ସବୁ ସମୟ ଖବର ସାଥିରେ

ମାଳିକା ଦେଲା ଭବିଷ୍ୟତବାଣୀ ! 2029 ମସିହା ବେଳକୁ ଦେଶରେ ପ୍ରଧାନମନ୍ତ୍ରୀ ହେବେ ଜଣେ ଓଡିଆ ବ୍ୟକ୍ତି …ଜାଣନ୍ତୁ କିଏ

0 18

ଆମର ସଂସ୍କୃତି, ପରମ୍ପରା ଆମ ଗ୍ରନ୍ଥ ଓ ସାହିତ୍ୟ ଯାହା ଆମ ସମସ୍ତଂକର ଗାନିମା ଅଟେ ତାହାକୁ ନେଇ ଆମେ ସବୁବେଳେ ଗର୍ବ ଅନୁଭବ କରି ଥାଉ ।ତେବେ କାହିଁ କେତେ କାଳରୁ ସେହି ତାଳପତ୍ରର ରଚନାକୁ ଆମେ ଆଜି ବି ସାଇତି ରଖିଛୁ ସେଥିରେ ଯେଉଁ ମୂଲ୍ୟବାନ ଜିନିଷ ରହିଛି ତାହା ଆଧୁନିକ ଲୋକ ବୁଝିବା ଭାରି କଷ୍ଟ ।

କିନ୍ତୁ ବହୁତ ସମୟରେ ସେହି ଗ୍ରନ୍ଥ ଗୁଡିକର ସାରମର୍ମ ଜାଣି ଆମେ ବିଶ୍ୱାସ କରିଥାଉ ଆମ ପୋଥି ପୁରାଣର କେତେ ମାହାତ୍ମ୍ୟ ରହିଛି ।ତେବେ ସେହି ପୋଥି ଗୁଡିକ ଭିତରୁ “ମାଳିକା” ଅନ୍ୟତମ, ଏଥିରେ ରହିଛି ଆମ ବହୁତ ଭବିଷ୍ୟତରେ ଘଟିବାକୁ ଥିବା ସବୁ ଘଟଣା ବଳୀ ।

ତେବେ କହିବାକୁ ଗଲେ ଆଜକୁ ପ୍ରାୟ ଛଅ ଶହ ବର୍ଷ ଆଗରୁ ତାଳପତ୍ର ପୋଥିରେ ପଞ୍ଚ ସଖା କଳିଯୁଗର ଭବିଷ୍ୟତ କଥା ମାଳିକା ଶାସ୍ତ୍ରରେ ଲେଖିଦେଇ ଥିଲେ ।ମାତ୍ର ଅଚ୍ୟୁତାନନ୍ଦ ସେହି ମାଳିକା କୁ ଖୁବ ସରଳ ଭାଷାରେ ବୁଝେଇ ଲେଖିଥିଲେ ଆଉ ଯାହାକୁ ଆଜିର ଲୋକମାନେ ପଡୁଛନ୍ତି ।ତେବେ ସେତେବେଳେ ପଞ୍ଚ ସଖା ଅନୁମାନ କରି ଲେଖିଥିଲେ କଳି ଯୁଗରେ କଣ କେମିତି ସବୁ ଘଟଣା ଘଟିବ ମାତ୍ର ଆଜି କିନ୍ତୁ ସେହି ସବୁ କଥା ଗୁଡିକ ଧୀରେ ଧୀରେ ବାସ୍ତବରେ ହେବାରେ ଲାଗିଛି ।ତେବେ ଏଠାରୁ ଜାଣି ପାରୁଥିବେ ସେମାନେ କେତେ ଦିବ୍ୟ ଚେତନାର ମହାତ୍ମା ଥିଲେ ।

ଆଉ ଜେବେଠାରୁ ଏହି ମାଳିକା କଥା ଗୁଡିକ ସତ ହେବା ଆରମ୍ଭ ହେଲାଣି ସେବେଠାରୁ ସେଥିରେ କୁହା ଯାଇଥିବା ସବୁ କଥା ନିଶ୍ଚିତ ରୂପେ ପ୍ରତିଫଳିତ ହେବାକୁ ଲାଗିଛି ।ଏହି ଏହି ମାଳିକା ଓ ଭବିଷ୍ୟତ କୁ ନେଇ ଅନେକ ସମୟରେ ଅନେକ କଥା ଶୁଣିବାକୁ ମିଳୁଛି, ତେବେ ନିକଟରେ ସେଥିରୁ ଜଣା ପଡ଼ିଛି କି ଭବିଷ୍ୟତରେ ଭାରତ ଓ ଚୀନ ମଧ୍ୟରେ ଘମାଗୋଟ ଯୁଦ୍ଧ ହେବ ।ଆଉ ଶେଷରେ ଭାରତ ନିଜର ଅଖଣ୍ଡତା ବଜେଇ ରଖିବା ସହିତ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା, ନେପାଳ ଆଦି ଭାରତ ସହ ମିଶି ନିଜର ଅଖଣ୍ଡତା ବଜାଇ ରଖିବେ ।

ଏହା ସହିତ 2029 ମସିହା ବେଳକୁ ଭାରତର ପ୍ରଧାନମନ୍ତ୍ରୀ ଜଣେ ଓଡ଼ିଆ ପୁଅ ହେବେ,ସେ ନିଜର କୌଶଳ, ବୁଦ୍ଧିମତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସାରା ଦେଶରେ ଏକ ସ୍ବତନ୍ତ୍ରତା ଓ ଏକତା ସ୍ଥାପନ କରିବେ ।ତେବେ ଏହି ସବୁ କଥା ସତ୍ୟଭଞ୍ଜ ନାମକ ଗୋଟିଏ ୟୁଟ୍ୟୁବ ଚେନାଲ ରୁ ଜାଣିବାକୁ ମିଳିଛି ତେବେ ଏହି ଚେନେଲ କେବଳ ମାଳିକାରେ ଥିବା କଥା ଉପରେ ହିଁ ଆଲୋକପାତ କରୁଛି ଆଉ ଜନସମାଜ ଅବଗତ କରୁଛି ।ତେଣୁ ଆପଣ ସମସ୍ତେ ଜାଣିବା ଦରକାର କି ଭବିଷ୍ୟତ ଦିନକୁ ଦିନ ଖୁବ ଖରାପ ଦିଗରେ ଗତି କରୁଛି ଆମେ ସବୁ ଜାଣି ଯଦି ନିଜକୁ ଠିକ ମାର୍ଗକୁ ନଆଣିବା ତେବେ ଏହାଠାରୁ ମୂର୍ଖାମୀ କଣ ହେଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।