ସବୁ ସମୟ ଖବର ସାଥିରେ

ପ୍ରେମ ଆଗରେ ହାର ମାନିଲା ପକ୍ଷାଘାତ ରୋଗ ! ସଫଳ ହେଲା ଦେବସ୍ମିତା ଓ ଶୁଭ୍ରାଂଶୁଙ୍କ ୱିଲ ଚେୟାର ଲଭ୍ ଷ୍ଟୋରୀ,ଦେଖନ୍ତୁ Video …

3

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରେମ ପାଇଁ କିଏ କେତେ କଣ କରି ପକାଉଛନ୍ତି | ତେବେ ଆଜି କାଲି ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି | ଆଉ ପ୍ରେମ ଆଜି କାଲି କା ପିଲାମାନେ ଟାଇମ ପାସ ବୋଲି ଭାବିଛନ୍ତି | ଆଉ ପ୍ରେମିକ ପ୍ରେମିକା ପାଇଁ ପ୍ରେମ କରି ଖାଲି ଶାରୀରିକ ସୁଖ ପାଇବା ପାଇଁ ଚାହୁଁଛନ୍ତି ବୋଲି ଦେଖିବାକୁ ମିଳିଛି | ତେବେ ଆଜିର ଏହି ମିଛ ଦୁନିଆରେ ଆଜି ମଧ୍ୟ ସତ ପ୍ରେମ ବଞ୍ଚି ରହିଛି | ଆଉ ଆଜି ବି ରାଧା ଆଉ କୃଷ୍ଣ ଙ୍କର ଭଳି ନିବିଡ଼ ପ୍ରେମର ପରିଚୟ ଦେଇଛନ୍ତି ପ୍ରେମୀ ଯୁଗଳ ଦୁଇଜଣ | ଆଉ ପକ୍ଷାଘାତ ରେ ଆକ୍ରାନ୍ତ ହେବା ପରେ ମଧ୍ୟ ପ୍ରେମିକ ଗ୍ରହଣ କରିଛନ୍ତି ପ୍ରେମିକା ଙ୍କୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ପ୍ରେମ ହେଉଛି ସତ୍ୟ ଆଉ ନିରନ୍ତର, ଆଉ ସେହି ପ୍ରେମ ପାଇଁ କିଏ ଜୀବନ ଦେଉଛି ତ ଆଉ କିଏ ଜୀବନ ମଧ୍ୟ ନେଉଛି | ଆଉ ଯେତେବେଳେ ଦିଲ୍ଲୀ ରେ ପ୍ରେମିକ ଜଣକ ଦେହ ସୁଖ ପାଇଁ ପ୍ରେମିକା ଙ୍କୁ ବିବାହ କରିକି ଖଣ୍ଡ ଖଣ୍ଡ କରି ମାରି ଦେଉଛନ୍ତି ସେଇଠି ବାଲେଶ୍ୱର ରେ ଦେଖିବାକୁ ମିଳିଛି ଏକ ନିଆରା ପ୍ରେମ କାହାଣୀ ର ନିଛୁକ ପ୍ରମାଣ | ଆଉ ଯାହାକୁ ଦେଖିଲେ ଆପଣ ମାନେ ସତ ପ୍ରେମ ର ଶକ୍ତି କେତେ ତାହା ବିଷୟରେ ବେଶ ଭଲ ଭାବରେ ଜାଣିପାରିବେ |
ଆଜି ମୁଁ ଆପଣ ମାନଙ୍କୁ ଯାହାଙ୍କ ବିଷୟରେ କହିବାକୁ ଯାଉଛି ତାହା ହେଉଛି ଦେବସ୍ମିତା ଆଉ ଶୁଭ୍ରାଂଶୁ ଙ୍କ ପ୍ରେମ କାହାଣୀ ବିଷୟରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି 2015 ମସିହାରେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ | ଆଉ ଏହି ପ୍ରେମ ସମ୍ପର୍କ ରେ କେତେ ଯେ ବାଧା ଆଉ ବିଘ୍ନ ଦେଖିବାକୁ ମିଳିଥିଲା | ତେବେ ଯାହା ଜଣା ପଡିଛି କି ଦେବସ୍ମିତା ଥିଲେ ଜଣେ ଓଡିଶୀ ଡାନ୍ସ ର ଜଣଙ୍କ | ଆଉ ଯାହା ଜଣା ପଡିଛି କି 2019 ମସିହା ରେ ଦୁଇଜଣଙ୍କ ମଧ୍ୟରେ ବିବାହ ମଧ୍ୟ ଠିକ ହୋଇଥିଲା |

ଆଉ ସବୁ କିଛି ଠିକ ଚାଲିଥିବା ସମୟରେ ପ୍ରେମିକ ଦେବସ୍ମିତା ସ୍ନାୟୁ ରୋଗ ରେ ଆକ୍ରାନ୍ତ ହୋଇଥିଲେ | ଆଉ ଯାହା ଜଣା ପଡିଥିଲା କି ସେହି ରୋଗ ଯୋଗୁ ପକ୍ଷାଘାତ ରେ ଆକ୍ରାନ୍ତ ହେବା ପରେ ତାଙ୍କର ପାଦ ରେ ଆଉ ଚାଲି ପାରି ନ ଥିଲେ | ଆଉ ଯାହା କୁହାଯାଉଛି କି ଏତେ ସବୁ ପରେ ହାର ମାନି ନାହାନ୍ତି ପ୍ରେମିକ ପ୍ରେମିକା ଆଉ ଯାହା ଜଣା ପଡିଛି କି ସବୁ ବାଧା ବିଘ୍ନ କୁ ପଛରେ ପକାଇ ଦେବସ୍ମିତା ଆଉ ଶୁଭ୍ରାଂଶୁ ବିବାହ କରିଛନ୍ତି | ଆଉ ହୁଇଲ ଚେୟାର ରେ ବସିବା ପରେ ମଧ୍ୟ ସେମାନଙ୍କୁ ଭଲ ପାଇବା କମି ଯାଇନି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |