
ହଠାତ କେଉଁ ଖୁସିରେ ଏତେ ସାରା କେକ୍… କଣ ସତରେ ରୂପା ( Rupa ) ଙ୍କ ସହ ହେଲା ଏମିତି….ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ରୂପା ପିଣ୍ଟୁ ଖୁସି ଏମାନଙ୍କୁ ତ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ। ନିଜ ଭିନ୍ନ ଧରଣର ଭିଡିଓକୁ ଦର୍ଶକ ମାନଙ୍କ ସହିତ ସେୟାର କରି ଆଜି ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ରୂପା ପିଣ୍ଟୁ। ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଲୋକପ୍ରିୟ ଯୋଡି ଭାବେ ଓଡ଼ିଶାର କୋଣ ଅନୁ କୋଣରେ ପରିଚିତ ହୋଇ ପାରିଛନ୍ତି। ଲୋକେ ଏମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଦର୍ଶକ ଏମାନଙ୍କର ଭିଡିଓକୁ ଦେଖିଥାନ୍ତି ଏବଂ ଲାଇକ ମଧ୍ୟ କରନ୍ତି।
ତେବେ ରୂପା ଓ ପିଣ୍ଟୁ ପ୍ରଥମେ ଟିକଟକ୍ ରେ ଛୋଟ ଛୋଟ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ଜାଗା ତିଆରି କରି ଥିଲେ। ଏହା ପରେ ଭାରତରେ ଟିକଟକ୍ ବ୍ୟାନ ହେବା ପରେ ରୂପା ଓ ପିଣ୍ଟୁ ୟୁଟ୍ୟୁବରେ ରେ ବ୍ଲଗ୍ ଭିଡିଓ କରି ଅପଲୋଡ଼ କରିଥିଲେ। ଯାହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ୱାନ ମିଲିୟନ ରୁ ଅଧିକ ସବସ୍କ୍ରାଇବର୍ ରହିଛନ୍ତି।ତେବେ ରୂପା ପିଣ୍ଟୁ ଏବେ କେବଳ ବ୍ଲଗ୍ ନୁହେଁ ଏକାଧିକ ଓଡ଼ିଆ ଆଲବମ ମଧ୍ୟ ନଜର ଆସି ଦର୍ଶକ ମାନଙ୍କ ଦୃଦୟ ଜିତି ପାରିଛନ୍ତି।
ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବା। ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।ତେବେ ପିଣ୍ଟୁଙ୍କ ଘରେ ଖୁସିର ମାହଲ ଦେଖିବା ପାଇଁ ମିଳିଛି କାହିଁକି ନା ଆଜି ହେଉଛି ବାପୁନ୍ ଙ୍କ ଜନ୍ମଦିନ। ଆଉ ଜନ୍ମଦିନରେ ଆୟୋଜନରେ ଲାଗି ପଡିଛନ୍ତି ରୂପା ପିଣ୍ଟୁ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ। ଘରେ ପୂଜା ହେବା ସହିତ ସମସ୍ତେ କେକ କାଟି ଜନ୍ମଦିନ ସେଲିବ୍ରେଟ କରିଛନ୍ତି।
ଏହା ସହିତ ଭିଡିଓରେ ବହୁତ୍ ସାରା ମଜା ମସ୍ତି ଦେଖିବାକୁ ମିଳୁଛି ଯାହାର ଭିଡିଓ ପିଣ୍ଟୁ ତାଙ୍କ ଫ୍ୟାନସ୍ ମାନଙ୍କ ସହିତ ସେୟାର କରିଛନ୍ତି। ତେବେ ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି କ୍ଷଣ ମଧ୍ୟରେ ଏହି ଭିଡିଓକୁ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି ଏହା ସହିତ ଦର୍ଶକ ମାନେ ଭିଡିଓକୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ତେବେ ଆପଣ ମଧ୍ୟ ଏହି ମଜା ମସ୍ତି ଭରପୁର ଭିଡିଓଟିକୁ ଦେଖନ୍ତୁ ଆପଣଙ୍କୁ ଏହି ଭିଡିଓଟି ଖୁବ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।