ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଭିଡିଓ – ଆଳତି ସମୟ ରେ ଜୀବନ୍ତ ହେଲେ ମା କାଳୀ ହାତ ଟେକି ଦେଲେ ଆଶୀର୍ବାଦ, ମନରେ ଭକ୍ତିଥିଲେ ଲେଖନ୍ତୁ ଜୟ ମା” କାଳୀ……

0 159

ଦେଶରେ କିଛି ଲୋକ ଅଛନ୍ତି ଯେଉଁ ମାନେ ଭଗବାନ ଏ ଭାରତ ଦେଶରେ ଅଛନ୍ତି ବୋଲି ବହୁତ ମାନୁ ଛନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁ ମାନେ ଭଗବାନ ଅଛନ୍ତି ବୋଲି ସେମାନେ ମାନି ନ ଥାନ୍ତି । କିନ୍ତୁ ପ୍ରକୃତ କଥା ମାନିଲେ ଠାକୁର ନ ମାନିଲେ ପଥର । ଅର୍ଥାତ ଆପଣ ଯଦି ପଥର କୁ ମାନିବେ ଠାକୁର ତାହାଲେ ସେ ପଥର ମଧ୍ୟ ଦିନେ ଆପଣଙ୍କ ପାଇଁ ଠାକୁର ହୋଇ ଯିବ । ତେବେ ଆଜି ଆମେ ଏକ ଇଦାହରଣ ଦେଉଛୁ ।

ଆପଣ ମାନେ ଓଡିଶା ର ସାରଥୀ ବାବା ଙ୍କୁ ଜାଣି ଥିବେ , ଯିଏକି ନିଜ ମ୍ୟାଜିକ ବଳ ରେ ହାତ ରୁ ବିଭୁତି ବାହାର କରୁ ଥିଲେ , ଆଉ ପାଦ ରୁ ମଧ୍ୟ ମହୁ ଝରାଉ ଥିଲେ । କିନ୍ତୁ ଲୋକ ମାନେ ତାଙ୍କୁ ବହୁତ ବିଶ୍ୱାସ ର ସହିତ ପୂଜା କରୁ ଥିଲେ , ସେଥି ପାଇଁ ଲୋକ ମାନେ ତାଙ୍କୁ ଯାହା ମାଗି ଛନ୍ତି ତାହା ପାଇ ଛନ୍ତି । ତେଣୁ କଥାରେ ଅଛି ବିଶ୍ୱାସ ହିଁ ଭଗବାନ ।

ତେବେ ସେହି ବିଶ୍ୱାସ କୁ ନେଇ ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ମଧ୍ୟ ଆପଣ ବିଶ୍ୱାସ କରି ପାରିବେ ନାହିଁ । ଘଟଣା ଟି ଦେଖିବା ପାଇଁ ମିଳିଛି ଯାଜପୁର ଜିଲ୍ଲା ରେ । ଯାଜପୁର ଜିଲ୍ଲା ରେ ଏକ ମଂଦିର ରହିଛି । ତେବେ ସେହି ମଂଦିର ଟି ଘଞ୍ଚ ଜଙ୍ଗଲ ଭିତରେ ରହିଛି । ଯାହା ଫୋଳରେ ଲୋକେ ସେଠି ପ୍ରତେକ ଶନିବାର ଦିନ ପୂଜା ପାଇଁ ଯାଇ ଥାନ୍ତି ।

ପାଖା ପାଖି ସେଠାରେ 300 ଲୋକ ପ୍ରତେକ ଦିନ ମା କାଳି ଙ୍କୁ ପୂଜା କରିବା ପାଇଁ ଆସି ଥାନ୍ତି । ସେଥି ପାଇଁ ସେଠାରେ ବହୁତ ଭିଡ ଲାଗି ଥାଏ । ଏମିତି ପ୍ରତେକ ଦିନ ଲୋକେ ସେଠାକୁ ଆସନ୍ତି କିନ୍ତୁ ଶନି ବାର ଦିନ ଅଧିକ ଲୋକ ଆସି ଥାନ୍ତି ।
କିନ୍ତୁ ସେ ମନ୍ଦିର ଭିତରକୁ କେବଳ ଯିଏ ପୂଜା କରିବ କେବଳ ସେହି ଯିବ । ଅନ୍ୟ ଲୋକ ମାନେ ସେହି ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ ।

କିନ୍ତୁ ସେଠାରେ ଥରେ ଆଳତି ସମୟରେ ମାତା କାଳି ବାହାରି ଆସି ଥିଲେ । ଅର୍ଥତ ଜଣେ ସ୍ତ୍ରୀ ଲୋକ ଉପରେ ସବାର ହୋଇ ଥିଲେ । ତେବେ ମା କାଳି କହି ଥିଲେ ଯେଉଁ ମାନେ ମୋ ଦ୍ୱାର କୁ ଆସୁଛ ସେମାନେ କେବେ ହେଲେ ଖାଲି ହାତ ରେ ଯିବ ନାହିଁ , ମୁଁ ତୁମ ସାଙ୍ଗରେ ସବୁ ସମୟରେ ଅଛି । ଏହା ଶୁଣି ଜଣେ ଲୋକ ଭିଡିଓ କରି ଥିଲେ ଯାହା ଆଜି ବହୁତ ଚର୍ଚା ର ବିଷୟ । ତେବେ ମନ୍ଦିର ଟିର ନାମ ଥିଲା ମା କଳିକା ଅବତାର ମନ୍ଦିର । ତେବେ ଏହି ସମୟରେ ଏହି ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।