
ଦେଖନ୍ତୁ Exclusive ଭିଡ଼ିଓ : ମାର୍କେଟ ରେ ollywod ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଉପରେ ହେଲା ଅଣ୍ଡାମାଡ଼ video ଦେଖିଲେ ଆପଣ ବିଶ୍ୱାସ କରିପାରିବେ …ଦେଖନ୍ତୁ ଏହି ଦୃଶ୍ୟ
ଓଲିଉଡ଼ ସିନେମା ଇଣ୍ଡଷ୍ଟ୍ରିରେ ଅନେକ ନାମୀଦାମୀ କଳାକାର ମାନେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି। ତେବେ ଆପଣ ମାନେ ଓଡିଆ ସିନେମା ଜଗତରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ଜାଣିଥିବେ। ତେବେ ଏହି ସବୁ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଅର୍ଚ୍ଚିତା ସାହୁ ତାଙ୍କ ଅଭିନୟ ଜୀବନକୁ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ହଉ ସବୁ ସମୟରେ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ତେବେ ବର୍ତ୍ତମାନ ସମୟରେ ଅର୍ଚ୍ଚିତାଙ୍କ ଏମିତି ଏକ ଭିଡିଓ ସମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡ଼ିଓରେ ଦେଖିବାକୁ ମିଳୁଛି ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଅଣ୍ଡା ମାଡ଼। ମାର୍କେଟ ରେ ପାରିବା କିଣୁଥିବା ସମୟରେ ଅର୍ଚ୍ଚିତାଙ୍କ ଉପରକୁ କରା ଯାଇଛି ଅଣ୍ଡର ମାଡ। ତେବେ କଣ ରହିଛି ଏହା ପଛର କାରଣ?କାହିଁକି ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ପରିବା ମାର୍କେଟରେ କରାଗଲା ଅଣ୍ଡା ମାଡ? ଆସନ୍ତୁ ଜାଣିବା ଅଣ୍ଡା ମାଡ଼ ପଛରେ ପ୍ରକୃତ ସତ କଣ ରହିଛି।
ତେବେ ସୋସିଆଲ ମିଡିଆରେ ଏବେ ଘୂରି ବୁଲୁ ଥିବା ଏହି ଦୃଶ୍ୟଟିକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଆମେ ଏଠାରେ କହି ରଖୁଛୁ କି ଅର୍ଚ୍ଚିତାଙ୍କୁ ଯେଉଁ ଅଣ୍ଡା ମାଡ଼ କରା ଯାଇଛି ତାହା ରିଏଲ୍ ନୁହେଁ ରିଲ୍ ରେ। ଅର୍ଚ୍ଚିତାଙ୍କ ଆଗକୁ ବଢ଼ିବାରେ ଏକ ନୂଆ ଫିଲ୍ମ୍ ଆସିବାକୁ ଯାଉଛି। ଯାହାର ସୁଟିଂ ଏବେ ଆରଂଭ ହୋଇ ଯାଇଛି। ଆଉ ଏହି ଫିଲ୍ମ୍ ର ସୁଟିଂ ଚାଲିଥିଲା ପରିବା ମାର୍କେଟରେ ଯେଉଁଠି ଅର୍ଚ୍ଚିତାଙ୍କୁ ଅଣ୍ଡା ମାଡ଼ ହେବାର ଏକ ସିନ ରହିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଆଗକୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ନୂଆ ଫିଲ୍ମ୍ ‘ମହିଷା ଅସୁର’ ସାମ୍ନାକୁ ଆସିବାକୁ ଯାଇଛି। ଏଥିରେ ଅର୍ଚ୍ଚିତା ଜଣେ ଗରିବ ଘରର ମୁସଲିମ ଝିଅ ଭାବରେ ନଜର ଆସିବେ। ଅର୍ଚ୍ଚିତାଙ୍କ ନା ରହିଛି ସଭନା ବେଗମ୍। ତେବେ ଏହି ସିନରେ ଅର୍ଚ୍ଚିତା ପରିବା କିଣିବା ପାଇଁ ମାର୍କେଟ ଆସି ଛନ୍ତି। ଆଉ ତାଙ୍କୁ ସେଠାରେ କିଛି ଅଭଦ୍ର ବ୍ୟକ୍ତି ମାନେ ଖରାପ ବ୍ୟବହାର କରିଛନ୍ତି। ଆଉ ତାଙ୍କୁ ବିଭିନ୍ନ ପ୍ରକାର ଥଟ୍ଟା ତାମସା କରି ଅଟହସ୍ୟ କରୁଛନ୍ତି।
ଏହା ସହିତ ତାଙ୍କ ଉପରକୁ ଅଣ୍ଡା ମାଡ଼ ମଧ୍ୟ କରୁଛନ୍ତି। ଯାହାର ସୁଟିଂ ପରିବା ମାର୍କେଟରେ ଚାଲିଥିଲା। ଆଉ ଏବେ ଏହି ଭିଡିଓକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଛି। ସୋସିଆଲ ମିଡିଆରେ ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।