ସବୁ ସମୟ ଖବର ସାଥିରେ

ଖୋଲିଲା ଗୁମର ! ଅର୍ଚ୍ଚନା ଭଳି ଖୁସବୁ, ଲିଫ୍ଟମାଗି କାରରେ ବସୁଥିଲା ଆଉ କଣ୍ଡୋମ ପାଇଁ ପଠେଇ ଚମ୍ପଟ ମାରୁଥିଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

0 17

କିଛି ମହିଳା ଥାନ୍ତି ଯେଉଁ ମାନେ କି ପୁରୁଷ ମାନଙ୍କୁ ନିଜ ଇଶରାରେ ଚଳାଇବା ପାଇଁ ଚାହିଁ ଥାନ୍ତି। ଆଉ ପୁରୁଷ ମାନେ ଥରେ ସେହି ମହିଳାର ଇଶରା ରେ ଚାଲିବା ଆରମ୍ଭ କଲେ ସେଠୁ ଆଉ ମୁକୁଳି ପାରେନି। ଆଉ ତାର ଫାଇଦା ଖୁବ୍ ଭଲ ଭାବରେ ଉଠାନ୍ତି ଏହି ମହିଳା ମାନେ। ତେବେ ଆପଣ ମାନେ ଲଗାତାର କିଛି ଦିନ ଧରି ଲେଡୀ ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ବାବଦରେ ନିଶ୍ଚିତ ଭାବେ ଜାଣିଥିବେ। ଆଉ ସେ କିପରି ଭାବେ ପୁରୁଷ ମାନଙ୍କୁ ନିଜ ମାୟା ଜାଲରେ ଫସାଉ ଥିଲେ ତା ମଧ୍ୟ ଜାଣିଥିବେ।
ତେବେ ଆଜି ଆମେ ଅର୍ଚ୍ଚନାଙ୍କ ପରି ଆଉ ଜଣେ ମହିଳାଙ୍କ ବାବଦରେ କହିବୁ ଯିଏକି ଗୋଟିଏ କି ଦୁଇଟି ପୁରୁଷକୁ ନେଇ ନୁହେଁ ପାଖାପାଖି ୨୦୦ ଯୁବକଙ୍କୁ ଠକି ସାରିଛନ୍ତି। ଆଉ ତାଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ ମଧ୍ୟ କରି ସାରିଛନ୍ତି। ତେବେ ଏହି ମାୟାବିନୀ ଯୁବତୀ ଜଣକ ହେଉଛନ୍ତି ଖୁସବୁ ଆଉ ଏହି ଯୁବତୀଙ୍କ ନାରେ ଖୁବ୍ ବଡ ବଡ କେସ ରହିଛି। ଖୁସବୁ କେତେବେଳେ ନିଜକୁ ଜଣେ ଆଡଭୋକେଟ୍ ର ପରିଚୟ ଦିଅନ୍ତି ତ ଆଉ କେତେବେଳେ ନିଜକୁ ଜଣେ ଆଇଏସ୍ ଅଫିସରର ପରିଚୟ ଦେଇ ଲୁତି ନିଅନ୍ତି କୋଟି କୋଟି ଟଙ୍କା।

ତେବେ ସୂଚନା ଅନୁଯାୟୀ ଖୁସବୁ ବେଳେ ରାସ୍ତାରେ ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ। ଆଉ ଏହାପରେ କଥା ଛଳରେ ଯୁବକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଥିଲେ। ଆଉ ସେ ଯେତେବେଳେ ଜାଣିଲେ ଯୁବକ ଜଣକ ତାଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି ସେତେବେଳେ ସେ ଯୁବକଙ୍କୁ କହିଥିଲେ କି ତୁମେ ଯଦି ମୋ ସହ ଶାରିରୀକ ସମ୍ପର୍କରେ ରହିବା ପାଇଁ ଚାହୁଁଛ ତେବେ ଦୋକାନରୁ ଯାଇ କଣ୍ଡୋମ କିଣି ଆଣ। ଆଉ ଏହାପରେ ଯେତେବେଳେ ସେହି ଯୁବକ ଜଣଙ୍କ କାରରୁ ଓହ୍ଲାଇ କଣ୍ଡୋମ କିଣିବା ପାଇଁ ଦୋକାନକୁ ଗଲେ ସେତେବେଳେ କାରକୁ ନେଇ ଚଂପଟ ମାରିଥିଲେ ଏହି ଯୁବତୀ ଜଣଙ୍କ।

ତେବେ ଦିଲ୍ଲୀର ଆଦର୍ଶ ନଗରରେ ତାଙ୍କ ନାରେ ରହିଛି ମାଳ ମାଳ କେଶ। ଖାଲି ସେଠାରେ ନୁହେଁ ଅନ୍ୟ ସବୁ ଜାଗାରେ ମଧ୍ୟ ତାଙ୍କ ନା ମରେ କେଶ ରହିଛି। ତେବେ ଏହି ଯୁବତୀଙ୍କ ମାୟା ଜାଲ ମରେ ପଡିଛନ୍ତି ଅନେକ ନାମୀ ଦାମୀ ବ୍ୟକ୍ତି। ଜଣେ ଆଡଭୋକେଟ ମଧ୍ୟ ଏହି ଯୁବତୀଙ୍କ ଫାଶରେ ପଡ଼ିଥିଲେ।

ଆଉ ଯୁବତୀ ତାଙ୍କୁ ବିଭିନ୍ନ ଲୋଭ ଦେଖାଇ ଲୁଟି ନେଇଥିଲେ ମୋଟା ଅଙ୍କର ଟଙ୍କା।ଅର୍ଚ୍ଚନାଙ୍କ ପରି ଖୁସବୁ ମଧ୍ୟ ପୁରୁଷମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡିଓ ଦେଖାଇ ଭାଇରାଲ କରି ଦେବାର ଧମକ ଦେଇ ଲୁଟି ନେଇଥିଲେ କୋଟି କୋଟି ଟଙ୍କା। ତେବେ ଆମ ଦେଶରେ ଅର୍ଚ୍ଚନା ଓ ଖୁସବୁଙ୍କ ପରି ମାୟାବିନି ମାନଙ୍କ ଅଭାବ ନାହିଁ। ତେଣୁ ସାବଧାନ ରୁହନ୍ତୁ ଓ ସତର୍କ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।