ସବୁ ସମୟ ଖବର ସାଥିରେ

Ollywood Khabar ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ର ନୂଆ Odia Film ଏହାକୁ ନେଇ କ’ଣ କହିଲେ ଏହି ସୁପରହିଟ ଯୋଡି…ଦେଖନ୍ତୁ Video

0 82

ଆପଣମାନେ ଜାଣିଥିବେ ଓଡିଶାର ଗୋଟିଏ ଯୋଡ଼ି ସୋସିଆଲ ମିଡିଆରୁ ହିଁ ନିଜର ପରିଚୟ ସୃଷ୍ଟି କରିଥିଲେ ମାତ୍ର ଏବେକା ସମୟରେ ସେ ଆଲବମ ସହିତ ବିଭିନ୍ନ ପ୍ରକାର ଗୀତରେ ମଧ୍ୟ ନଜର ଆସୁଛନ୍ତି । ତେବେ ଏକ ଲୋକପ୍ରିୟ ଯୋଡି ଭାବରେ ରୂପା-ପିଣ୍ଟୁଙ୍କୁ ଲୋକମାନେ ବହୁତ ପସନ୍ଦ ତଥା ଭଲ ମଧ୍ୟ ପାଇଥାନ୍ତି । ସେମାନଙ୍କର ଅନେକ ଭିଡିଓ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଥିବେ, ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ତେବେ ସେମାନଙ୍କୁ ନେଇ ଏବେ ଗୋଟିଏ ବହୁତ ବଡ ଖୁସି ଖବର ସାମ୍ନାକୁ ଆସିଛି ।

ତେବେ ଅନେକ ଦର୍ଶକ ଏହି ଯୋଡିକୁ ଅନେକ ଭଲପାଇବା ଦେବା ସହିତ ଆଶିର୍ବାଦ ମଧ୍ୟ ଓଜାଡି ଦେଉଛନ୍ତି । ତେବେ ଏହି ଯୋଡି ମ୍ୟୁଜିକ ଭିଡିଓରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି । ତାଙ୍କର କିଛି ସର୍ଟ୍ ରିଲ୍ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡ୍ୟାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ । ଆଉ ପରେ ରୂପା ଓ ପିଣ୍ଟୁଙ୍କ ଲୋକ ପ୍ରିୟତା ଧିରେ ଧିରେ ବଢିବାକୁ ଲାଗିଲା । ଏବେ ସେମାନଙ୍କ ପାଇଂ ପାଗଳ ପ୍ରାୟ ଅଟନ୍ତି ଦର୍ଶକ । ତାଙ୍କର ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିୟୁ ମଧ୍ୟ ବହୁତ ଅଧିକ ରହିଥାଏ । ଲୋକେ ଏହାକୁ ବହୁତ ପସନ୍ଦ କରୁ ଥିବାର ଦେଖିବାକୁ ମିଳିଥାଏ ।

ବୈବାହିକ ଜୀବନରେ ସେମାନେ ଯେଉଂଭଳି ଖୁସିରେ ତାଙ୍କ ସମୟ ଅତିବାହିତ କରନ୍ତି, ସେହିଭଳି ତାଙ୍କର କର୍ମମୟ ଜୀବନରେ ମଧ୍ୟ ସେମାନେ ବହୁତ ଲୋକପ୍ରିୟ ଅଟନ୍ତି ସେମାନଙ୍କର ନିଆରା ଅନ୍ଦାଜ ପାଇଁ । ସେମାନେ ତାଙ୍କ ଟ୍ୟାଲେଣ୍ଡକୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି । ଆଉ ସେମାନଙ୍କର ଲୋକ ପ୍ରିୟତା ବି ଏବେ ବହୁତ ଅଧିକା ରହିଛି .।

ସେମାନଙ୍କର ଅନେକ ମ୍ୟୁଜିକ୍ ଭିଡିଓ ଆପଣ ଦେଖିବାକୁ ପାଉଥିବେ । ଡ୍ୟାନ୍ସ ଭି଼ିଡିଓ ରେ ସେମାନଙ୍କର ଯୋଡି ମଧ୍ୟ ବହୁତ ଜବରଦସ୍ତ ଯୋଡି ଅଟନ୍ତି । ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ ଏବଂ ଦର୍ଶକମାନଙ୍କର ଇଚ୍ଛା ଯେ ଏହି ଯୋଡି ସିନେମା କରନ୍ତୁ ବୋଲି ।

ତେବେ ସେମାନେ ମ୍ୟୁଜିକ ଭିଡ଼ିଓ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡିଶା ରେ । ଅନ୍ୟ ମାନଙ୍କ ଭଳି ଏହି ଇଣ୍ଡଷ୍ଟ୍ରି ରେ ସେମାନଙ୍କର ଚାହିଦା ବେଶ୍ ଅଧିକ ରହିଛି । ତେବେ ବର୍ତ୍ତମାନ ସମୟରେ ଚର୍ଚ୍ଚା ହେଉଛି କି ରୂପା ପିଣ୍ଟୁ ଆଗକୁ ଏକ ଓଡିଆ ସିନେମା କରିବାକୁ ଯାଉଛନ୍ତି । ପ୍ରାଥମିକ ସୂଚନାରୁ ଜଣାଯାଇଛି ଯେ ପିଣ୍ଟୁ ଏବଂ ରୂପାଙ୍କୁ ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ ଭାବରେ ଆପଣମାନେ ଏକ ସୁପରହିଟ ଓଡିଆ ସିନେମାରେ ଆଗାମୀ ଦିନରେ ଦେଖିବାକୁ ପାଇବେ । କିନ୍ତୁ ଏବିଷୟରେ ରୂପା-ପିଣ୍ଟୁ କିଛି କୌଣସି ମତ ଦେଇନାହାଁନ୍ତି । ତାସହ ସବୁଦିନ ଲୋକମାନଙ୍କ ସହ ଏହିପରି ଯୋଡି ହୋଇତାଙ୍କ ମୁହଁରେ ଖୁସି ଦେବାକୁ ଚାହୁଛନ୍ତି । ତେବେ ଦେଖାଯାଉ ଆଗକୁ ସେମାନଙ୍କର ସିନେମା ଆସୁଛି କି ନାହିଁ ।