ସବୁ ସମୟ ଖବର ସାଥିରେ

ମାର୍କେଟକୁ ଆସିଲା Season 2ର Top Contestant ତନିଶା ପଣ୍ଡା ” Tanisha Panda ” ସୁନ୍ଦର ଭଜନ ଗୀତ Hatia Thakura Aau Kete Naata Dekhiba…ମାତ୍ର 4 ଘଣ୍ଟାରେ 4826k ରୁ ଅଧିକ ଲୋକ ଦେଖି ସାରିଲେଣି…

0 5

ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ। ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ। ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି।ଆଉ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି। ସୋସିଆଲ ମିଡିଆ ମାଧ୍ୟମରେ କରି ଲୋକେ ନିଜର ପରିଚୟ ମଧ୍ୟ ତିଆରି କରି ପାରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡିଓଟି ବେଶ୍ ମନଛୁଆଁ ହୋଇ ପାରିଛି।
ତେବେ ଆପଣ ମାନେ ଜାଣିଥିବେ କି ସଂଗୀତହେଉଛି ଏପରି ଏକ ମାଧ୍ୟମ ଯାହା ନିରସ ମନରେ ରସ ସଂଚାର କରିଥାଏ। ସଂଗୀତ ଶୁଣିବା ପାଇଁ କିଏ ବା ପସନ୍ଦ ନ କରେ କିଏ ଗୀତ ଗାଇବା ପାଇଁ ପସନ୍ଦ କରିଥାଏ ତ ଆଉ କିଏ ଗୀତ ଶୁଣିବା ପାଇଁ। ତେବେ ସେହି ସଂଗୀତ ଯଦି ଆମ ମହାପ୍ରଭୂ ଜଗନ୍ନାଥଙ୍କ ଉପରେ ଆଧାରିତ ହୋଇଥାଏ ତେବେ ଶ୍ରୋତାଙ୍କ ଆଗ୍ରହ ଦୁଇ ଗୁଣିତ ହୋଇ ଯାଇଥାଏ ସେହି ଭଜନ ଶୁଣିବା ପାଇଁ। ତେବେ ଆପଣ ମାନେ ଲୋକପ୍ରିୟ ଜଗନ୍ନାଥ ଭଜନ ‘ହଟିଆ ଠାକୁର୍ ଆଉ କେତେ ନାଟ ଦେଖିବି’ ଶୁଣିଥିବେ। ଏହି ମନଛୁଆଁ ଭଜନକୁ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଭିକାରୀ ବଳ।

ତେବେ ଏହି ଲୋକପ୍ରିୟ ଭଜନଙ୍କୁ ପୁଣି ଥରେ ନୂଆ କଣ୍ଠରେ ଶୁଣିବାକୁ ମିଳିଛି। ଯାହାକୁ ଅତି ସୁନ୍ଦର ଭାବେ ଗାଇଛନ୍ତି କୁନି କଣ୍ଠଶିଳ୍ପୀ ତାନିଶା ପଣ୍ଡା। ଯାହାକି ବେଶ ମନଛୁଆଁ ହୋଇ ପାରିଛି। ତେବେ ଆପଣ ମାନେ ଏହି କୁନି କଣ୍ଠଶିଳ୍ପୀଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ। ସିଦ୍ଧାର୍ଥ ଟିଭିର ଲୋକପ୍ରିୟ ରିଆଲିଟି ଶୋ ମୁଁ ବି ନମିତା ଅଗ୍ରୱାଲ ହେବି ସିଜିନ୍ ୨ ର ୱିନର ହୋଇ ସାରା ଓଡିଶା ବାସୀଙ୍କ ଭଲ ପାଇବା ସାଉଁଟି ପାରିଥିଲେ ତାନିଶା ପଣ୍ଡା।କୁନି କଣ୍ଠଶିଳ୍ପୀ ତାନିଶାଙ୍କ କଣ୍ଠରେ ଭରି ରହିଛି ଏହି ଏକ ଭିନ୍ନ ଧରଣର ଯାଦୁ ଯିଏ ବି ତାଙ୍କର ଗୀତ ଥରେ ଶୁଣିବ ସିଏ ତାଙ୍କର ଫ୍ୟାନ ହୋଇଯିବ।

ତାନିଶାଙ୍କୁ ବର୍ତ୍ତମାନ ସମୟରେ ଅନେକ ଗୁଡ଼ିଏ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ଯାହାକି ଶ୍ରୋତା ମାନଙ୍କୁ ବେଶ୍ ପସନ୍ଦ ଆସୁଛି ତେବେ ବର୍ତ୍ତମାନ ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ‘ ହଟିଆ ଠାକୁର୍ ଆଉ କେତେ ନାଟ ଦେଖିବି ‘ ଭଜନକୁ ଗାଇ ଶ୍ରୋତାଙ୍କ ଭଲ ପାଇବା ଜିତି ପାରିଛନ୍ତି ଏହି କୁନି କଣ୍ଠଶିଳ୍ପୀ ତାନିଶା। ତେବେ ଏହି ଭଜନ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହା ସହିତ ଶ୍ରୋତା ମାନେ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।