ସବୁ ସମୟ ଖବର ସାଥିରେ

ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ ! ପାଥିରୁ ନୂଆ ସଂକେତ “ଯାଜପୁର ରୁ କଟକ” ଘଟିବାକୁ ଯାଉଛି ସମସ୍ତଙ୍କ ଛାତି ଥରିଲା ଭଳି ଦୃଶ୍ୟ …ମାଳିକାକୁ ବିଶ୍ବାସ କରୁନଥିବା ବ୍ୟକ୍ତି ଦେଖନ୍ତୁ ନାହିଁ

0 87

ବନ୍ଧୁମାନେ ଆମ ଜୀବନ ଯାତ୍ରକୁ ଆଧାର କରି କିଛି ଏମିତି ଶାସ୍ତ୍ର ମାନ ରହିଛି ଯାହା ଆଗାମୀ ଭବିଷ୍ୟତ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ବତେଇ ଥାଏ ।ଆଉ ସମୟ ସମୟରେ ସେହି ଗୁପ୍ତ ତଥ୍ୟ ମାଁ ଉନ୍ମୋଚିତ ହେଇ ଥାଏ ଆଉ ସେଗୁଡିକ ବାସ୍ତବରେ ପରିଣତ ହେଇ ଥାଏ ।ତେବେ ଆପଣ ମାନେ ମାଳିକା ପୋଥି ବିଷୟରେ ତ ଜାଣିଛନ୍ତି ଯାହାକୁ ମହାତ୍ମା ଅଚ୍ୟୁତାନନ୍ଦ ରଚନା କରିଥିଲେ ଆଉ ସେଥିରେ ଯାହା ଯାହା ଭବିଷ୍ୟତ ବିଷୟରେ ରଚନା ହେଇଛି ତାହା ଧୀରେ ଧୀରେ ବାସ୍ତବରେ ରୂପ ନେଇ ଚାଲିଛି ।

ତେବେ ଆଜି ବି କିଛି ଏମିତି କିଛି ଘଟଣା ଘଟୁଛି ଯାହା ଭବିଷ୍ୟତରେ ଆସିବାକୁ ଯାଉଥିବା ଘଟଣା ଗୁଡିକ ବିଷୟରେ ସୂଚନା ଦେଇଥାଏ ।ତେବେ ଏହା କିଛି ନୂଆ କଥା ନୁହେଁ କାରଣ ଆମେ ଆଜି ଏମିତି ଜଣେ ମହାତ୍ମା ଙ୍କୁ ପାଇଛୁ ଯିଏ ଆମକୁ ଜଣାଇଛନ୍ତି କି ଆଗରୁ ବି ବହୁତ ଥର ମାଳିକରେ ପୋଥି ରୁ ସଂକେତ ମିଳିଛି ।

ତେବେ ସେ କହିଥିଲେ ଯେତେବେଳେ 1999 ମସିହାରେ ମହାବାତ୍ୟା ହେଇ ଥିଲା ସେତେବେଳେ ବି ଏମିତି କିଛି ସଂକେତ ମିଳିଥିଲା ।ଆଉ କଟକ କେବେ ପ୍ରସିଦ୍ଧ ହେବ ତାହାକୁ ନେଇ ବି ବିଭିନ୍ନ ସୂଚନା ଦେଇଥିଲା, ତେବେ ଏହି ସୂଚନା କେବେ ଆଗରୁ କାହାକୁ ଜଣା ନଯାଇଥାଏ ।କିଛି ଘଟଣା ଘଟି ସାରିଲା ପରେ ଯାଇ ଏହି ସଂକେତ ଗୁଡିକ ଜନ ସମାଜକୁ ଜଣେଇ ଦିଆଯାଇଛି ।

ଆଜିର ଏହି ସୂଚନାରେ ଆମେ କିଛି ସଂକେତ ଗୁଡିକ ବିଷୟରେ କହିବୁ ଯାହା ଜଣେ ମହାତ୍ମା ଙ୍କ ପାଖରୁ ଯାଇବାକୁ ପାଇଲୁ ।ତେବେ ସେହି ମହାତ୍ମା କହିଥିଲେ କି ମାଳିକାରେ କୁହାଯାଇ ଥିଲା କି ଯେବେ କଟକର ନାମ ପରିବର୍ତ୍ତନ ହେଇ ଯାଜପୁର ହେବ ସେବେ ଯାଇ ଏହା ପ୍ରସିଦ୍ଧ ହେବ ।ଆଉ 1999 ମସିହା ମହାବାତ୍ୟା ପୂର୍ବରୁ ବି କିଛି ସଙ୍କେତ ମିଳିଥିଲା ମାତ୍ର ସେହି ସଂଙ୍କେତ କୁ କେହି ବୁଝିପାରି ନଥିଲେ ତେଣୁ ବାତ୍ୟା ହେବ ଜାଣିଥିଲେ କିନ୍ତୁ ଏତେ ବଡ଼ ବାତ୍ୟା ହେବ ବୋଲି ଜାଣିନଥିଲେ ।


ତେବେ ଆମେ ସେହି ମହାତ୍ମା ଙ୍କୁ ପଚାରି ବୁଝିବାକୁ ଚାହିଁଥିଲୁ କି ଏବେ ଯେଉଁ ସବୁ ଘଟଣା ଗୁଡିକ ଘଟୁଛି ତାହା ତାହେଲେ କଳିଯୁଗର ସମାପ୍ତ ଅଟେ ।ତେବେ ମହାତ୍ମା କହିଥିଲେ କି ହଁ ଏହା ବି କଳିଯୁଗର ସମାପ୍ତର ସଂଙ୍କେତ ଅଟେ ମାତ୍ର କଳିଯୁଗ କେବେ ସମାପ୍ତ ହେବ ନାହିଁ କାରଣ କଳିର ଉପସ୍ଥିତି ସବୁ ଯୁଗରେ ରହିଛି ଆଉ ଥିବ ମଧ୍ୟ ।

ମାତ୍ର ଯଦି ଯେଉଁ ମାନେ ସତ୍ୟର ପଥକୁ ନିଜ ଜୀବନରେ ଆପଣେଇ ନେବେ ସେମାନେ ସତ ମାର୍ଗରେ ଯିବେ ଆଉ ଯେଉଁ ମାନେ ଭୁଲ ଓ ଅସତ ମାର୍ଗରେ ଯିବେ ସେମାନେ କଳିର ବଶବର୍ତ୍ତୀ ହେବେ ।ତେବେ ବନ୍ଧୁମାନେ ଆମ ପୋଥି ଗୁଡିକରୁ ବହୁତ ପୂର୍ବରୁ ବିଭିନ୍ନ ଘଟଣା ଗୁଡିକ ବିଷୟରେ ସଂଙ୍କେତ ଦେଇଥାଏ ମାତ୍ର ତାକୁ ଜାଣିଲା ପରେ ବି ଆମେ ନିଜକୁ ସୁଧାରି ନନେବା ତାହେଲେ ଆମ ସମସ୍ତ ଭବିଷ୍ୟତ ଦିନେ ନର୍କଗାମୀ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।