
Intresting Gk Question – ମହାଭାରତର ଶକୁନି କେଉଁ ରାଜ୍ୟର ରାଜା ଥିଲେ ?
ବନ୍ଧୁଗଣ ଆପଣ ଜାଣୁଥିବେ ନିଶ୍ଚିତ ଯେ ଆଜିର ଛାତ୍ର ଛାତ୍ରୀ ମନକୁ କୌଣସି ପ୍ରଶାସନିକ କ୍ଷେତ୍ର ହେଉ କିମ୍ବା ଯେକୌଣସି କ୍ଷେତ୍ରରେ ଚାକିରୀ କରିବା ପାଇ ସେମାନଙ୍କୁ ବହୁତ କଷ୍ଟ କରିବା ପାଇଁ ପଡୁଛି |ତେଣୁ ଦିନ ରାତି ବହୁତ କଷ୍ଟ କରି ପିଲାମାନେ ପାଠ କରୁଛନ୍ତି, କୌଣସି କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ହେଲେ ସେମାନଂକୁ ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ହେବ |ମୁଁ ଆଜି ଆପଣକୁ ପୌରାଣିକ ବିଷୟରେ କିଛି ପ୍ରଶ୍ନ ଉତ୍ତର ଜଣେଇବି, ଯାହା ଆପଣଙ୍କ ଜୀବନରେ ଅନେକ କ୍ଷେତ୍ରରେ କାମରେ ଲାଗିବ |ତେବେ ଆସନ୍ତୁ ଜାଣିବା ଏହିପରି କିଛି ପ୍ରଶ୍ନ ଗୁଡିକ ବିଷୟରେ |
1-ମହାଭାରତ ଯୁଦ୍ଧ୍ୟ କେତେ ଦିନ ଧରି ଲାଗି ରହିଥିଲା ?
ଉତ୍ତର -18ଦିନ
2-ମହାଭାରତରେ କୌରବ ମାନଙ୍କ ପିତାଙ୍କ ନାମ କଣ ଥିଲା ?
ଉତ୍ତର -ଧୃତରାଷ୍ଟ୍ର
3-ମହାଭାରତରେ ଦୁର୍ଯ୍ୟୋଧନଙ୍କ ଭଉଣୀଙ୍କ ନାମ କଣ ଥିଲା ?
ଉତ୍ତର -ଦୁଃଶାଲା
4-ଦୁର୍ଯ୍ୟୋଧନଙ୍କ ଭଉଣୀ ଦୁଃଶାଲା କାହାକୁ ବିବାହ କରିଥିଲେ ?
ଉତ୍ତର -ଜୟଦ୍ରଥ
5-ମହା ଭାରତରେ କର୍ଣ୍ଣଙ୍କ ପ୍ରଥମ ପତ୍ନୀଙ୍କ ନାମ କଣ ଥିଲା?
ଉତ୍ତର -ତାଙ୍କର ପ୍ରଥମ ସ୍ତ୍ରୀ ଵୃଶାଲୀ
6-ମହାଭାରତରେ ପାଣ୍ଡଵ ମାନଙ୍କ ମଧ୍ୟରୁ କୁନ୍ତିଙ୍କ ପ୍ରିୟ ପୁତ୍ର କିଏ ଥିଲେ ?
ଉତ୍ତର -ଅର୍ଜୁନ
7-ମହାଭାରତରେ ଅଭିମନ୍ୟୁଙ୍କ ପୁତ୍ରାଙ୍କ ନାମ କଣ ଥିଲା ?
ଉତ୍ତର -ପରୀକ୍ଷିତ
8-ଦୁର୍ଯ୍ୟୋଧନଙ୍କ ମାମୁଁ ଶକୁନି କେଉଁ ରାଜ୍ୟର ରାଜା ଥିଲେ ?
ଉତ୍ତର -ଗାନ୍ଧାର
9-ମହାଭାରତରେ ପିତାମହ ଭୀଷ୍ମଙ୍କ ପାଖରେ ଥିବା ଶଙ୍ଖର ନାମ କଣ ଥିଲା ?
ଉତ୍ତର -ପାଣ୍ଡ୍ରିକ
10-ପିତାମହ ଭୀଷ୍ମଙ୍କ ପିଲା ଦିନର ନାମ କଣ ଥିଲା ତାଙ୍କୁ କଣ ବୋଲି ଡାକୁଥିଲେ ?
ଉତ୍ତର -ଦେବବ୍ରତ
11-ଜନ୍ମରେ ବ୍ରାହ୍ମଣ ହୋଇଥିଲେ ମଧ୍ୟ ଜୀବନରେ କ୍ଷତ୍ରିୟ ଧର୍ମ କିଏ ପାଳନ କରିଥିଲେ?
ଉତ୍ତର -ଦ୍ରୋଣାଚାର୍ଯ୍ୟ
12-ଅର୍ଜୁନଙ୍କୁ କେଉଁ ବ୍ୟକ୍ତି ଗାଣ୍ଡିବ ଧନୁ ଉପହାର ଦେଇଥିଲେ ?
ଉତ୍ତର -ଅଗ୍ନିଦେବ
13-କର୍ଣ୍ଣଙ୍କୁ କେଉଁ ବ୍ୟକ୍ତି ବିଜୟ ଧନୁ ଉପହାରରେ ଦେଇଥିଲେ ?
ଉତ୍ତର -ପର୍ଶୁରାମ
14-ମହାଭାରତରେ ସୂର୍ଯ୍ୟଙ୍କ ସହିତ କର୍ଣ୍ଣଙ୍କର କି ସମ୍ପର୍କ ରହିଥିଲା ?
ଉତ୍ତର -ପିତା ପୁତ୍ରର ସମ୍ପର୍କ
15-କର୍ଣ୍ଣାଙ୍କୁ କବାଜ କୁଣ୍ଡଳ କାହା କୃପାରୁ ପ୍ରାପ୍ତ କରିଥିଲେ ?
ଉତ୍ତର -ସୂର୍ଯ୍ୟ ଦେବତାଙ୍କ କୃପାରୁ
16-କର୍ଣ୍ଣାଙ୍କ ନିକଟରୁ କବାଜ କୁଣ୍ଡଳ ଦାନ ସୂତ୍ରରେ ମାଗିବା ପାଇ କିଏ ବ୍ରାହ୍ମଣ ବେଶରେ କିଏ ଆସିଥିଲେ ?
ଉତ୍ତର -ଇନ୍ଦ୍ର
17-ମହାଭାରତର ଶକୁନି କେଉଁ ରାଜ୍ୟର ରାଜା ଥିଲେ ?
ଉତ୍ତର – ଗାନ୍ଧାର
18-ମହା ଭାରତରେ ପିତା ମହ ଭୀଷ୍ମଙ୍କୁ ଇଚ୍ଛା ମୃତ୍ୟୁ ବର କିଏ ପ୍ରଦାନ କରିଥିଲେ ?
ଉତ୍ତର -ଶାନ୍ତନୁ
19-ଅର୍ଜୁନଙ୍କୁ ପଶୁପତ ନାମକ ଅସ୍ତ୍ର କିଏ ପ୍ରଦାନ କରିଥିଲେ?
ଉତ୍ତର -ଶିବ
20-ପିତାମହ ଭୀଷ୍ମ ଓ ପର୍ଶୁରାମଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ସେହି ଯୁଦ୍ଧରେ ଉଭୟଙ୍କ ମଧ୍ୟରୁ କିଏ ହାରିଥିଲା ?
ଉତ୍ତର -ପର୍ଶୁରାମ
21-କୌରବ ଓ ପାଣ୍ଡଵ ସମସ୍ତ ଭାଇମାନେ କାହାଙ୍କ ପାଖରୁ ବିଦ୍ୟା ଶିକ୍ଷା କରୁଥିଲେ ?
ଉତ୍ତର -ଦ୍ରୋଣାଚାର୍ଯ୍ୟ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।