ସବୁ ସମୟ ଖବର ସାଥିରେ

ମହଙ୍ଗା ପଡିଲା ଭାଉଜ ପ୍ରେମ…. ସୋସିଆଲ ମିଡିଆରେ ନିଆଁ ଭଳି Video ହେଲା ଭାଇରାଲ….

0 15

ବନ୍ଧୁମାନେ ଆଜିକାଲି ସୋସିଆଲ ମେଡିଆରେ ଦେଖିବାକୁ ମିଳୁଥିବା ଘଟଣା ଗୁଡିକ ଖୁବ ଚର୍ଚ୍ଚାରେ ରହିଥାଏ ।ଯେମିତି ଜଣେ ଦେଖୁ ନାହାଁନ୍ତି ଜଣେ 27 ବର୍ଷର ବିବାହିତା ମହିଳାଙ୍କୁ ଜଣେ 24 ବର୍ଷର ଯୁବକ ଭଲପାଇ କେମିତି ହଟହଟା ହେଇଛନ୍ତି ।ଆଉ ଏହି ଘଟଣା ବିଷୟରେ ଏବେ ସୋସିଆଲ ମେଡିଆରେ ପୋଷ୍ଟ ହେବା ଠାରୁ ସବୁଆଡେ ଆଲୋଚନା ର ବିଷୟ ପାଲଟିଛି ।ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ସୂଚନା ଜାଣିଲେ ଆପଣଙ୍କ ହୋସ ଉଡିଯିବ ଆଉ ସେହି ମହିଲାଓ ଯୁବକଙ୍କୁ କଣ କହିବେ ତାହା ଆପଣ ଜାଣି ପାରିବେ ।

ତେବେ ଆମ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ କୁହାଯାଏ କିନ୍ତୁ ଆଜିର ସମାଜରେ ଏହା ଏକ ହାସ୍ୟାସ୍ପଦ କଥା ପାଲଟି ଯାଇଛି ।ନୀତିଦିନ କୋଉଠି ନା କୋଉଠି ଏହି ବିବାହକୁ ନେଇ ନୂଆ ନୂଆ ଓ ଆଶ୍ଚର୍ଯ୍ୟ କର ଘଟଣା ସବୁ ଦେଖିବାକୁ ମିଳୁଛି ଆଉ ସେହି ଘଟଣା ଗୁଡିକ ଦେଖିବା ପରେ ଆହୁରି ଲୋକମାନେ ସେମିତି ଲଜ୍ଜା ଜନକ କାମ କରିବା ପାଇଁ ସାହସ କରୁଛନ୍ତି ।

ଆଉ ଏହି ଘଟଣାରେ ଆପଣ ଜାଣି ପାରିବେ କେମିତି ଦିନକୁ ଦିନ ଦେଖିବାକୁ ମିଳୁଥିବା ଖରାପ ଘଟଣା ଗୁଡିକର ପ୍ରଭାବ ବଡିବାରେ ଲାଗିଛି ।ତେବେ ଆଜିର ଏହି ଘଟଣାରେ ଆପଣ ଦେଖିପାରିବେ ଜଣେ ବିବାହିତ ମହିଳାଙ୍କୁ ଯିଏ ତାଙ୍କ ପ୍ରେମିକକୁ ବିବାହ କରିବା ପାଇଁ ଥାନାର ଦ୍ୱାରସ୍ତ ହେଇଛନ୍ତି ।ଆପଣ ଏହି ଭିଡ଼ିଓରେ ଦେଖି ପାରିବେ ଜଣେ ମହିଳା ମୁଣ୍ଡରେ ସିନ୍ଦୁର ଓ ହାତରେ ଶଂଖା ପିନ୍ଧିଛନ୍ତି କିନ୍ତୁ ହାତରେ ଶଂଖା, ସିନ୍ଦୁର, ଫୁଲମାଳ ଧରି ଆସିଛନ୍ତି ନିଜ ପ୍ରେମିକକୁ ବିବାହ କରିବା ପାଇଁ ।

ତେବେ ଜାଣିବା ଅନୁସାରେ ମହିଳା ଜଣକ 27 ବର୍ଷ ବିବାହିତା ଓ ତାଙ୍କର ଦୁଇଟି ପିଲା ବି ରହିଛି କିନ୍ତୁ ତାଙ୍କର ତାଙ୍କ ଠାରୁ ପିଲା ଦୁଇଟିକୁ ଅଲଗା କରି ସ୍ୱାମୀ ନେଇ ଯାଇଛନ୍ତି ।ଆଉ ତାପରେ ସେହି ମହିଳା ଜଣେ 24 ବର୍ଷର ଯୁବକ ସହିତ ଦୀର୍ଘ 2 ବର୍ଷ ହେଲା ପ୍ରେମ ସମ୍ପର୍କରେ ରହିଥିଲେ ଓ ସେହି ଯୁବକ ତାଙ୍କୁ ବିବାହ କରିବେ ବୋଲି କହିଥିଲେ ।କିନ୍ତୁ ନିକଟରେ ଯୁବକ ଜଣକ ନିଜ ଘର ଲୋକଙ୍କ କଥାରେ ବିବାହ କରିବାକୁ ଯାଇଥିଲେ କିନ୍ତୁ ମହିଳା ସେହି ଯୁବକ ମନ୍ଦିରରୁ ନେଇ ଆସିଥିଲେ ।

ତାପରେ ଥାନାରେ ଆସି ସେ ଯେମିତି ବି ହେଉ ସେହି ଯୁବକକୁ ବିବାହ କରିବେ ବୋଲି କହିଥିଲେ ।ତେବେ ମହିଳା କଣ ଯାହା କହୁଛନ୍ତି ତାହା ଆଶ୍ଚର୍ଯ୍ୟ କରୁଛି କି ଯଦି ଜଣେ 50 ବର୍ଷର ବୁଡ଼ା 25 ବର୍ଷର ଯୁବତୀକୁ ବିବାହ କରି ପାରୁଛି ତେବେ ସେ କାହିଁକି ବିବାହ କରିପାରିବେ ନାହିଁ ।ଏହାପରେ ବି ଯେଉଁ ସବୁ କଥା ସେ କହିଛନ୍ତି ସେ କଥା ବି ଶୁଣନ୍ତୁ, ତେବେ କହିଲେ ଦେଖି ପ୍ରେମ ବିବାହ ଏହା ଦୁଇଟି ପବିତ୍ର ସମ୍ପର୍କ କିନ୍ତୁ ଏହା ଭିତରେ ଏକ ଉପଯୁକ୍ତ ବୟସର ସୀମା ରହିଥାଏ କିନ୍ତୁ ଏହି ସବୁ ଘଟଣା ଗୁଡିକ ପାଇଁ ଆଜି ଏହି ସମ୍ପର୍କକୁ ବିଭିନ୍ନ ଲଜିତ ଘଟଣା ଘଟିବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।