ସବୁ ସମୟ ଖବର ସାଥିରେ

ମାଳିକା ବଡ ଭବିଷ୍ୟବାଣୀ ! ଏହି ତାରିଖରେ ଭୁବନେଶ୍ୱର ରେ ରାତି 12 ଟାରେ ଶୁଭିବ ଗର୍ଜନ, ଶେଷରେ ମିଳିଲା ଫାଇନାଲ ଡେଟ ଦେଖନ୍ତୁ ଏବଂ ସଚେତନ କରାନ୍ତୁ

0 37

ବନ୍ଧୁମାନେ ମାଳିକା ଯେଉଁ ଥିରେ କଳିଯୁଗର ଅନ୍ତ ବିଷୟରେ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ରଚନା କରି ଯାଇଛନ୍ତି ତେବେ ସମୟ ବଡିବା ଭିତରେ ସେହି ପୁସ୍ତକରେ କୁହାଯାଇଥିବା କଥା ଗୁଡିକ ସତରେ ବି ପରିଣତ ହେବାରେ ଲାଗିଛି ।ତେବେ ଏହି ସବୁ ପରିସ୍ଥିତି କୁ ଦେଖି ଲୋକମାନେ ଭାବୁଛଂୟୀ କି ସତରେ କଣ ଏହା ପୃଥିବୀ ଧ୍ୱଂସ ହେବାର ସଙ୍କେତ ଯାହା ମାଳିକରେ ରହିଛି ।

ତେବେ ବହୁତ ସମୟରେ ବହୁତ କଥା ଜାଣିବାକୁ ମିଳିଥାଏ ଏହି ମାଳିକା ପୁସ୍ତକରୁ ,ତେବେ ନିକଟରେ କିଛି ଏମିତି ଶୁଣିବାକୁ ମିଳିଛି ଏହି ମାଳିକାରୁ ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ତେବେ ସେହି ମାଳିକାରେ କୁହାଯାଇଛି କି 2026 ମସିହାରେ ମାଡି ଆସିବ ଭୟଙ୍କର ବାତ୍ୟା ଆଉ ଯାହାର ସାମ୍ନା କରିବାକୁ କାହା ପାଖରେ ସାମର୍ଥ୍ୟ ନଥିବ ।ତେବେ ସେହି ବାତ୍ୟାରେ ଭାଙ୍ଗିବ ହୀରାକୁଦ ବନ୍ଦର ଆଉ ସମୁଦ୍ର ଭିତରୁ ବାହାରି ଆସିବ ବିଶାଳ ଚିଥଲ ମାଛ ଆଉ ଏହି ମାଛ ହୀରାକୁଦ ଦେଇ ଯାଇ ରାହାମା ଠାରେ ମାଆ ଶାରଳାଙ୍କୁ ଦର୍ଶନ କରିବ ତାପରେ ସେହି ମାଛ ଛତିଆ ମଠରେ ପହଞ୍ଚିବ ଆଉ ସେହିଠାରେ ହିଁ ମାଛଟି ନିଜର ପ୍ରାଣ ଛାଡିବ । ଆଉ ମାଳିକା ଅନୁସାରେ ସେହି ମାଛର ଅସ୍ତିରେ ନୂଆ କବାଟ ଓ ପୋଲ ତିଆରି ହେବ ହୀରାକୁଦ ଡ୍ୟାମରେ ।

ହୀରାକୁଦ ଡ୍ୟାମ କୁ ନେଇ କୁହାଯାଏ କି ଏହି ବନ୍ଦର 1947 ମସିହାରେ ଆରମ୍ଭ ହେଇଥିଲା ଆଉ ସେହି କାର୍ଯ୍ୟ ଦୀର୍ଘ ଦିନ ଯାଏ ଚାଲିଥିଲା ଓ ଦୀର୍ଘ 10 ବର୍ଷ ଲାଗି ଯାଇଥିଲା ଏହାକୁ ନିର୍ମାଣ କରିବାରେ ତେବେ 1957 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଇଥିଲା ।ଆଉ ଏହି ବନ୍ଦର ଏବେ ପୁରୁଣା ହେବାକୁ ବସିଲାଣି ତେଣୁ ସେହି ବାତ୍ୟାରେ ରହି ବନ୍ଦର ଭାଙ୍ଗି ଯିବ ।

ତେବେ ସବୁଠାରୁ ବଡ଼ କଥା ହେଲା କି ମାତ୍ର ଆଉ ଚାରିଟି ବର୍ଷ ପରେ ଏମିତି ପରିସ୍ଥିତି ବାସ୍ତବରେ ରୂପରେ ଆମ ଆଗକୁ ଏସ୍ସିବି ଯାହାକୁ ଭାବିଲା ବେଳକୁ ଦେହ ସିଂହରି ଉଠୁଛି ।ତେବେ ସତରେ କଣ ଏହି ସମୟରେ ପ୍ରଥିବୀର ଅନ୍ତ ଘଟିବ,ତେବେ ଏସବୁ ବିଷୟରେ ମସଲିକାରେ ଟିକନିକ କୁହାଯାଇଛି ।କିନ୍ତୁ ଆଗରୁ ଯେଉଁ କଥା ଗୁଡିକ ମାଳିକା ଅନୁସାରେ କୁହାଯାଇଛି ତାହା କେତେ ଦୂର ବାସ୍ତବତା ର ରୂପ ନେଇଛି ତାହା ଆପଣ ଜାଣି ପାରୁଥିବେ ।ଆଉ ଏହି କଥା କେମିତି କଣ ହେବ ତାହା ସମୟ ଆସିଲେ ଜାଣିହେବ ।ତେବେ ମାଳିକାର ଏହି କଥା ଶୁଣିଲା ପରେ ଲୋକମାନେ ଖୁବ ଡରି ଯାଇଛନ୍ତି,ତେବେ ଯଦି ଏହାକୁ ଭାବି ଲୋକମାନେ ଠିକ ରାସ୍ତା ଓ ଉଚିତ କର୍ମ କରନ୍ତେ ତାହେଲେ ହୁଏତ ଏମିତି କିଛି ପରିସ୍ଥିତି ଉପୁଜି ନପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।