ସବୁ ସମୟ ଖବର ସାଥିରେ

ମହିଳାଙ୍କୁ ପ୍ରେମ କରି ଛେଚା ଖାଇଲେ Ward member ସମ୍ପର୍କୀୟ ଲୋକ ଭିଡ଼ିଓ କରି ସୋସିଆଲ ମିଡିଆରେ କରିଦେଲା ଭାଇରାଲ…ଦେଖନ୍ତୁ ଭିଡ଼ିଓ

0 13

ବର୍ତ୍ତମାନ ଏ ଏହି ଅତ୍ୟାଧୁନିକ ଯୁଗରେ ସମସ୍ତେ ଶିକ୍ଷା ଲାଭ କରୁଛନ୍ତି ସତ କିନ୍ତୁ କାହା ପାଖରେ ଶିକ୍ଷା ର ପ୍ରକୃତ ମୁଲ୍ୟ ଦେଖା ଯାଉ ନାହିଁ। ଶିକ୍ଷିତ ହୋଇ ଏମାନେ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟାଶୀଳ ଏବଂ ଘୃଣ୍ୟ ଜନକ ଅଟେ ।ହୁଏତ ଆମେ ଆଜି ଆଧୁନିକ ଯୁଗ ରେ ବସବାସ କରୁଛନ୍ତି ମାତ୍ର ଆମର ନଜରିଆ ଏବଂ ମାନସିକତା ରେ ଏବେ ବି କୌଣସି ପରିବର୍ତ୍ତନ ଆସିଥିବା ର ପରିଲକ୍ଷିତ ହେଉ ନାହିଁ।

ଏବେ ବି ମଣିଷ ଭିତରେ ଘର କରି ରହିଛି ସ୍ୱାର୍ଥ, ହିଂସା, କାମନା ଓ ବାସନା ର ଲାଳସା। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଘଟଣା ବିଷୟ ରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ୱାଡ଼ମେମ୍ବର ଙ୍କୁ ଗ୍ରାମ ଲୋକମାନେ ନିଧୁମ ଛେଚିଛନ୍ତି ତାହା ବି ଗୋଡ଼ ହାତ ବାନ୍ଧି ପକାଇ। ତେବେ ସେହି ଯୁବକ ଜଣଙ୍କ ଯାହା କରିଛନ୍ତି ତାହା ପାଇଁ ଏହି ଦଣ୍ଡ ବହୁତ କମ ପଡିଯାଇଛି ବୋଲି ଆପଣ କହିବେ। ତେବେ ଯୁବକ ଜଣଙ୍କ ନିଜ ରୋମିଓ ଗିରି ପାଇଁ ଅଧରାତି ରେ ପର ସ୍ତ୍ରୀ କୁ ଦେଖା କରିବା କୁ ଆସିଥିଲେ। ଆଉ ତା ପରେ ତାଙ୍କ ସହ ଯାହା ହୋଇଛି ତାହା ଆପଣ ଏହି ଭାଇରାଲ ଭିଡ଼ିଓ ଟିରେ ଦେଖି ପାରୁଥିବେ।

ତେବେ ସୂଚନା ଅନୁସାରେ ଘଟଣା ଟି ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ର ଅସ୍ଥି ଗ୍ରାମ ରେ ଯେଉଁ ଠାରେ ଜଣେ ଯୁବକ ଯିଏକି ବର୍ତ୍ତମାନ ଜଣେ ୱାଡ଼ମେମ୍ବର ଅଛନ୍ତି ସେ ରଙ୍ଗ ନମ୍ବର ରେ ଯୁବତୀ ମାନ ଙ୍କୁ କଲ କରିଥାନ୍ତି ଏବଂ ସେମାନେ ଙ୍କର ସହ ଅଶୀଳ କଥାବାର୍ତ୍ତା କରନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଯେ ସେ ବିବାହିତ ଅଟନ୍ତି ଆଉ ତାଙ୍କର ଦୁଇ ଜଣ ସ୍ତ୍ରୀ ଓ ପିଲା ଛୁଆ ମଧ୍ୟ ରହିଛନ୍ତି। ମାତ୍ର ତା ପରେ ମଧ୍ୟ ଯୁବକ ଙ୍କର ରସିକିଆ ମନ ଘରେ ଲାଗୁନାହିଁ। ତେବେ ସେ ଦିନ କିନ୍ତୁ ତାଙ୍କର ରଙ୍ଗ ନମ୍ବର ଜଣେ ବିବାହିତ ମହିଳା ଙ୍କ ସହ ଲାଗିଥିଲା।

ଆଉ ସେ ତାଙ୍କ ସହ ଧୀରେ ଧୀରେ କଥାବାର୍ତ୍ତା କରି ତାଙ୍କ ପ୍ରେମରେ ପଡିଗଲେ ଆଉ ପ୍ରେମ ରେ ଏମିତି ପାଗଳ ହୋଇଗଲେ କି ରାତ୍ରି ରେ ସେହି ମହିଳା ଙ୍କୁ ଦେଖା କରିବାକୁ ତାଙ୍କ ଗାଁ ରେ ପହଁଚି ଥିଲେ। ଆଉ ସେଠାରେ ପହଁଚିବା ପରେ ଗ୍ରାମ ଲୋକେ ତାଙ୍କୁ ଧରି ହାତ ଗୋଡ଼ ବାନ୍ଧି ପକେଇ ତାଙ୍କୁ ନିଧୁମ ମାଡ଼ ମାରିଥିଲେ। ତେବେ ଏହାର କେହି ଜଣେ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଏବଂ ଏହି ଭିଡ଼ିଓ ଟିକୁ ଲୋକମାନେ ଦେଖିବା ପରେ କହିଛନ୍ତି କି ଏହିପରି ରସିକିଆ ଙ୍କୁ ମାଡ଼ ଆହୁରି କମ ହୋଇଗଲା ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।