
କୋଣାର୍କ ଗଣନାଟ୍ୟ ର ଚହଳ ପକାଇଥିବା ” ସାରଥୀ ବାବା ଙ୍କର ଆଣ୍ଠୁଆ ଗୋପାଳ ଲୀଳା “… ମାତ୍ର 4 ଘଣ୍ଟାରେ 06 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଆମ ଚିତ୍ତ ବିନୋଦନ ପାଇଁ ଆମେ ଅନେକ ପ୍ରକାରର କାର୍ଯ୍ୟ କରିଥାଉ ତା ଧିତ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଦେଖୁ ।ତେବେ ଆଜି ତ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଆଉ ସେଥିରେ ସବୁ କିଛି ମିଳି ଯାଉଛି କିନ୍ତୁ ଷ୍ଟେଜ ଉପରେ ହେଉଥିବା ଅଭିନୟ ସବୁଠାରୁ ନିଆରା ଓ ଆକର୍ଷଣ ଅଟେ ।
ଯାତ୍ରା ଯାହାକୁ ଆଜିବି ବହୁତ ଲୋକ ଦେଖିବାକୁ ଖୁବ ପସନ୍ଦ କରନ୍ତି, ଖୋଲା ଆକାଶ ତଳେ ଆଉ ରାତିରେ ଯାତ୍ରା ଦେଖିବାର ମଜା ଖୁବ ନିଆରା ଅଟେ ।ତେବେ ଆଜିର ଯୁଗ ଅନୁସାରେ ଯାତ୍ରା ଗୁଡିକରେ ବି ବହୁତ ଆଧୁନିକତା ରୂପ ଦେଖା ଗଲାଣି ଯେଉଁଥି ପାଇଁ ଯାତ୍ରା ମଞ୍ଚରେ ବୁ ଏମିତି କିଛି ଅଭିନୟ ହେଉଛି ଯାହାକୁ ଲୋକମାନେ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି ।
ଦିନକୁ ଦିନ ବହୁତ ଟିଭ କଳାକାର ମାନେ ବି ଯାତ୍ରାରେ ଅଭିନୟ କରିବାର ଦେଖା ଯାଉଛନ୍ତି ।ତେବେ ଯାତ୍ରାରେ ଅଭିନୟ ପୁରା ଦର୍ଶକଙ୍କ ଆଗରେ କରିବାକୁ ପଡିଥାଏ ଆଉ ସେଥିରେ କୌଣସି ରିଟେକ ନଥାଏ, ଆଉ ଏଥିରେ ଦର୍ଶକ ମାନେ ନିଜର ମତାମତ ରଖି ପାରନ୍ତି କୋଉଠି ଭୁଲ ଠିକ ହେଲା ।ତେବେ ଯାହା ବି ହେଉ ଆଜିବି ବି ଯାତ୍ରା ହେଲେ ଗାଁ ଗହଳିରେ ବହୁତ ଭିଡ ହୁଏ ଯାତ୍ରା ଦେଖିବା ପାଇଁ ।ତେବେ ନିକଟରେ ଏକ ଯାତ୍ରା ମଞ୍ଚରେ କିଛି ଏମିତି ଅଭିନୟ ଦେଖିବାକୁ ମିଳିଥିଲା ଯାହା ଦର୍ଶକଙ୍କ ମନକୁ ଖୁବ ଛୁଇଁ ଯାଇଥିଲା ।ଆଉ ତାପରେ ସେହି ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।
ତେବେ ଏହି ଭିଡ଼ିଓରେ ସାରଥୀ ବାବାଙ୍କ ଉପରେ ଏକ ଅଭିନୟ କରାଯାଇଛି ଯାହା ଦର୍ଶକଙ୍କ ମଙ୍କୁ ଜିଣି ନେଇଛି ।ତେବେ ନିକଟରେ କୋଣାର୍କ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିଲା ସାରଥୀ ବାବାଙ୍କର ଆଣ୍ଠୁଆ ଗୋପାଳ ଲୀଳା ।ତେବେ ତାହାର ଭିଡ଼ିଓରେ ଆପଣ ଦେଖି ପାରିବେ କେମିତି ଜଣେ ବ୍ୟକ୍ତି ପୁରା କୃଷ୍ଣ ଙ୍କ ପରି ସଜା ଯାଇଛି ।ଆଉ ତା ସହିତ ଖୁବ ସୁନ୍ଦର ଭାବରେ ସ୍ଵରରେ ସଜା ଯାଇଛି ଏବଂ ଗୀତର ସଙ୍ଗୀତ ରଚନା ଦେଖିବାକୁ ମିଳିଛି ।ତେବେ ଏହି ଭିଡ଼ିଓରେ ଆପଣ ଦେଖି ପାରିବେ କେମିତି ସାରଥୀ ନଙ୍କ ଜଣେ ଭଣ୍ଡ ବାଵ ଲୋକ ମାନଙ୍କୁ ବିଶେଷ କ୍ତି ନାରୀ ମାନଙ୍କର ଫାଇଦା ଉଠାଉ ଥିଲେ ।
ଆଉ ଏଥିରେ ଅଭିନୟ କରିଥିବା ବ୍ୟକ୍ତି ମାନେ ଖୁବ ସୁନ୍ଦର ଏହାକୁ ଆମକୁ ଦେଖାଇ ପାରିଛନ୍ତି ଯାହା ଲୋକ ମାନଙ୍କୁ ବହୁତ ଜଲଦି ଆକୃଷ୍ଟ କରି ପାରୁଛି ଓ ଏଥିରେ ଥିବା ସମସ୍ତ ଏରେଞ୍ଜ ମେଣ୍ଟ ଦେଖିଲେ ଆପଣଂକୁ ବି ମଜା ଆସିବ ।ତେବେ ଦୁନିଆରେ ଏମିତି ବହୁତ ଭଣ୍ଡ ବାବା ଅଛନ୍ତି ଯେଉଁ ମାନଙ୍କ ଶିକାର ହେଇଥାନୟୀ ନିରୀହ ଲୋକମାନେ ।ଆଉ ଏହି ଯାତ୍ରା ମାଧ୍ୟମରେ ଲୋକ ମାନଙ୍କୁ ସେ ବିଷୟରେ ସତର୍କ କରାଇବା ଏହି ଅଭିନୟ ର ଉଦେଶ୍ୟ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।