
ଇଏ ଏକ ବିରଳ ମାମଲା, ପୀଡିତା ପତ୍ନୀ ପରେବି ସ୍ୱାମୀ ଗଲେ ଜେଲ..ଏ ମହିଳାଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ -ଦେଖନ୍ତୁ video
ହଁ ଦର୍ଶକ ବନ୍ଧୁ ଆପଣ ମାନେ ଓରତେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନା ଜୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍ତ୍ରୀ ଙ୍କୁ ଦୁଷ୍କର୍ମ କରିଥିବା କାରଣ ରୁ ସ୍ୱାମୀ ଙ୍କୁ ବର୍ତ୍ତମାନ 20 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହିବାକୁ ମିଳିଛି | ଆଉ ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଦୁଇଜଣଙ୍କୁ ଝୁରି ହେଉଛନ୍ତି |ଆଉ ଏହି ବିରଳ ପ୍ରେମ କାହାଣୀ ବିଷୟରେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଏଭଳି ଗୋଟିଏ ଘଟଣା ଦେଖିବାକୁ ମିକିଛି ଅନୁଗୁଳ ଜିଲ୍ଲା ବଅର ପାଳ ଥାନା ଅଞ୍ଚଳରେ | ଆଉ ଯେଉଁଠି କୁହାଯାଉଛି କି ଝିଅ ଜଣଙ୍କର ବାପା ଆଉ ମାଅ ବୋଲି କେହି ନାହାନ୍ତି | ଆଉ ଝିଅ ଟି ଏକ ରହୁଥିବା ବେଳେ ଗବର୍ଧନ ନାମକ ଯୁବକ ଜଣଙ୍କ ସେହି ନାବାଳିକା ଙ୍କ ସହିତ ଦୁଷ୍କର୍ମ କରିଥିଲେ | ଆଉ ଯେଉଁଥିପାଇଁ ତାଙ୍କ ନାଁ ରେ ଅଭିଯୋଗ ମଧ୍ୟ କିରାଯାଇଥିଲା ଲିଖିତ ଭାବରେ | ଆଉ ଏହି ଘଟଣାକୁ ନେଇକି ନାବାଳିକା ଜଣଙ୍କର ମାମୁ 2021 ଜାନୁୟାରୀ 21 ତାରିଖରେ ଲିଖିତ ଅଭିଯୋଗ ଦେଇଥିଲେ ଥାନା ରେ |ଆଉ ତାହା ପରେ ତାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲେ |
ଆଉ ଜେଲ ରେ ଥିଲା ସମୟରେ ଗବୋର୍ଦ୍ଧନ ର ମତ ବଦଳି ଯାଇଥିଲା ଆଉ ଜାମିନ ରେ ଆସିବା ପରେ ଝିଅ ଜଣଙ୍କ ସାବାଳିକା ହୋଇ ଯାଇଥିବାରୁ ଦୁଇ ଜଣଙ୍କର ପ୍ରଥମେ କୋଟ ରେ ତାହା ପରେ ବିବାହ ମଧ୍ୟ ହୋଇଥିଲା | ଆଉ ଦୁଇଜଣ ବେଶ ଖୁସି ରେ ରହୁଥିବା ସମୟରେ କୋଟ ରୁ ନିର୍ଦେଶ କ୍ରମେ 23 ଜଣ ସାକ୍ଷୀ ପ୍ରମାଣ ଅଦ୍ଗାରରେ ପୋଷ୍କ ଆଇନ ଅନୁସାରେ ଯୁବକ ଜଣଙ୍କୁ 20 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବା ପାଇଁକି କୋଟ ତରଫରୁ ନିର୍ଦେଶ ଦିଆଯାଇଛି ବୋଲି ଶୁଣିବାକୁ ମିକିଛି | ଆଉ ଯେଉଁଥିପାଇଁ ସ୍ତ୍ରୀ ଜଣଙ୍କ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି |
ଆଉ ସେପଟେ ସ୍ତ୍ରୀ ଜଣକ କହିଥିଲେ କି ତାଙ୍କର ସ୍ୱାମୀ ତାଙ୍କ ସହିତ କିଛି ବି ଦୁଷ୍କର୍ମ କରି ଣ ଥିଲେ | ଆଉ ସେମାନେ ଭଲ ପାଉଥିଲେ ଆଉ ଯାହାକୁ ଘର ଲୋକ ପସନ୍ଦ କରୁ ଣ ଥିବାରୁ ବାଧ୍ୟ ରେ ଝିଅ ଜଣଙ୍କୁ ଫୋର୍ସ କରିବା ଫଳରେ ଥାନା ରେ ରେପ କେଶ ଦେଇଥିଲେ ବୋଲି | ତେବେ ବର୍ତ୍ତମାନ ସେ କୋଟ କୁ ଅନୁରୋଧ କରିଛନ୍ତି କି ତାଙ୍କ ସ୍ୱାମୀ ଙ୍କ ଉପରେ ଲାଗିଥିବା ଦଫା କୁ ଉଠାଇ ନେବା ପାଇଁ | ଆଉ ଆଇନ ଜୀବି ଙ୍କ କହିବା କଥା ଯେହେତୁ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ହୋଇ ସାରିଛନ୍ତି ତେଣୁ ପୋଷ୍କ ଆଇନ ରେ ଏହି ମାମଲା କୁ ଦାଖୋଲ କରିଲେ କିଛି ତା ସୁବିଧା ମିଳିବ ବୋଲି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |