
ମିଳିଲା ବଡ଼ ପ୍ରମାଣ , ବଞ୍ଚିଛନ୍ତି ହନୁମାନ 41 ବର୍ଷ ପରେ ସମସ୍ତଙ୍କୁ ଦେଖାଦେଲେ ହନୁମାନ ଡ୍ରୋନ କ୍ୟାମେରାରେ ରେକର୍ଡ ହେଲା ତାପରେ ସେଠି ଯାହା ହେଲା, ଦେଖନ୍ତୁ Video
ଆଜି ମଧ୍ୟ ଲୋକଙ୍କ ମନରେ ଭଗବାନ ଶ୍ରୀ ହନୁମାନ ଜୀବିତ ରହିଥିବାର ବିଶ୍ଵାସ ଭରି ହୋଇ ରହିଛି। ତେବେ ଆପଣ ଜାଣିଛନ୍ତି ଭଗବାନ ହନୁମାନ ପ୍ରକୃତରେ ଜୀବିତ ଅଛନ୍ତି କି ନାହିଁ ?ଆଉ ଯଦି ଭଗବାନ ଶ୍ରୀ ହନୁମାନ ଜୀବିତ ରହିଛନ୍ତି ତେବେ ସେ କେଉଁଠାରେ ରହିଛନ୍ତି ?ଏମିତି କଣ ପ୍ରମାଣ ରହିଛି ଯେଉଁଥିରୁ ପବନ ପୁତ୍ର ହନୁମାନ ଜୀବିତ ରହିଛନ୍ତି ବୋଲି ଆଜିବି ଲୋକଙ୍କ ମନରେ ବିଶ୍ୱାସ ଭରି ରହିଛି?ଆଉ ଏମିତି କେଉଁ ସ୍ଥାନ ରହିଛି ଯେଉଁଠିକୁ ଆଜିବି ଶ୍ରୀ ହନୁମାନ ଆସୁଛନ୍ତି ସିଏ ବି ତାଙ୍କର ସମ୍ପୂର୍ଣ୍ଣ ଶରୀର ନେଇ?
ତେବେ ଆଜି ଆମେ ଆପଣ ମାନଙ୍କୁ ଏ ସବୁ ବାବଦରେ ଜଣାଇବୁ ଯାହା ଆପଣ ହୁଏତ ଆଗରୁ ଜାଣି ନଥିବେ।ତେବେ ବହୁତ୍ ରିସର୍ଚ୍ଚ ପରେ ଏପରି କିଛି ପ୍ରମାଣ ମିଳିଛି ଯାହା ବାବଦରେ ଆପଣ ଜାଣିଲେ ଖୁବ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏ ସବୁ ବାବଦରେ ଆମେ ଆଜି ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ।
ବହୁ ରିସର୍ଚ୍ଚ ପରେ ଏକ ରିପୋର୍ଟରେ ପ୍ରକାଶ ପାଇଛି କି ଭଗବାନ ଶ୍ରୀ ହନୁମାନ ୪୧ ବର୍ଷ ପୁର୍ବରୁ ଶ୍ରୀଲଙ୍କାର ଏକ ଜଙ୍ଗଲରେ ପ୍ରାଚୀନ କାଳରୁ ରହି ଆସୁଥିଲେ। ଏବଂ ହନୁମାନ ଏବେବି ସେଠାକାର ଆଦିବାସୀ ମାନଙ୍କ ସହିତ ମିଶିବାକୁ ଆସୁଛନ୍ତି। ଏହା ସେତୁ ଏସିଆ ୱେବ୍ ସାଇଟ୍ ଡଟ୍ କମ୍ ରେ ପ୍ରକଶିତ କରା ଯାଇଛି। ଏହି ୱେବ୍ ସାଇଟ୍ ଡଟ୍ କମର ରିସର୍ଚ୍ଚ ଅନୁସାରେ ଶ୍ରୀଲଙ୍କାର ଜଙ୍ଗଲରେ ମାତଙ୍ଗ ନାମକ ଏକ ଜନଜାତି ବସବାସ କରନ୍ତି। ଏହି ଜନଜାତିର ସଂଖ୍ୟା ବହୁତ କମ।ଏହି ଜନଜାତି ଆଦିବାସୀ ଲୋକେ କୁହନ୍ତି ଯେ, ହନୁମାନ ତାଙ୍କୁ ପ୍ରତି ୪୧ ବର୍ଷରେ ସାକ୍ଷାତ କରିବା ପାଇଁ ଆସନ୍ତି।ଏହି ରିପୋର୍ଟ ଅନୁସାରେ ୨୦୧୪ ମସିହାରେ ହନୁମାନ ଶ୍ରୀଲଙ୍କାର ଏହି ଜନଜାତି ମାନଙ୍କୁ ସାକ୍ଷାତ୍ କରିବା ପାଇଁ ଆସିଥିଲେ ଆଉ ପୁଣି ଥରେ ୪୧ ବର୍ଷ ପରେ ସେମାନଙ୍କୁ ହନୁମାନ ସାକ୍ଷାତ୍ କରିବା ପାଇଁ ଆସିବେ ବୋଲି ସେମାନଙ୍କର ବିଶ୍ବାସ ରହିଛି।
ଭଗବାନ ରାମ ସ୍ୱର୍ଗକୁ ଗଲାପରେ ହନୁମାନ ଦକ୍ଷିଣ ଭାରତର ଜଙ୍ଗଲକୁ ଚାଲି ଯାଇଥିଲେ ଆଉ ସମୁଦ୍ର ପାର କରି ଶ୍ରୀଲଙ୍କାର ଜଙ୍ଗଲ ମଧ୍ୟରେ ରହୁଥିଲେ। ଆଉ ଯେତେବେଳେ ହନୁମାନ ଶ୍ରୀଲଙ୍କାର ଜଙ୍ଗଲ ମରେ ରହୁଥିଲେ ସେଠାକାର ଜନଜାତି ମାନେ ହନୁମାନଙ୍କ ବହୁ ସେବା କରିଥିଲେ। ଆଉ ହନୁମାନ ଯେତେବେଳେ ସେଠାରୁ ଚାଲି ଆସିଥିଲେ ସେଠାକାର ଜନଜାତି ମାନଙ୍କୁ କଥା ଦେଇଥିଲେ କି ପ୍ରତି ୪୧ ବର୍ଷରେ ହନୁମାନ ସେମାନଙ୍କ ବଂଶଧର ମାନଙ୍କୁ ସାକ୍ଷାତ୍ କରି ସେମାନଙ୍କୁ ବ୍ରହ୍ମଜ୍ଞାନ ଦେବେ। ଯାହା ବାବଦରେ ସେତୁ ଏସିଆ ୱେବ୍ ସାଇଟ୍ ଡଟ୍ କମ୍ ରେ ପ୍ରକଶିତ କରା ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।