ସବୁ ସମୟ ଖବର ସାଥିରେ

“କିଏ ହେବ ମୋ ହିରୋଇନ” ରେ Select ହୋଇଥିବା ଜାଙ୍କଲିନ ଓ ସୋମାଲିନ ଙ୍କ ଭିଡିଓ ଏବେବି YouTube ରେ ଭାଇରାଲ ହେଉଛି ଭିଡିଓ ଥରେ ଦେଖିଲେ ପୁଣି ଦେଖିବାକୁ ଇଚ୍ଛା ହେବ

0 41

ବନ୍ଧୁଗଣ ଆପଣ ମାନେ ଆମ ଓଲିଉଡ ଇନ୍ଦ୍ରଷ୍ଟ୍ରି ର ଲୋକପ୍ରିୟ ସିରିଏଲ ଜଗତ ର ଆଗଧାଡ଼ି ର ଅଭିନେତ୍ରୀ ଜାକଲିଂ ଓ ସୋମଲୀନା ଙ୍କୁ ବେଶ ଭଲ ଭାବରେ ଜଣିଥିବେ।ତେବେ ଏହି ଦୁଇ ଜଣ ହେଉଛନ୍ତି ଯାଆଁଳା ଭଉଣୀ ଯେଉଁ ମାନେ କି ନିଜ ନିଜ ଅଭିନୟ ର ଯାଦୁ ଦେଖାଇ ଲୋକମାନ ଙ୍କର ହୃଦୟ ରେ ଘର କରି ବସିଛନ୍ତି।ତେବେ କଣ ଆପଣ ଜାଣିଛନ୍ତି କି ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ଜାକଲିଂ ଓ ସୋମଲୀନା କେଉଁ ଠାରୁ ଏବଂ କିପରି ଭାବରେ ନିଜର ଅଭିନୟ ଆରମ୍ଭ କରିଥିଲେ ବୋଲି। ଆସନ୍ତୁ ଜାଣିବା ଏହି ଦୁଇ ଅଭିନେତ୍ରୀ ଙ୍କର ଅଭିନୟ ଦୁନିଆଁ ବିଷୟ ରେ।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବନ୍ଧୁଗଣ ଜାକଲିଂ ଓ ସୋମଲିନା ତାଙ୍କର ଅଭିନୟ ର ଦୁନିଆଁ ତରଙ୍ଗ ଟିଭି ରେ ପ୍ରସାରିତ “କିଏ ହବ ମୋ ହିରୋଇନ” ସିଯିନ ୩ ରୁ ଆରମ୍ଭ କରିଥିଲେ। ତେବେ ଏହି ଦୁଇ ଭଉଣୀ କିଏ ହବ ମୋ ହିରୋଇନ ର ଅଡିସନ କୁ ଆସି ଅଭିନୟ ର ଯାଦୁ ଦେଖାଇ ଥିଲେ ।ଯାହାଙ୍କ ର ଅଭିନୟ ଦେଖିବା ପରେ ତିନି ଜଣ ଜଜ ଆବାକ ହୋଇଯାଇ ଥିଲେ ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି। ଆଉ ଯିଏ ଏହି ଦୁଇ ଭଉଣୀ ଙ୍କର ଅଭିନୟ ଦେଖୁଛନ୍ତି ସେ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ପ୍ରଥମେ ସୋମଲିନା ଆସି ତାଙ୍କର ଅଭିନୟ ର ଯାଦୁ ଦେଖାଇ ଜଜ ମାନ ଙ୍କୁ ଖୁସି କରିଛନ୍ତି ଆଉ ପରେ ପୁଣି ଜାକଲିଂ ଆସିଛନ୍ତି। ଯାହାଙ୍କୁ ଦେଖିବା ପରେ ଜଜ ମାନେ ଦ୍ୱନ୍ଦ ରେ ପଡିଯାଇଛନ୍ତି ମାତ୍ର ପରେ ସେମାନେ ଦୁଇ ଜଣ ଯାଆଁଳା ଭଉଣୀ ବୋଲି ପରିଚୟ ଦେଇଛନ୍ତି। ଆଉ ଦୁଇ ଭଉଣୀ ଙ୍କୁ ଏକତ୍ର ଦେଖି ଜଜ ମଧ୍ୟ ଚକିତ ହୋଇଯାଇଛନ୍ତି। କିନ୍ତୁ ଉଭୟ ଙ୍କର ଅଭିନୟ ରେ ପାରଦର୍ଶିତା ଦେଖି ସେମାନେ ଦୁହିଁଙ୍କୁ ସିଲେକ୍ଟ କରିଛନ୍ତି। ଆଉ ବର୍ତ୍ତମାନ ଏହି ଦୁଇ ଭଉଣୀ ଓଡ଼ିଶାର ଘରେ ଘରେ ଖୁବ ପରିଚିତ ଅଟନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।