
ମାଉସୀ ସମ୍ପର୍କୀୟ ହୋଇ ଭଣ୍ଡI ବୋଲି ପ୍ରେମ କଲା ,ଶାରୀରିକ ସମ୍ପର୍କ ରଖିଲା… ଆଉ ତା ପରେ, ଏହି ଯୁବକ କଣ କହୁଛନ୍ତି, ଦେଖନ୍ତୁ ଭିଡ଼ିଓ
ଆଜିକାଲି ଆପଣ ମାନେ ଗଣମାଧ୍ୟମରେ ଅନେକ ପ୍ରକାରର ଖବର ପ୍ରସାରିତ ହେବାର ଦେଖୁଥିବେ |ଯୁବକ ମାନଙ୍କରେ ପ୍ରେମରେ ଧୋକା ପାଇ ଯୁବତୀ ମାନେ ନିରାଶ ହୋଇ ଆତ୍ମହତ୍ୟା କରୁ ଥିବାର ଖବର ଶୁଣିବାକୁ ମିଳିଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇବାକୁ ଯାଉଅଛୁ କି ଯୋଉଁଥି ଦେଖିବାକୁ ମିଳୁଛି କି ଯୁବକ ଜଣଙ୍କ ଏକ ଯୁବତୀର ପ୍ରେମରେ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବାର କଥା କହୁଛନ୍ତି | ଆସନ୍ତୁ ଜାଣିବା ସେ ବିଷୟରେ |
ଯୁବକ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ପୁରୁଣା ବଡକାରା ଗ୍ରାମରେ | ଏହି ଯୁବକଙ୍କ ନାମ ହେଉଛି ସୁଶାନ୍ତ କୁମାର ସାହୁ | ସେ ଦୀର୍ଘ ଦଶ ବର୍ଷ ହେଲାଣି ଏକ ଯୁବତୀଙ୍କ ଦ୍ୱାରା ଶାରୀରିକ ଓ ମାନସିକ ଭାବରେ ନିର୍ଯାତିତ ହେବାର ଅଭିଯୋଗ କରିଛନ୍ତି | ସେ ଭୁବନେଶ୍ୱରରେ ଏକ ଘର କରିଥିଲେ ଏବଂ ସେହି ଜାଗାଟିକୁ ସେ ତାଙ୍କ ସାଙ୍ଗ ରଞ୍ଜନ ପରିଡାଙ୍କ ଠାରୁ କିଣିଥିଲେ | ସେହି ଠାରେ ତାଙ୍କର ସେ ସ୍ତ୍ରୀଲୋକଙ୍କ ସହ ସମ୍ପର୍କ ଗଢି ଉଠିଥିଲା | ଏବଂ ସେମାନେ ତାପରେ ଚାରି ମାସ ପର୍ଯ୍ୟନ୍ତ ହୋଟେଲରେ ସହବାସ କରୁଥିଲେ |
ଏହି ଯୁବତୀଙ୍କ ନାମ ହେଉଛି କୁନି ସାହୁ | ତାଙ୍କର ସ୍ୱାମୀଙ୍କ ନାମ ବଳରାମ ସାହୁ ହେଇଥିବା ବେଳେ ତାଙ୍କର ଦୁଇ ଝିଅ ଅଛନ୍ତି | ବଡ ଝିଅ ରମା ଦେବୀ କଲେଜରେ ପଢ଼ୁଥିବା ବେଳେ ଅନ୍ୟ ଜଣେ ଯୁକ୍ତ ଦୁଇରେ ପଢୁଛନ୍ତି | ଏହି ଦୁଇ ଜଣଙ୍କ ଭିତରେ କିଛି କଥା ବାର୍ତ୍ତାକୁ ନେଇ ବଚସା ହୋଇଥିବା ବେଳେ ଅନ୍ୟ ଜଣେ ସୁରେଶ ମହାରଣା ନାମକ ଏକ ପୁରୁଷ ଗଣ୍ଡଗୋଳ କରି ସୁଶାନ୍ତଙ୍କୁ ତାଙ୍କ ନିଜ ଘରୁ ବାହାର କରି ଦେଇଥିଲେ | ଏବଂ ତାଙ୍କ ଘର ଉପରେ କିଛି ଅଧିକାର ନାହିଁ ଓ ତାଙ୍କ ନେଇ ବାହାରି ଯିବାକୁ କହିଥିଲେ |ଏହା ପରେ କୁନି ସାହୁ ତାଙ୍କ ନାମରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ | ଏ ନେଇ ପୋଲିସ ସୁଶାନ୍ତଙ୍କୁ କିଛି ପଇସା ନେଇ ଚୁପ ରହିବାକୁ କହିଥିଲେ |
କୁନ୍ନି ସାହୁଙ୍କ ଶାଶୁ ଘର ହେଉଛି ଚନ୍ଦନପୁର ଥାନା ଗଡ଼ସୁନ୍ଦର ଗ୍ରାମରେ | ସୁଶାନ୍ତ ସାହୁ ହେଉଛନ୍ତି କୁନିଙ୍କର ସମ୍ପର୍କୀୟ ଏବଂ କୁନି ସୁଶାନ୍ତଙ୍କର ମାଉସୀ ସମ୍ପର୍କରେ ହେବେ | କୁନି ତାଙ୍କ ଆଡୁ ଭଲପାଇବାର ପ୍ରସ୍ତାବ ଦେଇଥିଲେ |ତାପରେ ସେମାନଙ୍କ ଭିତରେ ଫୋନରେ କଥାବାର୍ତା ସହ ଶାରୀରିକ ସଂପର୍କ ମଧ୍ୟ ରହିଥିଲା |ତାପରେ ସୁଶାନ୍ତ ଭୁବନେଶ୍ୱରରେ ଘର କରି ତାଙ୍କୁ ଆଣି ରଖିଥିଲେ | ଦୀର୍ଘ ଦଶ ବର୍ଷର ଭଲପାଇବା ପରେ ଦୁଇ ୨o୨୧ ମସିହା ସେପ୍ଟେମ୍ବର ୨୧ ତାରିଖ ଦିନ ତାଙ୍କୁ ସୁରେଶ ମହାରଣା ତାଙ୍କୁ ତାଙ୍କ ଘରୁ ବାହାର କରି ଦେଇଥିଲେ |
ସେମାନେ ଏତେ ନିବିଡ ଥିଲେ ଯେ କୁନି ତାଙ୍କର ଏକ ଫେକ ଆଧାର କାର୍ଡରେ ସୁଶାନ୍ତଙ୍କୁ ନିଜର ସ୍ୱାମୀର ପରିଚୟ ଦେଇଛନ୍ତି | ଏଥିପାଇଁ ସୁଶାନ୍ତ ତାଙ୍କୁ ଆପଣେଇବା ପାଇଁ ଚାହୁଁଛନ୍ତି ନ ହେଲେ ସେ ନ୍ୟାୟ ପାଇଁ ଦାବି କରୁଛନ୍ତି | ତାଙ୍କର ନିଜର ଘରର ସମସ୍ତ ପ୍ରମାଣ ପତ୍ର ଥାଇ ସେ ଏବେ ଭଡା ଘରେ ରହୁଛନ୍ତି | ଏଥିପାଇଁ ସେ ନିଜ ଘର ଫେରି ପାଇବା ପାଇଁ ଅଭିଯୋଗ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।