
ମାର୍କେଟ ଘାଣ୍ଟିଲା ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ନୂଆ ଆଲବମ ଗୀତ 500k ରୁ ଅଧିକ ଭାଇରାଲ ହୋଇ ସମସ୍ତଙ୍କ ମୋବାଇଲରେ (Status)ଭିଡିଓ
ବର୍ତ୍ତମାନ ସଂଗୀତ ର ଏକ ଟ୍ରେଣ୍ଡ ଚାଲିଛି, ଖାସ କରି ଯେଉଁ ସବୁ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ତାହା କୁ ନେଇ ସଂଗୀତକାର ମାନେ ଭିନ୍ନ ଭିନ୍ନ ରାଗ ରେ ଓ ଭାବରେ ଗୀତ ବନାଉଛନ୍ତି।ତାହା ଆପଣ ଦେଖୁଥିବେ ଏବଂ ବେଳେ ବେଳେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ ଏହି ଭାଇରଲ ଭିଡିଓ ଏବଂ ଗାୟକ ମାନଙ୍କ ର କଳା ଦେଖି।
ତେବେ ବର୍ତ୍ତମାନ ଆପଣ ଦେଖୁଥିବେ କି ସେହି ଭଳି ଏକ ସଂଗୀତ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ଯାହା ଶୁଣିଲେ ଆପଣ ହସି ହସି ଗୋଡି ଯିବେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଗୀତ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ସେହି ଗୀତ ଟି ରହିଛି ଭୁବନେଶ୍ୱର ର ଅଟୋ ଡ୍ରାଇଭର ଓ ବିବାହିତ ମହିଳା ଙ୍କର ହାଇ ଭଲ୍ଟେଜ ଡ୍ରାମା କୁ ନେଇ ଯାହାର ନାମ ହେଉଛି “ଟୁଙ୍ଗୁରୁ ମୋର”।ତେବେ ଆପଣ ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ର କାହାଣୀ ବିଷୟ ରେ। ତେବେ ଭୁବନେଶ୍ୱର ର ଭରତପୁର ଥାନା ଠାରେ କିଛି ଦିନ ତଳେ ଏହିପରି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି। ତେବେ ଦେଖାଯାଇଛି ଯେ ଜଣେ ୨୭ ବର୍ଷ ର ମହିଳା ତାଙ୍କ ଠାରୁ ଚାରି ବର୍ଷ ର ସାନ ପ୍ରେମିକା କୁ ବିବାହ କରିବା କୁ ଥାନା ଆଗରେ ଆସି ଫୁଲ ମାଳ, ଶଙ୍ଖା ସିନ୍ଦୂର ଓ ଗୋଲାପ ଫୁଲ ଧରି ବସିଛନ୍ତି। ତେବେ ପ୍ରେମିକ ଙ୍କର କିନ୍ତୁ ଦେଖା ଦର୍ଶନ ନାହିଁ କିନ୍ତୁ ମହିଳା ଜଣଙ୍କ ନିଜ ସ୍ୱାମୀ ଓ ଦୁଇ ଛୁଆ ଙ୍କୁ ଛାଡି ପ୍ରେମିକ ଙ୍କ ପାଇଁ ପାଗଳ।
ଆଉ ପରେ ଟୁଙ୍ଗୁରୁ ଜେଲ ରୁ ଫେରିବା ପରେ ଆସି ସବୁ ସତ କଥା କହିଥିଲେ ଆଉ କହିଥିଲେ କି ତାଙ୍କର ଦୁଇଟି ପୁଅ ୧୫ ବର୍ଷ ଓ ୧୧ ବର୍ଷ ର ଅଟେ। ମୁଁ ମଧ୍ୟ ତାଙ୍କ ପୁଅ ପରି ଆମ ଦୁହିଁଙ୍କ ମଧ୍ୟରେ କୌଣସି ଶାରିରୀକ ସମ୍ପର୍କ ନାହିଁ ସେ କେବଳ ଗୋଟିଏ ସେଲ୍ଫି କୁ ନେଇ ମୋତେ ବ୍ଲାକମେଲ କରୁଛନ୍ତି। ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟିକୁ ନେଇ ବର୍ତ୍ତମାନ ଓଡ଼ିଆ ରେ ଏକ ଆଲବମ ପ୍ରସ୍ତୁତ କରାଯାଇଛି ଜାହାର ନାମ ରହିଛି “ଟୁଙ୍ଗୁରୁ ମୋର” ବୋଲି। ତେବେ ଗୀତ ଟି କାଲି ରିଜିଲ ହେବା ପରେ ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି।
ତେବେ ଏହି ଗୀତ ଟି ବର୍ତ୍ତମାନ ପ୍ରାୟ ସମସ୍ତ ଙ୍କର ମୋବାଇଲ ରେ ଆପଣ ଦେଖିବାକୁ ପାଇବେ। ଏହା ବର୍ତ୍ତମାନ ର ସବୁଠାରୁ ଲୋକପ୍ରିୟ ସଙ୍ଗୀତ ଅଟେ ବୋଲି ଆପଣ କହିପାରିବେ। ତେବେ ଆପଣ ମଧ୍ୟ ପପୁ ଙ୍କର ଏହି ଭିଡିଓ ଟିକୁ ଦେଖିଲେ ହସି ହସି ବେଦମ ହୋଇଯିବେ, ଦେଖନ୍ତୁ ଏହି ଭାଇରଲ ଭିଡିଓ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।