
ଦେଖନ୍ତୁ Socking ଭିଡ଼ିଓ – ମାଣବସା ଗୁରୁବାରରେ ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟ ଦୃଶ୍ୟ, ମା’ ଲକ୍ଷ୍ମୀଙ୍କ ବାହନ ପେଚା ପିଉଛି କ୍ଷୀର…
ସୋସିଆଲ ମିଡ଼ିଆ ରେ ତ ଆପଣ ପ୍ରତିଦିନ ଅନେକ ଘଟଣା ସମ୍ପର୍କ ରେ ଅବଗତ ହେଉ ଥିବେ କିନ୍ତୁ ଆଜି ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳୁଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା।
ହଁ ଆଜ୍ଞା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଅଜବ ଏକ ଦୃଶ୍ୟ। ଯାହାକୁ ଦେଖିଲେ ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯିବେ। ଭିଡିଓରେ ଦେଖିବାକୁ ମିଳିଛି କ୍ଷୀର ପିଉଛନ୍ତି ମା ଲକ୍ଷ୍ମୀ ଖାଲି ମା ଲକ୍ଷ୍ମୀ ନୁହଁନ୍ତି ମା ଲକ୍ଷ୍ମୀଙ୍କ ବାହନ ପେଚା ମଧ୍ୟ କ୍ଷୀର ପିଉଥିବବାର ଦେଖିବା ପାଇଁ ମିଳିଛି ଯାହାକି ସହଜରେ ବିଶ୍ଵାସ କରି ହେଉନାହିଁ। କିନ୍ତୁ ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ମାର୍ଗଶିର ମାସ ଆସିଲେ ସାରା ଓଡ଼ିଶାର ଘରେ ଘରେ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଏ।ଏହି ମାସରେ ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ବା ମାଣବସା ଯାଇଥାଏ। ଓଡ଼ିଶାର ଘରେ ଘରେ ମହିଳା ମାନେ ଏହି ଓଷା ପାଳନ କରିଥାନ୍ତି। ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ମାସ ମଧ୍ୟରେ ମାର୍ଗଶିର ସବୁଠାରୁ ଶ୍ରେଷ୍ଠ ଆଉ ଏହି ମାସଟି ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଏକଥା ମଧ୍ୟ ଶାସ୍ତ୍ରରେ କୁହା ଯାଇଛି କି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଆରାଧନା କଲେ ଘରକୁ ଅନେକ ଖୁସି ଆସିଥାଏ ଏବଂ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇ ଥାଏ। ତେଣୁ ଏହି ଦିନ ଓଡ଼ିଶାର ଘରେ ଘରେ ମାର୍ଗଶିର ମାସ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ମାଣବସା ଯାଇଥାଏ।
ତେବେ ଏହି ଭିଡିଓଟିକୁ ଭଲ ଭାବରେ ଦେଖି ନିଅନ୍ତୁ। ଭିଡିଓରେ ଦେଖିବାକୁ ମିଳୁଛି ମା ଲକ୍ଷ୍ମୀଙ୍କ ପୂଜା ଆରାଧନା ଚାଲିଛି ଘରର ମହିଳା ମାନେ ମାଣବସାଇ ପୂଜା କରୁଛନ୍ତି ଆଉ ମାତା ଲକ୍ଷ୍ମୀ ଙ୍କ ବାହନ ପେଚା ମା ଲକ୍ଷ୍ମୀଙ୍କୁ ସେମାନେ କ୍ଷୀର ପିଆଉଛନ୍ତି। ଆଶ୍ଚର୍ଯ୍ୟର କଥା ଯେ ମା ଲକ୍ଷ୍ମୀ ଓ ମାତା ଲକ୍ଷ୍ମୀ ଙ୍କ ବାହନ ପେଚା ପାଟି ପାଖରେ କ୍ଷୀର ଚାମଚ ରଖିଦେବା ମାତ୍ରେ ଆପେ ଆପେ ଚାମଚରୁ କ୍ଷୀର କେଉଁଆଡେ ଗାଏବ ହୋଇ ଯାଉଥିବା ଦେଖିବାକୁ ମିଳି ଥିଲା ।ସତେ ଯେପରି ମା ଲକ୍ଷ୍ମୀ ଓ ବାହନ ପେଚା ସବୁ କ୍ଷୀର ପିଇ ଯାଉଛନ୍ତି। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ ଘଟଣାର ପ୍ରକୃତ ସତ୍ୟାସତ୍ୟ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।