
ଅଢ଼େଇ ବର୍ଷର କୁନି ଝିଅର କଥା ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ,ଦେଖନ୍ତୁ କଣ କହୁଛି ସେ…ଦେଖନ୍ତୁ video
ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଗୋଟିଏ ଏପରି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ | ମାତ୍ର ଅଢେଇ ବର୍ଷ ବୟସରେ ନିଜର ଏପରି ଚମତ୍କାର ଭାବରେ ସବୁ କଥା କୁ ମନେ ରଖୁଛନ୍ତି ଯାହା କି ଜଣେ ସାଧାରଣ ଛୁଆ ସେହି ବୟସରେ କଥା ମଧ୍ୟ ଠିକ ଭାବରେ କହିପାରି ନ ଥାଏ | ତେବେ ଏପରି ସେହି ପିଲା ଟି ର ଟେଲେଣ୍ଟ କଥିଲା ଯାହା ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ | ତେବେ ପିଲା ମାନେ କମ ବୟସରୁ ଡାନ୍ସ କରବା ଓ ଗୀତ ଗାଉଥିବାର କଥା ତ ଆପଣ ମାନେ ଜାଣିଥିବେ | କିନ୍ତୁ ଅଢେଇ ବର୍ଷୀୟ ଝିଅ ଯିଏକି ଠିକ ଭାବରେ କଥା କହିବା ବି ଜାଣି ନାହିଁ, ସିଏ ଏବେ ଗାଉଛି ଶ୍ଳୋକ, ଆଉ ପାଠ ସବୁ ମନେ ରଖୁଛି ଯାହା କୁ ଦେଖିକି ଯିଏ କେହି ବି ହେଇପାରେ ଚକିତ | ତେବେ ଆସନ୍ତୁ ସେହି ଛୋଟ ଛୁଆଟି ବିଷୟରେ ଅଧିକ ଜାଣିବା |
ତେବେ ସୂଚନା ଅନୁସାରେ ଏହି ଅଢେଇ ବର୍ଷୀୟ କୁନି ଝିଅଟିର ନାଁ ହେଉଛି ଓଷୀ ଶ୍ରଦ୍ଧା ସାନଭି ,ଯିଏକି 10 ଜାନୁଆରୀ 2022 ରେ ଜନ୍ମ ଗ୍ରହଣ କରିଛନ୍ତି | ଯାହାଙ୍କର ବାପା ଙ୍କ ନାଁ ଚଦ୍ରଭାଗା ଓ ବାପା ଙ୍କର ନାଁ ହେଉଛି ଓମ ପ୍ରକାଶ | ଯିଏକି ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ | ତେବେ ଝିଅ ଓଷୀ ର ରହିଛି ବିଚକ୍ଷଣ ବୁଦ୍ଧି, ଆଉ ଯୋଉ ବୁଦ୍ଧି ବଳରେ ମାତ୍ର ଅଢେଇ ବର୍ଷ ବୟସରେ ସେ କହିଦେଉଛନ୍ତି ଗାୟତ୍ରୀ ମନ୍ତ୍ର, ମହା ମୃତୁଞ୍ଜୟ ମନ୍ତ୍ର, ଓ ଅନେକ ମନ୍ତ୍ର | ତାହା ବ୍ୟତୀତ ସେ କୁନି ଝିଅ ଟି ମଧ୍ୟ କହିପାରୁଛନ୍ତି A ଠାରୁ z ପର୍ଯ୍ୟନ୍ତ ସମସ୍ତ ଅକ୍ଷର ରେ ଇଂରାଜୀ ଶବ୍ଦ ତାହା ବ୍ୟତୀତ ଆମ ଭାରତରେ ସମସ୍ତ ରାଜ୍ୟ ଓ ରାଜଧାନୀ ର ନାଁ ମଧ୍ୟ କହିଦେଇ ପାରୁଛି ସେହି କୁନି ଝିଅ ଟି |
ତାହା ବ୍ୟତୀତ ସବୁଦିନ ସକାଳୁ ଉଠି ଠାକୁର ଘରକୁ ମଧ୍ୟ ପୂଜା ପାଇଁ ଯାଉଛି ସେହି କୁନି ଝିଅଟି | ତେବେ ସେହି କୁନି ଝିଅର ବାପା ଓ ମା ଙ୍କର କହିବା କଥା କି ପିଲା ଦିନରୁ ତାର ସ୍ମରଣ ଶକ୍ତି ଓ ପାଠ ପଢା ପ୍ରତି ଆଗ୍ରହ ଦେଖି ସେମାନେ ଚାହିଁଥିଲେ କୁ ତାଙ୍କୁ ସାହାଯ୍ୟ କରିବା ପାଇଁ | ତେବେ ମା ଙ୍କ ସହିତ ସେ ଠାକୁର ଘରକୁ ଯାଉଥିଲେ ଓ ମନ୍ତ୍ର ଉଚ୍ଚାରଣ ତାଙ୍କ ମା ଙ୍କ ପାଖରୁ ଶିଖିଥିଲେ | ତାହା ବ୍ୟତୀତ ସେ କୁନି ଝିଅ ଟି ତାଙ୍କର ବାପା କମ୍ପୁଟର ଚଳାଉ ଥିବା ସମୟରେ ଭଲକି ସେସବୁ କୁ ଦେଖୁଥାଏ ଓ ମନେ ରଖିଦେଉଥାଉ |
ତେବେ ପିଲାଟିର ଏହି ଭଳି ଟେଲେଣ୍ଟ କୁ ଦେଖି ତାଙ୍କର ବାପା ମା ମଧ୍ୟ ପିଲାଟିର ଭଲ ଭବିଷ୍ୟତ ଗଢିବା ପାଇଁ ଚେଷ୍ଟା କରିଛନ୍ତି | ଆଉ ସେମାନଙ୍କର ଗୋଟିଏ ଆଶା ଅଛି କି ଝିଅ ବଡ଼ ହୋଇ ପାଠ ପଢି ଗୋଟିଏ ବହୁତ ବଡ଼ ଡାକ୍ତର ହେବ ଓ ଲୋକ ମାନଙ୍କର ସେବା ମଧ୍ୟ କରିବ |ତେବେ ଏହି କୁନି ଝିଅଟିର ଭିଡିଓ ସେସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ସମସ୍ତେ କୁନି ଝିଅଟିର ଟେଲେଣ୍ଟ କୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ପ୍ରସଂଶା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।