ସବୁ ସମୟ ଖବର ସାଥିରେ

ମଜାଳିଆ ପ୍ରଶ୍ନ – କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାଁ ହୁଏ ?

0 10

ତେବେ ଆମ ଓଡ଼ିଶାରେ ଅନେକ କଳା ଆଉ ସଂସ୍କୃତି ରେ ପରିପୂର୍ଣ୍ଣ ହୋଇକି ରହିଛି | ତାହା ସହିତ ଅନେକ ମଜାଳିଆ ପ୍ରଶ୍ନ ଗୁଡିକ ମଧ୍ୟ ଆମ ଓଡିଶା ର ଲୋକ ମାନଙ୍କର ମନ ଭିତରେ ଘରେ ଘରେ ଲୋକ କଥା ଭାବରେ ବେଶ ପରିଚୟ ସୃଷ୍ଟି କରିଛି ବୋଲି କୁହାଯାଏ |ତେବେ ସେହି ଭଳି କିଛି ପ୍ରଶ୍ନ ଆମ ଓଡ଼ିଶାରେ ରହିଛି ଯାହା ବିଷୟରେ ଆମେ ଜାଣିବା ର ଆବଶ୍ୟକତା ରହିଛି | ଯାହା ବିଷୟରେ ଜାଣିବା ଯୋଗୁ ଆମର ମାନଙ୍କୁ ଅନେକ ମଜାଳିଆ କଥା ଗୁଡିକ ଜାଣିବାକୁ ମିଳିଥାଏ ଓ ତାହା ସହିତ ଆମର ସାଧାରଣ ଜ୍ଞାନ ର ମଧ୍ୟ ବିକାଶ ଘଟିଥାଏ ବୋଲି କୁହାଯାଉଛି | ଆସନ୍ତୁ ତାହେଲେ ସେହିଭଳି କେତେକ ପ୍ରଶ୍ନ ଆଉ ଉତ୍ତର ବିଷୟରେ ଜାଣିବା |

ପ୍ରଶ୍ନ 1:-ଇଂରାଜୀ ରେ କେଉଁ ଅକ୍ଷରରେ ବହୁତ ପାଣି ଅଛି?

ଉତ୍ତର :-c

ପ୍ରଶ୍ନ 2:-ଯାହା ରିଏଲ ନୁହଁ ତାହାକୁ ଆମେ କଣ କହିଥାଉ?

ଉତ୍ତର :-ନାରିୟଲ (ନଡ଼ିଆ )

ପ୍ରଶ୍ନ 3:-ଗୋଟିଏ ଗୁମ୍ଫା ରେ 32 ଟି ଚୋର ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାର ନାମ?
ଉତ୍ତର :-ଦାନ୍ତ

ପ୍ରଶ୍ନ 4:-ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ଗୋଟେ ନାହିଁ?
ଉତ୍ତର :-ତରା

ପ୍ରଶ୍ନ -5:-ବାପା ଙ୍କର ଭଉଣୀ ସେ ଜେଜେ ଙ୍କର ଝିଅ,ବୋଉ ର ସେ ନଣନ୍ଦ ହେବ କିଏ ସେ କୁହ?
ଉତ୍ତର :-ପିଉସୀ ନାନୀ

ପ୍ରଶ୍ନ 6:-ବାଛୁରୀର ହକ ମାରି ମହାଦେବ ପିଏ,ମଣିଷ ପିଇବେ ଭରି ଶକ୍ତିଶାଳୀ ହୁଏ କହିଲ ଭାବି କି ଦରବ ଇଏ?
ଉତ୍ତର :-କ୍ଷୀର

ପ୍ରଶ୍ନ -7:-ବାହାରେ ସବୁଜ ଭିତରେ ନାଲ,ଲତା ରେ ଫଳେ ସେ ଫଳ ଟି ଗୋଲ,କଟା ହେଲେ ହୁଏ ଖାଇ, ଖରା ଦିନେ ସିଏ ଯାହାକୁ ଯେତେ ଲୋ ଶୀତ ଦିନେ ଦିଶେ ନାହିଁ?
ଉତ୍ତର :-ତରଭୁଜ

ପ୍ରଶ୍ନ -8:-ମୋତେ କଟା ଯାଏ ମୋତେ ଛେଚା ଯାଏ ମୋତେ ଭରି ବାଧେ, କିନ୍ତୁ ମୋତେ କାଟୁ ଥିବା ଲୋକ ଲୁହ ଝରି କାନ୍ଦେ?
ଉତ୍ତର :-ପିଆଜ

ପ୍ରଶ୍ନ -9:-ସବୁଜ ବେଣ୍ଟ କୁ ନାଲିଆ ଛୁରୀ,କଷ୍ଟ ଦିଏ ସିଏ ଜହର ପରି, ପାଣି ପାଣି ବୋଲି ଚିଲାଏ ମଣିଷ ସତେକି ଜୀବନ ଯାଏ ବାହାରି?
ଉତ୍ତର :-ନାଲି ଲଙ୍କା

ପ୍ରଶ୍ନ -10:-କେଉଁ ଜିଲ୍ଲା ର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ଜିଲ୍ଲା ର ନାଁ ହୁଏ?
ଉତ୍ତର :-ବଗ

ତେବେ ଏହା ଥିଲା ଆମ ଓଡିଶା ରେ ପ୍ରଚଳିତ ଥିଲା କେତେକ ମଜାଳିଆ gk ର ପ୍ରଶ୍ନ ଓ ତାହାର ଉତ୍ତର ଯାହା କୁ ଆମର ଜାଣିବା ଦ୍ୱାରା ବେଶ ଖୁସି ଲାଗିଥାଏ ମନରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।