ସବୁ ସମୟ ଖବର ସାଥିରେ

Kiss Day ରେ କଲେଜ canteen ଭିତରେ ଚାଲିଛି ପ୍ରେମୀ ଯୁଗଳଙ୍କ ରାସଲୀଳା…. ଦେଖନ୍ତୁ ଭାଇରାଲ ଭିଡ଼ିଓ

53

ବନ୍ଧୁମାନେ ଆଜିର ଦୁନିଆରେ ପ୍ରେମ ଓ ଭଲପାଇବାକୁ ନେଇ ଏମିତି ସବୁ ଘଟଣା ମାନ ଦେଖିବାକୁ ମିଳୁଛି ଯାହା ଦିନକୁ ଦିନ ସମାଜରେ ଏକ ଖରାପ ପ୍ରଭାବ ପକେଇ ଚାଲୁଚି ।ତେବେ ଏହି ସବୁ ଘଟଣାର ଗୁଡିକ କମିବା ବଦଳରେ ଦିନକୁ ଦିନ ବଡିବାରେ ଲାଗିଛି ।ଆମ ଦୁନିଆରେ ଯୁବପିଡ଼ି ମାନଙ୍କୁ ଦେଶର ଉଜ୍ଜ୍ବଳ ଭବିଷ୍ୟତ ବୋଲି ବିବେଚନା କରାଯାଇଛି ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ସେହି ଯୁବକ ଯୁବତୀ ମାନେ ଏହି ପ୍ରେମ ଘଟଣା ଗୁଡିକ ସହିତ ଅଧିକ ଯୋଡି ହେଇ ଥିବାର ଦେଖିବାକୁ ମିଳୁଛି ।

ଭଲପାଇବା ଏକ ପବିତ୍ର ସମ୍ପର୍କ ମାତ୍ର ଏହି ସମ୍ପର୍କରେ ଏକ କଲଙ୍କର ଛିଟା ଲାଗି ଗଲାଣି ଯାହାକୁ ଯେତେ ଧୋଇବାକୁ ଗଲେ ବି ତାହା ଅଧିକ ମଳିନ ହେବାରେ ଲାଗିଛି ।

ତେବେ ଆଜିର ପିଲା ମାନେ ଉଚ୍ଚ ଶିଖା ପାଇଁ ଦୂର ଜାଗାକୁ ପାଠ ପଡ଼ିବାକୁ ଆସି ଥାଆନ୍ତି ନିଜ ଆଶା ଓ ବାପମାଙ୍କ ସ୍ୱପ୍ନକୁ ସାକାର କରିବା ଆଶାରେ ନୂଆ ଜାଗାରେ ପାଦ ଥାପି ଥାଆନ୍ତି ।କିନ୍ତୁ ଯେତେବେଳେ ସେମାନେ କଲେଜର ମାହଲ ଓ କିଛି ସଙ୍ଗସାଥୀ ଙ୍କ ସହିତ ମିଶି ନିଜ ସ୍ୱପ୍ନକୁ ଭୁଲି ଯାଇ ଏକ ଭୁଲ ରାସ୍ତାରେ ଚାଲିବାକୁ ଆରମ୍ଭ କରି ଦିଅନ୍ତି ।ଆଉ ପରବର୍ତ୍ତୀ ସମୟରେ ଏମିତି ଭୁଲ କରି ବସନ୍ତି କି ଯେଉଁଠି ପହଁଚିଲା ପରେ ତାଙ୍କୁ ଆଉ କିଛି ରାସ୍ତା ଦେଖା ଯାଏ ନାହିଁ ।

ତେବେ କଲେଜ ଗୁଡିକରେ ଖୁବ ଛୋଟ ଛୋଟ ପିଲାମାନେ ଯେଉଁମାନେ ପ୍ରେମ ର ପ୍ରକୃତ ଅର୍ଥ କଣ ବୁଝି ନଥାନ୍ତି ସେମାନେ ପ୍ରେମ ପଡି ଯାଉଥିବାର ଦେଖା ଯାଉଛି ।ତେବେ ଆମେ ଆଜି ଏମିତି ଦୁଇଟି ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣଙ୍କ ହୋସ ଉଡି ଯିବ ।ତେବେ ଏହି ଘଟଣାର ଘଟିଥିଲା ନୂଆପଡା ଜିଲ୍ଲାର ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ, ତେବେ ସେଠାରେ ଦେଖିବାକୁ ମିଳିଛି କି ଜଣେ ସେହି ମହାବିଦ୍ୟାଳୟ ର ଛାତ୍ର ଜଣେ ଆଉ ଜଣେ ସେହି ମହାବିଦ୍ୟାଳୟ ର ଛାତ୍ରୀଙ୍କୁ ମୁଦି ଦେଇ ନିଜ ପ୍ରପୋଜ କରୁଛନ୍ତି ।ଆଉ ଏବି ଘଟଣାର ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।ତେବେ ଆଉ ଗୋଟିଏ ଘଟଣା ବି ସେହି ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି କି ଜଣେ ଛାତ୍ର ଆଉ ଜଣେ ଛାତ୍ରିକୁ ଚାପୁଡ଼ା ମାରୁଛି ।


ଆଉ ଏହି ଦୁଇଟି ଘଟଣା ଏବେ ପୁରା ସୋସିଆଲ ମେଡିଆକୁ ଦୋହଲେଇ ଦେଇଛି, ତେବେ ଦିନ ଥିଲା ଲୋକେ ଲୁଚାଛପା ପ୍ରେମ କରୁଥିଲେ ମାତ୍ର ଆଜିର ଯୁଗର ପିଲା ମାନେ ଯାହା କରୁଛନ୍ତି ତାହାକୁ ପୁରା ଭିଡ଼ିଓ କରି ସୋସିଆଲ ମେଡିଆରେ ପୋଷ୍ଟ କରୁଛନ୍ତି ।ତେବେ ସେହି ଓରେମରେ କେତେ ସତ୍ୟତା ଥାଏ ତାହା ସେହି ସୋସିଆଲ ମେଡିଆରୁ ପରବର୍ତ୍ତୀ ସମୟରେ ଜାଣି ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।