
କୁମ୍ଭୀର ସହ ରୋମାଣ୍ଟିକ୍ ଡ୍ୟାନ୍ସ କଲେ ଯୁବକ, ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ହେଲା ଭାଇରାଲ୍ ଆଉ ଶେଷରେ…
କୁମ୍ଭୀର ସହ ଡ୍ୟାନ୍ସ କରି ଚର୍ଚ୍ଚା ରେ ରହିଛନ୍ତି ଜଣେ ଯୁବକ , ପାଣି ଭିତରେ କୁମ୍ଭୀର ସହ କରିଛନ୍ତି ରୋମାଣ୍ଟିକ ଡ୍ୟାନ୍ସ। ହାତରେ ହାତ ମିଶାଇ ପୁରା ରୋମାଣ୍ଟିକ ଆନ୍ଦାଜ ରେ ଯୁବକ ଜଣଙ୍କ ଡ୍ୟାନ୍ସ କରିଛନ୍ତି ଯାହାଙ୍କ ର ଡ୍ୟାନ୍ସ ଦେଖିଲେ ଏହିପରି ଲାଗୁଛି ଯେପରି କି ଏକ ପ୍ରେମୀ ଯୁଗଳ ଡ୍ୟାନ୍ସ କରୁଛନ୍ତି।
ତେବେ କଥାଟି ନିଶ୍ଚିତ ଭାବରେ ଆପଣ ଙ୍କୁ ଏହା ଏକ ଗଳ୍ପ ପରି ଲାଗୁଥିବ କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ କି ଏହା ସତ୍ୟ ଘଟଣା ଅଟେ। ଏହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ନିଆଁ ଭଳି ଭାଇରାଲ ହେଉଛି।
ତେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ଏବଂ ଏହାକୁ ବିଶ୍ୱାସ କରିବା ସହଜ ନୁହେଁ।ତେବେ ବନ୍ଧୁଗଣ ଆମେ ଏହି ସାମାଜିକ ଗଣମାଧ୍ୟମ ଏମିତି କି ଫୋଟ ଓ ଭିଡିଓ ବିଷୟରେ ଜାଣିବା କୁ ପାଇଥାଉ ଯାହା ଅତ୍ୟନ୍ତ ଅଦ୍ଭୂତପୂର୍ବ ହୋଇଥାଏ ଯାହା କୁ ଦେଖିବା ପରେ ଆପଣ ମଧ୍ୟ ଦ୍ୱନ୍ଦ ରେ ପଡିଯିବେ କି ଏହା କିପରି ସମ୍ଭବ ହୋଇପାରେ ବୋଲି। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟ ରେ ଜଣେଇବୁ,ତେବେ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଟି ବିଷୟରେ ।
ତେବେ ସାଧାରଣତ ଭାବରେ କୁମ୍ଭୀର କୁ ଦେଖିଲେ ଆମେ ସମସ୍ତେ ଡରିଥାନ୍ତି, କାରଣ କୁମ୍ଭୀର ହାବୁଡ଼ ରେ ପଡିଲେ ମଣିଷ ପଡିଲେ ତାର ଜୀବନ ଯିବା ନିଶ୍ଚିତ ହୋଇଥାଏ। ମଣିଷ ମଧ୍ୟ କୁମ୍ଭୀର କୁ ବହୁତ ଭୟ କରେ କାରଣ ଜୀବନ କୁ କାହାର ବା ଭୟ ନଥାଏ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହାକୁ ଦେଖିଲେ ଆପଣ ନିଜ ଆଖି କୁ ବିଶ୍ୱାସ କରିପାରିବେ ନାହିଁ ଆପଣ ଙ୍କର ମୁଁହ ଖୋଲା କୁ ଖୋଲା ରହିଯିବ। କାରଣ ଭିଡ଼ିଓ ଟି ସେହିପରି ହିଁ କିଛି ରହିଛି।
ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଜଣେ ଯୁବକ ଏକ କୁମ୍ଭୀର ସହ ପାଣି ଭିତରେ ପଶି ଡ୍ୟାନ୍ସ କରୁଛନ୍ତି। ପୁରା ରୋମାଣ୍ଟିକ ଆନ୍ଦାଜ ରେ ହାତରେ ହାତ ମିଶାଇ ଯୁବକ ଜଣଙ୍କ ଡ୍ୟାନ୍ସ କରୁଛନ୍ତି। କୁମ୍ଭୀର ଟି ମଧ୍ୟ କିଛି କହୁ ନାହିଁ ଆଉ ଯୁବକ ଙ୍କର ସହ ସେ ବି ଡ୍ୟାନ୍ସ କୁ ଉପଭୋଗ କରୁଛନ୍ତି ଆଉ ତାଙ୍କ ସହ ତାଳ ରେ ତାଳ ମିଶାଇ ଡ୍ୟାନ୍ସ କରୁଛନ୍ତି। ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଏବେ ନିଆଁ ପରି ଭାଇରାଲ ହେଉଛି ଏହାକୁ ଯିଏ ଦେଖୁଛନ୍ତି ଯୁବକ ଙ୍କର ପ୍ରଶଂସା କରୁଛନ୍ତି। ସତରେ ମଣିଷ ଓ ପଶୁପକ୍ଷୀ ଙ୍କ ମଧ୍ୟରେ ଏହିପରି ସମ୍ପର୍କ ରହିବା ନିହାନ୍ତ ଆବଶ୍ୟକ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।