ସବୁ ସମୟ ଖବର ସାଥିରେ

ମନ୍ତ୍ରୀ ଝିଅ ବେଶ୍ୟା ” ଟିକି ଅପା ର Best Scene… ମାତ୍ର 2 ଘଣ୍ଟାରେ 90 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 15

ସିନେମା ପାରି ଯାତ୍ରା ଦେଖିବାକୁ ମଧ୍ୟ ଅଗଣିତ ଦର୍ଶକ ମାନେ ଭଲ ପାଇ ଥାନ୍ତି। ଯଦି ଆମେ ଆମ ଓଡ଼ିଶା କଥା ଦେଖିବା ଓଡିଶାରେ ଯାତ୍ରା ର ଚାହିଦା ଖୁବ୍ ଅଧିକ। ଯାତ୍ରା ଜଗତ ଅଭିନୟର ଏକ ନିଆରା ମଞ୍ଚ। ଯାତ୍ରା କଳାକାର ମାନଙ୍କ ଅଭିନୟ ସବୁଠୁ ଭିନ୍ନ। ତାଙ୍କର ଏହି ଭିନ୍ନ ଧରଣର ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ପାଗଳ ହୋଇ ଉଠନ୍ତି। ଯାତ୍ରାରେ ଦେଖା ଯାଉଥିବା ବିଷୟବସ୍ତୁ ଆମ ସମାଜରେ ଯେଉଁ ସବୁ ଘଟଣା ଘଟୁଛି ତାହା ଉପରେ ଆଧାରିତ ଯେଉଁଥି ପାଇଁ ଦର୍ଶକ ମାନେ ଯାତ୍ରା ଦେଖିବାକୁ ଖୁବ୍ ପସନ୍ଦ କରନ୍ତି। ଏଥି ସହିତ ଦର୍ଶକ ମାନେ କଳାକାର ମାନଙ୍କ ଅଭିନୟକୁ ଲାଇଭ ଦେଖିବାର ସୁଯୋଗ ପାଇ ପାରିଥାନ୍ତି।
ତେବେ ଯାତ୍ରା ଜଗତର କାମ କରୁଥିବା କଳାକାର ମାନେ ତାଙ୍କ ଭିନ୍ନ ଧରଣର ଅଭିନୟକୁ ନେଇ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନଶୈଳୀ କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସେମାନେ ତାଙ୍କ ଭିନ୍ନ ଅନ୍ଦାଜ୍ ପାଇଁ ଦର୍ଶକ ମାନଙ୍କୁ ଆକର୍ଷିତ କରିଥାନ୍ତି। ଅନେକ ଯାତ୍ରା ପ୍ରେମୀ ରହିଛନ୍ତି ଯେଉଁମାନେ କି ଯାତ୍ରା କଳାକାର ମାନଙ୍କ ବାବଦରେ ଜାଣିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ନିଜର ପ୍ରିୟ କଳାକାର ମାନଙ୍କୁ ଅନୁସରଣ ମଧ୍ୟ କରିଥାନ୍ତି।

ଯାତ୍ରା ଜଗତରେ ଅନେକ କଳାକାର ରହିଛନ୍ତି ଯେଉଁ ମାନେ କି ତାଙ୍କ ଆକର୍ଷଣୀୟ ଲୁକ୍ସ୍ ଓ ତାଙ୍କ ଅଭିନୟକୁ ନେଇ ଦର୍ଶକ ମାନଙ୍କ ଦୃଦୟରେ ରାଜ କରୁଛନ୍ତି। ଅନେକ ସମୟରେ ସେମାନଙ୍କ ଅଭିନୟ ଓ ଆକର୍ଷଣୀୟ ଲୁକ୍ସ୍ ଦର୍ଶକ ମାନଙ୍କୁ କିମୀୟା କରିଥାଏ। ତେଣୁ ଦର୍ଶକ ମାନେ ସେମାନଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କ ଭଲ ପାଇବା ରହିଥାଏ।

ତେବେ ଆପଣ ମାନେ ଯାତ୍ରା ଜଗତ ର ସମସ୍ତ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେମାନଙ୍କ ମଧ୍ୟରୁ ଯାତ୍ରା ଅଭିନେତ୍ରୀ ଟିକି ପଣ୍ଡା ଅନ୍ୟତମ। ସେ ଅନେକ ଯାତ୍ରାରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ। ନିଜର ଜୀବନ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି ଟିକି ଅପା। ଟିକି ଅପା ଏମିତି ଜଣେ କଳାକାର ଯିଏକି ସବୁ ପ୍ରକାର ଭୂମିକାକୁ ଅତି ସୁନ୍ଦର୍ ଭାବରେ ନିଭାଇ ପାରନ୍ତି।

ତେବେ ନିକଟରେ ଟିକି ଅପାଙ୍କ ଏକ ସୁନ୍ଦର୍ ଅଭିନୟ ସାମ୍ନାକୁ ଆସିଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏଥିରେ ଟିକି ଅପା ଜଣେ ବେଶ୍ୟା ଭୂମିକାରେ ନଜର ଆସିଛନ୍ତି ଆଉ ତାଙ୍କୁ ଜଣେ ମନ୍ତ୍ରୀ ପୁଅ ହଇରାଣ କରୁଛି। ଇଷ୍ଟର୍ଣ୍ଣ ଅପେରା ର ଏହି ଦୃଶ୍ୟଟି ବେଶ୍ ମନଛୁଆଁ ହୋଇ ପାରିଛି ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।