ସବୁ ସମୟ ଖବର ସାଥିରେ

Jyotish Shastra : କୋଟିଏରେ ଗୋଟିଏ ହୋଇଥାନ୍ତି ଏହି 15ଟି ଲକ୍ଷଣର ଝିଅ..,ଜଣାନ୍ତୁ କେଉଁ ଲକ୍ଷଣ..

0 17

ହଁ ଦର୍ଶକ ବନ୍ଧୁ ମୁଁ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ କଥା ବିଷୟରେ କହିବାକୁ ଯାଉଛି ଯାହାକୁ ଜାଣି ରଖିବା ଭଲ , ସାଧାରଣତଃ ଆମେ ଝିଅ ଓ ବୋହୁ ମାନଙ୍କୁ ଆମ ଘରର ଲଷ୍ମୀ ବୋଲି କହିଥାଉ , ଆଉ jodi ଘରେ ଗୋଟିଏ ଝିଅଟେ ଜନ୍ମ ହୁଏ ତାହେଲେ ଅନେକ ବହୁତ ଖୁସି ହେଇଯାଉ ଲଷ୍ମୀ ଆସିବାର ଆଗମନ ପାଉ ତେବେ କଣ ରଖିଛି ସେ ଲକ୍ଷଣ ଯାହାକୁ ଦେଖିଲେ ଆମେ ମାନେ ଜାଣିପାରିବା କି ନାରୀ ଜଣଙ୍କ ଭାଗ୍ୟବାନ କି ନୁହଁ ଆସନ୍ତୁ ଜାଣିଵା ସେ ସନସ୍ଥ କଥା ବିଷୟରେ |
1-ପ୍ରଥମରେ ଯଦି କୋୖଣସି ମହିଳାକୁ ଆପଣ ଭାଗ୍ୟଶାଳୀ ବୋଲି ଜାଣିବାକୁ ଚାହୁଥାନ୍ତି ତାହେଲେ ପ୍ରଥମେ ନାରୀର କାମ କୁ ଦେଖିବେ, ଭାଗ୍ୟଶାଳୀ ନାରୀ ମାନଙ୍କର କାନ ଟିକେ ଲାଲ ଆଉ ତଳ ଆଡକୁ ମୁନିଆ ହୋଇଥାଏ ଓ ଉପର ଆଡକୁ ଅସାରିଆ ହୋଇଥାଏ |
2-ଯଦି କୌଣସି ଭାଗ୍ୟଶାଳୀ କନ୍ୟାର ଗୋଡର ଆଙ୍ଗୁଠି ଲଗା ଲାଗି କରି ରହିଥାଏ ଓ ଆଙ୍ଗୁଳି ଟିକିଏ ମୋଟା ହୋଇ ଉପର ଆଡକୁ ଉଠିଥାଏ ତାହେଲେ ସେଭଳି kanya ଆପଣଙ୍କ ଘରେ ସମୃଦ୍ଧି ବଢ଼ାଇଥାଏ

3-ତୃତୀୟରେ ଯୋଉ ଝିଅ ଵା ନାରୀ ମାନଙ୍କର ଆଙ୍ଗୁଳି ଵା ହାତ ଲମ୍ବା ହୋଇଥାଏ ସିଏ ଭାଗ୍ୟଶାଳୀ ହୋଇଥାନ୍ତି |
4-ଯେଉଁ ନାରୀ ମାନଙ୍କର ନାକ ଲମ୍ବା ଓ ଟିକେ ଗଭୀର ହୋଇଥାଏ ସିଏ ବହୁତ ଲକି ହୋଇଥାନ୍ତି |

5- ଯୋଉ ନାରୀ ମାନଙ୍କର ଆଖିର ଧଳା ଅଂଶ ପୁରା ଦୁଧ ଭଳି ଧଳା ହୋଇଥିବ ଓ ତାହା ଇଷଦ ଲାଲୀ ହୋଇଥିବ ସେ ବହୁତ ଭାଗ୍ୟବାନ ହୋଇଥାଏ |6-ଯୋଉ ଝିଅ ମାନଙ୍କର ପାଦ ଚିକ୍କଣ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, ସେହି ଭଳି ଯୋଉ ଝିଅ ମାନଙ୍କର ପାଦ ଫାଟିଯାଇଥାଏ ସେମାନେ ଜୀବନ ସାରା ଦୁଃଖ କଷ୍ଟରେ ଦିନ ବିତାଇଥାନ୍ତି

 

7-ଯୋଉ ମାନଙ୍କ କୋପାଳ ପୁରା ପୁରା ଅର୍ଥାତ ଟିକେ ଆଗକୁ ବାହାରି ଥାଏ ସିଏ ବହୁତ ଭାଗ୍ୟବାନ ହୋଇଥାନ୍ତି8-ଯଦି ଜଣେ ନାରୀର ଆଇବ୍ରୋ ରେ କଳା ଜାଇ ଥାଏ ତାହେଲେ ତାହା ଶୁଭ ବୋଲି ଆମେ ମାନିଥାଉ |9- ଯୋଉ ନାରୀର ଯିବ ଲାଲୀ ହୋଇଥାଏ ତାକୁ ମଧ୍ୟ ଆମେ ଭାଗ୍ୟଶାଳୀ ମାନୁ |

10-ଯଦି କୋଉ ନାରୀର ନାଭି ତଳେ କଳା ଜାଇ ଥାଏ ତାହେଲେ ସିଏ ବହୁତ ସୌଭାଗ୍ୟ ଶାଳୀ ନାରୀ ବୋଲି ଆମେ କହୁ |

11- ଯଦି କୋୖଣସି ଝିଅର ବେକ ଛୁଟିଆ ହୋଇଥାଏ ତାହେଲେ ସିଏ ବହୁତ ଭାଗ୍ୟଶାଳୀ ଝିଅ ଅଟେ |12- ଲାଲୀ ଓଠ ଦେଖା ଯାଉଥିବା ଝିଅ ମଧ୍ୟ ଲଷ୍ମୀ ବୋଲି କୁହାଯାଏ |13-ଯୋଉ ମହିଳାରୋ ନାକଟି ଆଗକୁ ଟିକେ ବାହାରି ଥାଏ ତାକୁ ଆମେ ଔଷଯ୍ୟ ଭଳି ଭାବିଥାଉ |14- ଯଦି ନାରୀର ପାଦରେ ଶଙ୍ଖ, ଚକ୍ର ଓ ଗୋଦା ପଦ୍ମ ର ଚି଼ହ୍ନ ଥାଏ ତାହେଲେ ସେ ଭଲ ସ୍ୱାମୀ ପାଇଥାଏ |15-ଯେଉଁ ମହିଳାଙ୍କ ପାଦରେ ସର୍ପ ଆକାରର ଚି଼ହ୍ନ ଥାଏ ସେ ଧନୀ ଓ ଭାଗ୍ୟଶାଳୀ ହୋଇଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।