
ଦେଖନ୍ତୁ Viral ଭିଡ଼ିଓ- ମଦ ପିଇ ମାତାଲ ହେଲେ ଛାତ୍ରୀ || ସ୍କୁଲ ଛାତ୍ରୀ ଚଳନ୍ତା ବସ୍ ଭିତରେ ମଦ ପିଇ କେମିତି କରୁଛନ୍ତି ଅଶାଳୀନ ବ୍ୟବହାର …ଭଲକରି ଏ ଭିଡିଓ କୁ ଦେଖନ୍ତୁ
ଆପଣ ସୋସିଆଲ ମିଡ଼ିଆ ଅନେକ ଭିଡ଼ିଓ ଦେଖି ଥିବେ ଯେଉଁଥିରେ ଲୋକେ ଅଛନ୍ତି ମଦ ପିଇ ଅତି ଲଜ୍ୟା ଜନକ କାର୍ଯ୍ୟ କରି ନିନ୍ଦା ପାଇ ଥାଆନ୍ତି | ଏହା ସହିତ ରାସ୍ତା ରେ ଅନେକ କାଣ୍ଡ ମଧ୍ୟ କରୁଥିବାର ଭିଡ଼ିଓ ଆଖି ସାମ୍ନା କୁ ଆସି ଥାଏ, ସେ ପୁରୁଷ ହେଉ କି ମହିଳା ହେଉ | କିନ୍ତୁ ଆଜି ଏଭଳି ଘଟଣା ସମ୍ପର୍କ ଆମେ ଆପଣ ଙ୍କୁ ଜଣାଇବୁ ଯାହାକୁ ଶୁଣିଲେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଘଟଣା ଟି କୁ ଖୁବ ନିନ୍ଦା କରିବେ |
ନିଶା ହେଉଛି ମଦ ପିଇବା ଆଉ ପେଶା ହେଉଛି ପାଠ ପଢିବା, ଢକ ଢକ କରି ମଦ ପିଉଛନ୍ତି ଏହି ଦୃଶ୍ୟ କୁ ଦେଖିଲେ ଆପଣ ସହଜ ରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ, କିନ୍ତୁ ବାସ୍ତବ ରେ ଏହି ଘଟଣା ଟି ପୁରା ସତ ଅଟେ | ଘଟଣା ଟି ହେଉଛି କିଛି ଛାତ୍ରୀ ମିଶି ଢକ ଢକ କରି ମଦ ପିଇ ଯାଉଛନ୍ତି ଆଉ ସମସ୍ତେ ସେହି ସମୟରେ କେବଳ ମଦ ପିଇବାରେ ହିଁ ବ୍ୟସ୍ତ ଅଛନ୍ତି | ନିଶା ଏମିତି ଧରିଛି ଯେ ରାସ୍ତା ଘାଟ ଏମାନେ କିଛି ମଧ୍ୟ ମାନୁ ନାହାଁନ୍ତି | ଚଳନ୍ତା ବସ ରେ କିଛି ଛାତ୍ରୀ ମଦ ପିଉ ଥିବାର ଦେଖିବାକୁ ମିଳିଛି |
ଏଭଳି ଏକ ଲଜ୍ୟା ଜନକ ଦୃଶ୍ୟ ତାମିଲନାଡୁ ର ଚେଙ୍ଗୁଲପାଟି ଜିଲ୍ଲା ରେ ହିଁ ଘଟିଛି ଆଉ ବର୍ତ୍ତମାନ ସମୟରେ ଏହି ଉଦ୍ଧତ ଛାତ୍ରୀ ମାନଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ସୋସିଆଲ ମିଡ଼ିଆ ରେ ପୋଷ୍ଟ ହୋଇ ଥିବା ଏହି ଭିଡ଼ିଓ କୁ ବସ ଭିତରୁ ହିଁ ମୋବାଇଲ ଯୋଗେ ଏହାକୁ ସୁଟିଂ କରାଯାଇଛି | ଭିଡ଼ିଓ ରେ କିଛି ଛାତ୍ରୀ ବିୟର ବୋତଲ ଧରି ଏହାକୁ ଜଣଙ୍କ ପରେ ଜଣେ ଢକ ଢକ କରି ପିଉ ଥିବାର ଦେଖିବାକୁ ମିଳିଛି | ଏମାନେ ସମସ୍ତେ ଚେଙ୍ଗଲପାଟି ରେ ଥିବା ଗୋଟିଏ ସରକାରୀ ସ୍କୁଲ ର ଛାତ୍ରୀ ମାନେ ବୋଲି କୁହା ଯାଉଛି |
ପ୍ରାଥମିକ ଅବସ୍ଥା ରେ ଏହି ଭିଡ଼ିଓ ଟି ଖୁବ ପୁରୁଣା ବୋଲି କୁହା ଯାଉ ଥିଲ କିନ୍ତୁ ପରେ ଏହି ଘଟଣା ଏହି ଭିତରେ ଘଟିଛି ବୋଲି ସ୍ପଷ୍ଟ ହୋଇଛି | ଘଟଣା ଟିର ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି ଏବଂ ଏଥି ସହିତ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି | ଏହି ଘଟଣା ଟିର ଭିଡ଼ିଓ ଦେଖିବା ପରେ ଅନେକ ଏହାକୁ ପ୍ରତିକ୍ରିୟା ରେ ନିନ୍ଦା କରିଛନ୍ତି | ଯଦି ଏହି ଛାତ୍ରୀ ମାନେ ହିଁ ଏଭଳି କାଣ୍ଡ କରିବେ ତେବେ ଦେଶ ର ଭବିଷ୍ୟତ ଆଗକୁ ଯେ କଣ ହେବ ତାହା ଚିନ୍ତା ମଧ୍ୟ କରି ହେଉ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।