙ୍କ ବିନା ସରେନି ମୁଁ ଦିନରାତି ଅନୁଭବଙ୍କ ନାଁ ଜପୁଥାଏ ଆଉ ତାଙ୍କୁ ବହୁତ ଭଲପାଏ – ଅଭିନେତ୍ରୀ ଅନନ୍ୟା

0 17

ତେବେ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ଫ୍ଲିମ ରେ କାମ କରୁଥିବା ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହୋଇଥାଏ ସବୁବେଳେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି | ଆଉ ଏଠାରେ ଅନୁଭବ ଙ୍କ ର ଜଣେ ଦମଦାର ଫ୍ରେଣ୍ଡ ଯିଏ କି ଓଡ଼ିଆ ଚଳଚିତ୍ର କୁ ଭଲ ପାଇବା ସହିତ ଅନୁଭବ ଙ୍କର ଫ୍ଲିମ କୁ ଖାଲି ନୁହଁ ତାଙ୍କର ପ୍ରଶନାଲିଟି କୁ ମଧ୍ୟ ଅଧିକ ପସନ୍ଦ କରୁଥିବା କଥା କହିଛନ୍ତି ଅଭିନେତ୍ରୀ ଅନନ୍ୟା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବ |
ତେବେ ଆପଣ ମାନେ ଅଲିଉଡ ର ସୁପୋରଷ୍ଟାର ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଓଡିଶା ର ଘରେ ଘରେ ପରିଚିତ ସମସ୍ତଙ୍କର ପ୍ରିୟ କଳାକାର ଅନୁଭବ ମହାନ୍ତି କୁ ତ ବେଶ ଭଲ ଭାବରେ ଜାଣିଥିବେ | ଆଉ ଯେଉଁଠି କୁହାଯାଉଛି କି ଅନୁଭବ ଙ୍କର ଅନେକ ଫ୍ରେଣ୍ଡ ମାନେ ଅଛନ୍ତି ଯେଉଁ ମାନେ କି ଅନୁଭବ ଙ୍କର ଏକ୍ଟିଂ ସହିତ ପ୍ରଶନାଲିଟି କୁ ମଧ୍ୟ ଅଧିକ ପସନ୍ଦ କରିବାକୁ ଲାଗିଥାନ୍ତି | ଆଉ ଏଠାରେ ସେହିଭଳି ଜଣେ ଅନୁଭବ ଙ୍କର ଫ୍ରେଣ୍ଡ କୁ ଦେଖିବାକୁ ମିଳିଛି ଆଉ ସେ ହେଉଛନ୍ତି ଅଭିନେତ୍ରୀ ଅନନ୍ୟା | ଆଉ ସେ ଅନୁଭବ ଙ୍କ ପାଇଁକି ତାଙ୍କର ଥିବା ଫିଲିଙ୍ଗସ କଥା ସମସ୍ତଙ୍କ ସାମ୍ନା ରେ ସେୟାର କରୁଛନ୍ତି |
ଆଉ ଏଠାରେ ଅନନ୍ୟା କଖିଛନ୍ତି କି ଅନୁଭବ ଙ୍କ ପାରିବାରିକ ଜୀବନରେ ଅନେକ ପ୍ରକାରର ଝଡ଼ ଝଞ୍ଜା ଆସିପାରେ କିନ୍ତୁ ସେ ଜଣେ ବହୁତ ଭଲ ମଣିଷ | ଆଉ ଲୋକ ମାନେ ତାଙ୍କର ହାଇଟ ଓସୁନ୍ଦର ତାକୁ ନେଇକି ଚର୍ଚ୍ଚା କରିଥାଇ ପାରନ୍ତି | କିନ୍ତୁ ପ୍ରକୃତରେ ଅନନ୍ୟ ତାଙ୍କର ପ୍ରଶନାଲିଟି କୁ ନେଇକି ତାଙ୍କୁ ପସନ୍ଦ କରିଥାନ୍ତି ବୋଲି କହିଛନ୍ତି | ଆଉ ତାଙ୍କର ଦିନ ର ଆରମ୍ଭ ମଧ୍ୟ ତାଙ୍କୁ ନେଇକି ହୋଇଥାଏ ବୋଲି ପ୍ରକାଶ କରିଛନ୍ତି | ଆଉ ସେ ଅନୁଭବ ଙ୍କୁ ବହୁତ ଲାଇକ କରିଥାନ୍ତି ବୋଲୁ କହିବା ସହିତ ଅନୁଭବ ଙ୍କ ଆଗକୁ ଆସିବାକୁ ଥିବା ଫ୍ଲିମ ବିଷୟରେ ମଧ୍ୟ କହିଛନ୍ତି |


ଏହା ବ୍ୟତୀତ ସେ କହିଛନ୍ତି କି ଅନୁଭବ ଙ୍କ ସହିତ ସେ ଯେତେବେଳେ ଫୋଟ ଉଠାଇ ଥିଲେ ସେ ବହୁତ ଇମୋସନାଲ ହୋଇଯାଇଥିଲେ | ଆଉ ତାଙ୍କର ଆଖିରୁ ମଧ୍ୟ ପାଣି ଆସି ଯାଇଥିଲା |ଆଉ ଅନୁଭବ ଙ୍କ ସହିତ ଯଦି ଅନନ୍ୟା କୁ ଫ୍ଲିମ କରିବାର ସୁଯୋଗ ମିଳିବ ସେ ନିଶ୍ଚୟ କରିବେ ବୋଲି କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।