ସବୁ ସମୟ ଖବର ସାଥିରେ

ମାଳିକା ଦେଲା ଭବିଷ୍ୟବାଣୀ ! ଆସିବ ପ୍ରଳୟ ଆଉ ଭାଙ୍ଗିଯିବ ହୀରାକୁଦ ବନ୍ଧ..ଖାତରେ ଲେଖି ରଖନ୍ତୁ ତାରିଖ

0 8

ବହୁ ବର୍ଷ ପୂର୍ବେ ଲେଖା ଯାଇ ଥିବା ମାଳିକା ଏବେ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି । ମାଳିକାରେ ଲେଖା ଯାଇଥିବା ପ୍ରତିଟି ଘଟଣା ଏବେ ସତ ରେ ଘଟି ଚାଲିଛି ଯାହା ଫଳରେ ଲକୋଙ୍କ ମଧ୍ୟରେ ଛନକା ପଶି ଯାଇଛି। ହଁ ଆଜ୍ଞା ସତ ହେବାକୁ ଯାଇଛି ମାଳିକା ବଚନ। ମାଡ଼ି ଆସୁଛି ମହା ବିପଦ। ମହା ବିପଦ ଆଗରୁ ମିଳିଛି ସଂକେତ।
ତେବେ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ସତ ହେବ କି ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଗୋଟି ଗୋଟି ବାଣୀ? କଣ ସତରେ ମାଡ଼ି ଆସୁଛି ବଡ ବିପତ୍ତି?ଏ କଣ ବିନାଶ ବେଳର ସୂଚନା କି? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ଓଡ଼ିଶା ବାସୀଙ୍କ ମନରେ ।କାରଣ ଗୋଟିଏ ପରେ ଗୋଟିଏ ମାଳିକା ବଚନ ସତ ହେବାରେ ଲାଗିଛି।ମାଳିକା ବଚନ ରେ ଆଗତ ଭବିଷ୍ୟତକୁ ନେଇ ଯେଉଁ ସବୁ ସଂକେତ ଦିଆ ଯାଇ ଥିଲା ତାହା ଧିରେ ଧିରେ ସତ ହେବା ପାଇଁ ଯାଉଛି।ତେବେ ଆପଣ ମାନେ ଜାଣିଥିବେ କି ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷ ମାନଙ୍କ ଦର୍ଶନକୁ ମାଳିକା କୁହା ଯାଇ ଥାଏ। ଭିନ୍ନ ଭିନ୍ନ ମହାପୁରୁଷ ମାନଙ୍କ ଭିନ୍ନ ଭିନ୍ନ ଦର୍ଶନ ରହିଛି।
ତେବେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ଅନୁସାରେ ପୃଥିବୀ ଧ୍ଵଂସ ପାଇବା ଆଗରୁ ସୂଚନା ମିଳି ଯିବ। ବାଇଶି ପାହାଚରେ ପାଣି ଚାଲିବ। ବୁଡ଼ିଯିବ ଶ୍ରୀକ୍ଷେତ୍ର। ଆଉ ଯେଉଁ ସବୁ ଘଟଣା ଗୋଟି ଗୋଟି କରି ସତ ସତ ହେଉଛି କାରଣ ଏଇ କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ସତ ହେଉଛି।ତେବେ ବର୍ତ୍ତମାନ ସମୟରେ ମାଳିକା ବଚନ ରେ ଆଗତ ଭବିଷ୍ୟତକୁ ନେଇ ଯେଉଁ ସଙ୍କେତ ଦିଆ ଯାଇଥିଲା ତାକୁ ନେଇ ଏକ ବହୁତ୍ ବଡ ତଥ୍ୟ ସାମ୍ନାକୁ ଆସିଛି। ହଁ ଆଜ୍ଞା ହୀରାକୁଦକୁ ନେଇ ଏକ ବହୁତ୍ ବଡ ତଥ୍ୟ ସାମ୍ନାକୁ ଆସିଛି। ଯାହା ଓଡିଶା ବାସୀଙ୍କୁ ବିଚଳିତ କରିବା ସହ ଭୟଭୀତ ମଧ୍ୟ କରିଛି।

ତେବେ ମାଳିକାରେ ବର୍ଣ୍ଣିତ ଅଛି ଚବିଶ ଠାବରେ ହୀରାକୁଦ ଉଛୁଳିବ,ଏ ଓଡ଼ିଶା ଅର୍ଦ୍ଧଭାଗ ଜଳମଗ୍ନ ହେବ। ଓଡ଼ିଶାର ଛଅ ଜିଲ୍ଲା ଜଳମଗ୍ନ ହୋଇ, ଫେରିବାର ବାଟ ନ ପାଇବେ କେହି। ଏହାର ଅର୍ଥ ଚବିଶ ଠାବରେ ହୀରାକୁଦ ନଦୀବନ୍ଧ ଭାଙ୍ଗି ଓଡ଼ିଶାର ଅଧା ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବ।୨୦୨୪-୨୬ ବେଳକୁ ଏମିତି ଏକ ସମୟ ଆସିବ ଯେଉଁଦିନ ହୀରାକୁଦ ବନ୍ଧ ଭୁଷୁଡି ପଡ଼ିବ ଏବଂ ସାତଦିନ ଅନ୍ଧାର ହେବ ଏବଂ ମହାପ୍ରଭୁଙ୍କ ରତ୍ନ ସିଂହାସନକୁ ସମୁଦ୍ର ମେ ଲହରି ଯାଇ ଛୁଇଁବ। ଆଉ ଓଡ଼ିଆର ଅନେକ ଜିଲ୍ଲା ଜଳବନ୍ଦୀ ହୋଇ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।