ସବୁ ସମୟ ଖବର ସାଥିରେ

ଦେଖନ୍ତୁ Shocking ଭିଡ଼ିଓ : ମା କାଳିଜାଇ ବଞ୍ଚେଇ ଦେଲେ… ନହେଲେ କଣ ଯେ ହୋଇଥାନ୍ତା…

0 3

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ଭାଇରାଲ ହେଉଥିଵା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଓଡ଼ିଶାର ଘରେ ଘରେ ପରିଚୟ ସୃଷ୍ଟ କରିଥିବା ସମସ୍ତଙ୍କର ପ୍ରିୟ ଓଡ଼ିଆ ଭ୍ଲୋଗର ରୁପା ଓ ପିଣ୍ଟୁ ଙ୍କର ଭାଇରାଲ ହେଉଥିବା ଭିଡ଼ିଓ | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ସେମାନେ ବେଶ ସୁନ୍ଦର ଭାବରେ ଭାଇରାଲ ହେବାକୁ ଲାଗିଛି ସେମାନଙ୍କର କାଳିଜାଇ ଭ୍ରମଣ ର ଭିଡ଼ିଓ | ଆଉ ଯେଉଁଠି ମା କାଲି ଜାଇ ଙ୍କର ନାଁ କୁ ନେଇକି ସେମାନେ ବର୍ତ୍ତମାନ ନୌକା ରେ ବସିଛନ୍ତି | ତାହା ସହିତ ବେଶ ଖୁସି ରେ ଇଞ୍ଜୟ ମଧ୍ୟ କରୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ରୁପା ଓ ପିଣ୍ଟୁ ଙ୍କର ଏହି ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ପୂର୍ବରୁ ରୁପା ଓ ପିଣ୍ଟୁ ଙ୍କର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ମା ଙ୍କର ଦର୍ଶକ ପାଇଁ ସମସ୍ତ ପରିବାର ର ସଦସ୍ୟ ମାନଙ୍କ ସହିତ ସେମାନେ ବାହାରି ଯାଇଛନ୍ତି କାଳିଜାଇ ଙ୍କର ଦର୍ଶନ କରିବା ପାଇଁ ବୋଲି କୁହାଯାଉଛି | ଆଉ ତାହା ସହିତ ଦେଖିବାକୁ ମିଳିଛି କି ସେମାନେ ପ୍ରଥମେ ବୋଟ ରେ ବସିକି ବାହାରି ଯାଇଛନ୍ତି କାଲି ଜାଇ ଙ୍କର ଦର୍ଶକ ପାଇଁକି | ଆଉ ପ୍ରଥମେ ମା ଙ୍କର ନାଁ କୁ ନେଇକି ମା ଙ୍କର ପ୍ରାସାଦ ମଧ୍ୟ ସେବନ କରିଛନ୍ତି |

ଆଉ ତାହା ସହିତ କୁହାଯାଉଛି କି ସେମାନେ ପରିବାର ଙ୍କ ସହିତ ବେଶ ଖୁସି ରେ ମଧ୍ୟ ସେମାନେ ପରିବାର ସହିତ ବୁଲିବା ପାଇଁ ଲାଗିଛନ୍ତି | ଆଉ ପ୍ରଥମେ ସେମାନେ ମା କାଳିଜାଇ ଙ୍କର ଦର୍ଶନ କରିବାକୁ ଲାହିଛନ୍ତି ଆଉ ତାହା ପରେ ସେମାନେ ମା ଙ୍କୁର ମନ୍ଦିରରେ ମା ଙ୍କୁ ଦର୍ଶକ କରି ଖୁସି ମଧ୍ୟ ହେବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ମା ଙ୍କ ପାଖରୁ ଦର୍ଶକ ପରେ ମଧ୍ୟ ସେମାନେ ନୌକାରେ ବସିକି ଘରକୁ ଫେରିବାକୁ ଲାଗିଛନ୍ତି |

ଆଉ ତାହା ସହିତ ସେମାନେ ଘରକୁ ଫେରିବା ସମୟରେ ଦେଖିବାକୁ ମିଳିଥିଲା କି ନୌକାରେ ବସି ଆସିବା ସମୟରେ ସନ୍ଧ୍ୟା ସମୟ ହୋଇ ଯାଇଥିଲା ଆଉ ଚାରିଆଡେ ଅନ୍ଧାର ମଧ୍ୟ ହୋଇଯାଇଥିଲା | ତେବେ ସେମାନେ କେବଳ ମା ଙ୍କର ନାଁ କୁ ନେଇକି ନଦୀ ପାର ହୋଇଛନ୍ତି ଅନ୍ଧାର ରାତିରେ ବୋଲି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା | ଆଉ ଯାହା ବର୍ତ୍ତମାନ ଏହି ରୁପା ପିଣ୍ଟୁ ଙ୍କର ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।