ସବୁ ସମୟ ଖବର ସାଥିରେ

ଖୋଲା ମେଲାରେ ଚାଲିଛି ରାସଲୀଳା… ସୋସିଆଲ ମିଡିଆରେ ଭିଡ଼ିଓ ନିଆଁ ଭଳି ଭାଇରାଲ…

0 20

ବନ୍ଧୁମାନେ ଆଜିର ସମୟରେ ଦେଶ, ଦୁନିଆ ଓ ସମାଜରେ ଯେଉଁ ସବୁ ଘଟଣା ଗୁଡିକ ଦେଖା ଯାଉଚି ତାହା ବା କାହାକୁ ଅଗୋଚର ।ଆଉ ସୋସିଆଲ ମେଡିଆରେ ଦିନକୁ ଦିନ ଯେଉଁ ସବୁ ଘଟଣା ଗୁଡିକର ଭିଡ଼ିଓ ଦେଖା ଯାଉଚି ତାହା ଖୁବ ଲଜା ଜନକ ଅଟେ କିନ୍ତୁ ଆଜିକାଲି ସେମିତି ସବୁ ଘଟଣା ବଡିବାରେ ଲାଗୁଚି ।

ଆପଣ ଦେଖିପାରୁ ଥିବେ ବର୍ତ୍ତମାନର ଯୁବ ସମାଜ କୋଉ ଆଡ଼କୁ ଗତି କରୁଛନ୍ତି, ଦିନକୁ ଦିନ ସେମାନେ ନିଜର ସୀମା ପାର କରି ଏମିତି ସବୁ କାମ କରୁଛନ୍ତି ଯାହା କେହି କରବେ କଳନା କରିନଥିବେ ।ଆଉ ସେହି ଘଟଣା ଗୁଡିକ ଆମ ଆଖି ଆଗକୁ ବହୁତବାର ଆସୁଛି,ଆଉ ଆଜି ସେମିତି ଏକ ଲଜ୍ଜିତ ଘଟଣା ଦେଖିବାକୁ ମିଳିଛି ।

ବୟସ ବଡିବା ଭିତରେ ଯୁବ ବସ୍ଥାରେ ପହଁଚିବା ପରେ ଯୁବକ ଯୁବତୀ ମାନେ ପ୍ରେମ ପାଇଁ ପାଗଳ ହେଇ ଯାଉଛନ୍ତି ।ଆଉ ନିଜ ଇଚ୍ଛା ମୁତାବକ ଝିଅ ଓ ପୁଅ ଶ ଓରେମ ସମ୍ପର୍କରେ ରହୁଛନ୍ତି କିନ୍ତୁ ପ୍ରେମରେ ସମସ୍ତେ ନିଜର ସ୍ୱାର୍ଥ ରଖିଥାନ୍ତି ।କାରଣ ଆଜିର ଭଲପାଇବାରେ ସେହି ପବିତ୍ରତା ଆଉ ନାହିଁ, ସେଥିପାଇଁ ତ ଦିନକୁ ଦିନ ପ୍ରେମ ସମ୍ପର୍କକୁ ନେଇ ବହୁତ ବିବାଦୀୟ ଘଟଣା ଗୁଡିକ ବଡିବାରେ ଲାଗିଛି ।ଖୁବ ଅଳ୍ପ ବୟସର ପିଲାମାନେ ପ୍ରେମର ଅର୍ଥ ନଜାଣି ପ୍ରେମ କରୁଛନ୍ତି ଆଉ ତାପରେ ନିଜ ଭିତରେ କୋନ୍ତ୍ରଲ ନରଖି ଶାରୀରିକ ସମ୍ପର୍କ ରଖିଛନ୍ତି ଆଉ ତା ପରବର୍ତୀ ସମସ୍ୟା ହେଉଛି କିଏ ପ୍ରେମରେ ଧୋକା ପାଇଁ ସୁଇସାଇଡ଼ କଲାଣି ତ କିଏ ପ୍ରତିଶୋଧ ନେଲାଣି ।

ତେବେ ଏତେ ସବୁ ଘଟଣା ହେଉଥିବା ସତ୍ତ୍ୱେ ବି ଯୁବପିଡ଼ି ସୁଧୁରିବାର ଦେଖା ଯାଉନାହିଁ, ଆଉ ଏବେ ତ ରାସ୍ତା ଘାଟ କୋଉଠି ବି ଦେଖିବେ ସେଠି ପ୍ରେମୀ ଯୋଡ଼ିଙ୍କ ଦେଖିବାକୁ ପାଇବେ ସେ ପୁଣି ଅସଂଯମତା ଅବସ୍ଥାରେ ।ଆଉ ସେମିତି ଏକ ପ୍ରେମୀ ଯୋଡ଼ିଙ୍କ ଦେଖିବାକୁ ମିଳିଛି ଯେଉଁ ଯୋଡି ଏବେ ସୋସିଆଲ ମେଡିଆରେ ଖୁବ ହାଇଲାଇଟରେ ଅଛନ୍ତି ।ତେବେ ଭାବିଲେ ବାପାମାଆ କେତେ କଷ୍ଟରେ ପିଲା ମାନଙ୍କୁ ବଡ଼ କରିଥାନ୍ତି ଆଉ ସେହି ପିଲା ବଡ଼ ହେଲା ପରେ ଏମିତି ଯଦି କାମ କରିବ ତାହେଲେ ସେହି ବାପାମାଆ ଙ୍କ ସମ୍ମାନ କଣ ରହିବ ।


ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କୁ ଏକ ପାର୍କରେ ଏକାଠି ବହୁତ କ୍ଳଜ ହେଇ ବସିଥିବାର ଦେଖିବାକୁ ମିଳିଛି।ତେବେ ପାର୍କ ଏକ ପବ୍ଲିକ ପ୍ଲେସ ଅଟେ କିନ୍ତୁ ସେହି ସ୍ଥାନ ଗୁଡିକରେ ଏମିତି କରିବା ଅନ୍ୟ ମାନଙ୍କୁ ବହୁତ ଖରାପ ଲାଗିଥାଏ ।କିନ୍ତୁ ଯୁବକ ଯୁବତୀ ମାନେ ନିଜ ଉପରେ ଏକ କୋନ୍ତ୍ରଲ ରଖିବା ଜରୁରୀ ଦେଶ ଦୁନିଆ ସମାଜକୁ ଭୁଲି ଏମିତି ଅଭଦ୍ରାମି କାମ କରନ୍ତୁ ନାହିଁ ଯାହା ପାଇଁ ସମସ୍ତେ ଲୋକହସା ହେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।